Author: iodishaadmin

ସତୀଶ କୌଶିକଙ୍କର ପରଲୋକରେ ମୋଦିଙ୍କ ଶୋକ

ମୁମ୍ବାଇ: ବଲିଉଡ ଅଭିନେତା ତଥା ନିର୍ଦ୍ଦେଶକ ସତୀଶ କୌଶିକଙ୍କର ଗୁରୁବାର ସକାଳେ ପରଲୋକ ଘଟିଥିଲା। ବରିଷ୍ଠ ଅଭିନେତା ଅନୁପମ ଖେର ଟ୍ବିଟ୍‌ କରି ଏହି ସୂଚନା ଦେଇଥିଲେ। ମୃତ୍ୟୁ ବେଳଙ୍କୁ ତାଙ୍କୁ ୬୭ ବର୍ଷ ହୋଇଥିଲା। ହୃଦ୍‌ଘାତରେ ତାଙ୍କର ପରଲୋକ ହୋଇଥିବା…

ଭିକ ମାଗିବା ଉପରେ ମହାରାଷ୍ଟ୍ରରେ କଟକଣା

ନାଗପୁର : ଏଣିକି ଆଉ ଛକ କିମ୍ବା ଗଳି କନ୍ଦିରେ ମାଗି ପାରିବେନି ଭିକ। ଭିକ ମାଗିଲେ ହେବ ଜେଲ୍। ଦେଶର ଭିନ୍ନ ଭିନ୍ନ ସହରରେ ଶହ ଶହ ଲୋକେ ଭିକ୍ଷା ବୃତ୍ତି କରି ଚଳି ଆସୁଛନ୍ତି। ପେଟ ପୋଷିବା ପାଇଁ…

ଅଭିନେତା ତଥା ନିର୍ଦ୍ଦେଶକ ସତୀଶ କୌଶିକଙ୍କ ପରଲୋକ

ମୁମ୍ବାଇ : ପରଲୋକରେ ‘ମିଷ୍ଟର ଇଣ୍ଡିଆ’ର କ୍ୟାଲେଣ୍ଡର। ବଲିଉଡର ଜଣାଶୁଣା ଅଭିନେତା, ନିର୍ଦ୍ଦେଶକ ତଥା ଫିଲ୍ମ ନିର୍ମାତା ସତୀଶ କୌଶିକଙ୍କ ପରଲୋକ ହୋଇଛି। ୬୬ ବର୍ଷ ବୟସରେ ତାଙ୍କର ଦେହାନ୍ତ ଘଟିଛି। ହୃତଘାତରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସତୀଶଙ୍କ…

ବିଦେଶୀମାନେ ‘ପପ୍ପୁ’ଙ୍କୁ ଜାଣନ୍ତି ନାହିଁ; ଜାତୀୟ ଏକତା ପାଇଁ ସେ ବିପଜ୍ଜନକ: କେନ୍ଦ୍ରମନ୍ତ୍ରୀ କିରେନ୍‌ ରିଜିଜୁ

ନୂଆଦିଲ୍ଲୀ: ରାହୁଲ୍‌ ଗାନ୍ଧୀଙ୍କର କେମ୍ବ୍ରିଜ୍‌ ଭାଷଣର ଭିଡିଓ ସେୟାର୍‌ କରି କେନ୍ଦ୍ରମନ୍ତ୍ରୀ କିରେନ୍‌ ରିଜିଜୁ ବୁଧବାର ଦିନ କହିଛନ୍ତି, ଭାରତର ଏକତା ପ୍ରତି ରାହୁଲ୍‌ ଅତ୍ୟନ୍ତ ବିପଜ୍ଜନକ ହୋଇଗଲେଣି ଏବଂ ସେ ଭାରତକୁ ଭାଗ ଭାଗ କରିବା ଲାଗି ଜନସାଧରଣଙ୍କୁ ଉସ୍‌କାଉଛନ୍ତି।…

ମନ୍ତ୍ରୀଙ୍କ ଦାବି: ମହାରାଷ୍ଟ୍ରରେ ଲକ୍ଷାଧିକ ‘ଲଭ୍‌ ଜିହାଦ୍‌’ ମାମଲା

ମୁମ୍ବାଇ: ସମଗ୍ର ରାଜ୍ୟରେ ଏକ ଲକ୍ଷରୁ ଅଧିକ ‘ଲଭ୍‌ ଜିହାଦ୍‌’ ମାମଲା ଘଟିଥିବା କଥା ମହାରାଷ୍ଟ୍ରର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ମଙ୍ଗଳ ପ୍ରଭାତ ଲୋଢ଼ା ଦାବି କରିଛନ୍ତି। ଆଗକୁ ଯେଭଳି ଶ୍ରଦ୍ଧା ୱାକର୍‌ଙ୍କ ଭଳି ହତ୍ୟାକାଣ୍ଡ ନ ଘଟେ…

ଉପେନ୍ଦ୍ର କୁଶୱାହାଙ୍କୁ Y+ ସୁରକ୍ଷା

ପାଟନା : ଜେଡିୟୁରୁ ଅଗଲା ହୋଇ ଏକ ନୂତନ ଦଳ ଗଠନ କରିଥିବା ଉପେନ୍ଦ୍ର କୁଶୱାହାଙ୍କ ବଢ଼ିଲା ସୁରକ୍ଷା। କେନ୍ଦ୍ର ସରକାରଙ୍କ ତରଫରୁ ତାଙ୍କୁ ଭିଆଇପି ସୁରକ୍ଷା ପ୍ରଦାନ କରିଛନ୍ତି। କୁଶୱାହାଙ୍କୁ ୱାଇ ପ୍ଲସ କ୍ୟାଟେଗୋରୀ ସୁରକ୍ଷା ମିଳିଛି। ଜେଡିୟୁରୁ ଭିନ୍ନ…

ଭାରତ ଓ ଚୀନ୍ ମଧ୍ୟରେ ଯୁଦ୍ଧର ଆଶଙ୍କା କଲା ଆମେରିକା ଗୁଇନ୍ଦା ବିଭାଗ

ନୂଆଦିଲ୍ଲୀ : ଆହୁରି ବଢ଼ିବ ଭାରତ ଓ ଚୀନ୍ ମଧ୍ୟରେ ଥିବା ତିକ୍ତତା। ପରେ ଏହା ଯୁଦ୍ଧର ରୂପ ନେବ। କେବଳ ସେତିକି ନୁହେଁ ପାକିସ୍ତାନ ମଧ୍ୟରେ ବି ସଂଘର୍ଷ ବଢ଼ିବା ସମ୍ଭାବନା ରହିଛି। ଆମେରିକାର ଗୁଇନ୍ଦା ସଂସ୍ଥା ଜାରି କରିଥିବା…

ମନ୍ତ୍ରୀଙ୍କ ଇଚ୍ଛାଧୀନ କୋଟାରେ କିଣିଥିବା ସମ୍ପତ୍ତି ପାଇଁ ଦେବାକୁ ପଡ଼ିବନି ଟାକ୍ସଫୋର୍ସ

କଟକ : ମନ୍ତ୍ରୀଙ୍କ ଇଚ୍ଛାଧୀନ କୋଟାରେ ପ୍ଲଟ, ଫ୍ଲାଟ, ଗୃହ ହାତେଇଥିବା ବ୍ୟକ୍ତିଙ୍କ ପାଇଁ ଖୁସି ଖବର। ଯେଉଁମାନେ ଇଚ୍ଛାଧୀନ କୋଟାରେ ଏକମାତ୍ର ପ୍ଲଟ ବା ଫ୍ଲାଟ ପାଇଥିବେ ସେମାନଙ୍କୁ ଟାକ୍ସଫୋର୍ସ ରିପୋର୍ଟ ପରିଧିରୁ ବାଦ ଦେବା ପାଇଁ ପ୍ରକ୍ରିୟା ଆରମ୍ଭ…

ଦୋଳ ପୂର୍ଣ୍ଣିମା ଉପଲକ୍ଷେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆଜି ପବିତ୍ର ଦୋଳ ପୂର୍ଣ୍ଣିମା। ଏଥିପାଇଁ ଚାରିଆଡେ ଉତ୍ସବମୁଖର ହୋଇଛି । ଏହି ଅବସରରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ଟ୍ବିଟ କରି ଲେଖିଛନ୍ତି ‘ ପବିତ୍ର ଦୋଳ ପୂର୍ଣ୍ଣିମା ଉପଲକ୍ଷେ ସମସ୍ତଙ୍କୁ ମୋର…

ରାଜଧାନୀରେ ହୋଳି ପାଳନ ବେଳେ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା

ଭୁବନେଶ୍ୱର: ରାଜଧାନୀରେ ହୋଳି ପାଳନ ବେଳେ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଏନେଇ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି। ସେ କହିଛନ୍ତି, ରାଜଧାନୀରେ ସକାଳ ୭ଟାରୁ ଅପରାହ୍ଣ ୩ଟା ଯାଏ ହୋଲି ପାଳିବାକୁ ଅନୁମତି ଦିଆଯାଇଛି। ଏହି…