ୱାୟନାଡ଼ ଉପନିର୍ବାଚନ ଘୋଷଣା କରିବାକୁ କମିସନ୍ ତତ୍ପର ନୁହେଁ: ମୁଖ୍ୟ ନିର୍ବାଚନ କମିସନର୍
ନୂଆଦିଲ୍ଲୀ : ନୂଆଦିଲ୍ଲୀ: ୱାୟନାଡ଼ ଲୋକସଭା ନିର୍ବାଚନ ମଣ୍ଡଳୀରେ ଉପନିର୍ବାଚନ ଘୋଷଣା କରିବା ଲାଗି ନିର୍ବାଚନ କମିସନ୍ରେ ତତ୍ପରତା ନ ଥିବା ଆଜି ଭାରତର ମୁଖ୍ୟ ନିର୍ବାଚନ କମିସନର୍ ରାଜୀବ କୁମାର କହିଛନ୍ତି। ସେ କହିଛନ୍ତି, ୧୦୧୯ ମାନହାନୀ ମାମଲାରେ ଦୋଷୀ…