Author: iodishaadmin

ପାକିସ୍ତାନ ନେତାଙ୍କୁ ଚପଲରେ ପିଟୁଛନ୍ତି ଲୋକେ !

ଇସ୍ଲାମାବାଦ : ପାକିସ୍ତାନରେ ଦରଦାମ ବୃଦ୍ଧି ଚରମ ସୀମାରେ ପହଞ୍ଚିଛି ଏବଂ ଲୋକଙ୍କ ହିନସ୍ତା କହିଲେ ନ ସରେ । ଅଟା ଓ ଡାଲି ପରି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦର ତ ବଢିଯାଇଛି, ତାସହିତ ବଜାରରେ ଏଗୁଡ଼ିକର ଅଭାବ ମଧ୍ୟ…

‘ଜମି ବଦଳରେ ଚାକିରି’ ଦୁର୍ନୀତି ମାମଲାରେ କାଲି ଲାଲୁ ଯାଦବଙ୍କୁ ଜେରା କରିବ ସିବିଆଇ

ପାଟନା: ‘ଜମି ବଦଳରେ ଚାକିରି’ ଦୁର୍ନୀତି ମାମଲାରେ କାଲି ‘ଆର୍‌ଜେଡି’ର ମୁଖ୍ୟ ଲାଲୁ ଯାଦବଙ୍କୁ ଜେରା କରିବ ସିବିଆଇ। ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରି ଦେବୀଙ୍କୁ ଆଜି ପଚରାଉଚରା କରିବା ପରେ କାଲି ଜେରା ପାଇଁ ଲାଲୁ ଯାଦବଙ୍କୁ ସିବିଆଇ ସମନ…

ଯୋଗୀଙ୍କ ମନ୍ତ୍ରୀ ଉପରେ ଅଭିଯୋଗ ଆଣିଲେ ଆତୀକ ଅହମ୍ମଦର ପରିବାର

ପ୍ରୟାଗରାଜ : ପ୍ରୟାଗରାଜରେ ହୋଇଥିବା ଉମେଶ ପାଲ ହତ୍ୟାକାଣ୍ଡ ପ୍ରସଙ୍ଗରେ ଅଭିଯୁକ୍ତ ଆତୀକ ଅହମ୍ମଦର ପରିବାର ପକ୍ଷରୁ ମନ୍ତ୍ରୀ ନନ୍ଦ ଗୋପାଳ ଗୁପ୍ତାଙ୍କ ଉପରେ ଏକ ବଡ଼ ଆରୋପ ଲଗାଇଛନ୍ତି । ଅତିକ ଅହମ୍ମଦଙ୍କ ଭଉଣୀ ଆୟେଶା ନୁରୀ ଏକ ସାମ୍ବାଦିକ…

ଇମ୍ରାନ ଖାନଙ୍କ ଭାଷଣ ପ୍ରସାରଣ କରିବାରୁ ବନ୍ଦ ହେଲା ଆରି ନିଉଜ୍ ଚ୍ୟାନେଲ

ଇସଲାମାବାଦ: ବନ୍ଦ ହେଲା ପାକିସ୍ତାନର ଆରି ନିଉଜ୍ ଚ୍ୟାନେଲ। ରବିବାର ଦିନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଭାଷଣ ପ୍ରସାରଣ କରିବାରୁ ପାକିସ୍ତାନର ଘରୋଇ ନ୍ୟୁଜ୍ ଚ୍ୟାନେଲ ଆରି ଟିଭିକୁ ଆଜି ବନ୍ଦ କରି ଦିଆଯାଇଛି। ରବିବାର ଇମ୍ରାନ ଖାନଙ୍କ ଭାଷଣ…

ତୁନିଶା ବଞ୍ଚିଥିଲେ ମୋ ପାଇଁ ଲଢ଼ିଥାନ୍ତେ; ଜେଲରୁ ବାହାରିବା ପରେ କହିଲେ ଶିଜାନ

ମୁମ୍ବାଇ: ଟେଲି ଅଭିନେତ୍ରୀ ତୁନିଶା ଶର୍ମା ଆତ୍ମହତ୍ୟା ମାମଲାରେ ଅଭିନେତା ଶିଜାନ ଖାନଙ୍କୁ ମାର୍ଚ୍ଚ ୪ରେ ଜାମିନ ମିଳିଥିଲା। ଶନିବାର ଦିନ ମହାରାଷ୍ଟ୍ର କୋର୍ଟ ଶିଜାନଙ୍କୁ ୧ଲକ୍ଷ ଟଙ୍କାର ମୁଚଲିକା ସହିତ ଜାମିନ ପ୍ରଦାନ କରିଥିଲେ। ଗତ ବର୍ଷ ଡିସେମ୍ବର ମାସରେ…

ଭାରତରେ ଗର୍ଜିଲେ ଇରାନୀ ମହିଳା, ନିଜ ଦେଶ ବିରୋଧରେ ଧାରଣା ଦେଲେ

ନୂଆଦିଲ୍ଲୀ : ନାବାଳିକାଙ୍କୁ ତଥା ମହିଳାଙ୍କୁ ଶିକ୍ଷାଠୁ ଦୂରେଇ ରଖିବା ନିମନ୍ତେ ଇରାନରେ ହେଉଥିବା ଅମାନବୀୟ କାର୍ଯ୍ୟକୁ ସମଗ୍ର ବିଶ୍ୱରେ ନିନ୍ଦା କରାଯାଉଛି। ନାବାଳିକାଙ୍କୁ ସ୍କୁଲରୁ ଦୂରେଇ ରଖିବାକୁ କେତେବେଳେ ସେମାନଙ୍କ ଖାଦ୍ୟରେ ବିଷ ଦିଆଯାଉଛି ତ କେତେବେଳେ ସେମାନଙ୍କ ଉପରକୁ…

ମାଣିକ ସାହା ହେବେ ପୁଣି ମୁଖ୍ୟମନ୍ତ୍ରୀ

ଅଗରତାଲା : ପୁଣିଥରେ ତ୍ରିପୁରାର ମୁଖ୍ୟମନ୍ତ୍ରୀ ହେବେ ମାଣିକ ସାହା। ଆଜି ବିସିଥିବା ବିଜେପି ବିଧାୟକ ଦଳ ବୈଠକରେ ତାଙ୍କୁ ନେତା ଭାବେ ନିର୍ବାଚିତ କରାଯାଇଛି। ଏହାର ଅର୍ଥ ସେ ଦ୍ୱିତୀୟ ଥର ପାଇଁ ତ୍ରିପୁରାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ।…

ଜମି ବଦଳରେ ଚାକିରି’ ସ୍କାମ; ରାବ୍ରି ଦେବୀଙ୍କ ଘରେ ପଶିଲା ସିବିଆଇ

ପାଟନା : ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରି ଦେବୀଙ୍କ ଘରେ ପଶିଲା ସିବିଆଇ । ‘ଜମି ବଦଳରେ ଚାକିରି’ ସ୍କାମରେ ପଚରାଉଚରା କରିବା ପାଇଁ ସିବିଆଇ ଟିମ୍‌ ପାଟନାରେ ପହଞ୍ଚିଥିବା ଜଣାଯାଇଛି। ଚଢ଼ାଉ ସମୟରେ ବିହାରର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ, ପୂର୍ବତନ…

ଜେଲ ଗଲେ ମନୀଷ ସିସୋଦିଆ, ଗୀତା ନେବାକୁ କୋର୍ଟଙ୍କ ଅନୁମତି

ନୂଆଦିଲ୍ଲୀ : ଦିଲ୍ଲୀରେ କ୍ଷମତାସୀନ ଆମ ଆଦମୀ ପାର୍ଟି(ଆପ୍‌)ର ବରିଷ୍ଠ ନେତା ମନୀଷ ସିସୋଦିଆଙ୍କୁ ଆଉ ଅଧିକ ଦିନ ରିମାଣ୍ଡରେ ନେଇନି ସିବିଆଇ। ଅବକାରୀ ନୀତି ଦୁର୍ନୀତି ଘଟଣାରେ ସିବିଆଇ ତାଙ୍କୁ ଗିରଫ କରିଥିଲା। ଆଜି ତାଙ୍କ ରିମାଣ୍ଡ ଅବଧି ଶେଷ…

୧.୫ ଏକର ପିଆଜ ଫସଲରେ ନିଆଁ ଲଗାଇ ଦେଲେ ଚାଷୀ

ନାସିକ : କଠିନ ପରିଶ୍ରମ ଓ ଟଙ୍କା ଖର୍ଚ୍ଚ କରି ପିଆଜ ଉତ୍ପାଦନ କରୁଥିଲେ ମଧ୍ୟ ଚାଷୀଙ୍କୁ ମିଳୁନି ଉଚିତ ଦାମ। ପିଆଜ ଦାମ ଅତ୍ୟନ୍ତ କମ ଥିବାରୁ ଚାଷୀମାନେ ଉତ୍ପାଦନ ଖର୍ଚ୍ଚ ମଧ୍ୟ ପାଉ ନାହାନ୍ତି। କେନ୍ଦ୍ର କିମ୍ବା ରାଜ୍ୟ…