Author: iodishaadmin

ଭଗବାନ ହନୁମାନଙ୍କ ଫଟୋଚିତ୍ର ଆଗରେ ପୋଜ୍‌ ଦେଲେ ମହିଳା ବଡିବିଲଡର୍ସ, କଂଗ୍ରେସ-ବିଜେପି ମାରପିଟ୍‌

ଭୋପାଳ : ଗୋଟିଏ ବଡିବିଲଡିଂ ପ୍ରତିଯୋଗିତା ଏବେ ରାଜନୀତିକ କୁସ୍ତି ମ୍ୟାଚ୍‌ରେ ପରିଣତ ହୋଇଛି। ମଧ୍ୟପ୍ରଦେଶର ରତଲମରେ ଆୟୋଜିତ ବଡିବିଲଡିଂ ପ୍ରତିଯୋଗିତାକୁ ନେଇ କଂଗ୍ରେସ ଓ ବିଜେପି…

ସାଂସଦଙ୍କ ବଡ଼ ଦାବି: ଦୁଇ ଦିନ ଭିତରେ ଅତିକଙ୍କ ପୁଅଙ୍କୁ ଗୁଳି କରାଯାଇପାରେ

ଲକ୍ଷ୍ନୌ : ଗ୍ୟାଙ୍ଗଷ୍ଟରରୁ ନେତା ବନିଥିବା ଅତିକ ଅହମଦଙ୍କ ଦୁଇ ପୁଅଙ୍କ ମଧ୍ୟରୁ ଜଣଙ୍କୁ ଦିନେ କି ଦୁଇ ଦିନ ଭିତରେ ଗୁଳି କରି ମାରି ଦିଆଯିବ…

ଆଗୁଆ ଜାମିନ ପରେ ବିଜେପି ବିଧାୟକଙ୍କୁ ହିରୋ ଷ୍ଟାଇଲରେ ସ୍ୱାଗତ, ୫ ଦିନ ଫେରାର ଥିଲେ

ବେଙ୍ଗାଲୁରୁ : କର୍ଣ୍ଣାଟକର ବିଜେପି ବିଧାୟକ ମଡଲ ବିରୁପକ୍ଷପ୍ପାଙ୍କୁ ଆଜି ହାଇକୋର୍ଟରୁ ଆଗୁଆ ଜାମିନ ମିଳିଛି। ଜାମିନ ମିଳିବା ପରେ ତାଙ୍କୁ ହିରୋ ଭଳି ବିଶାଳ ଶୋଭାଯାତ୍ରା…

ଶ୍ରୀଜଗନ୍ନାଥଙ୍କ ୩୫ ହଜାର ଏକର ଜମିର ହେବ ଡିଜିଟାଇଜେସନ, ଖର୍ଚ୍ଚ ହେବ ୧୧ କୋଟି

ପୁରୀ : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ଓଡ଼ିଶାରେ ରହିଥିବା ୩୫ ହଜାର ଏକର ଜମିର ହେବ ଡିଜିଟାଇଜେସନ। ଏଥିପାଇଁ ପ୍ରାୟ ୧୧ କୋଟି ୪୦ ଲକ୍ଷ ଟଙ୍କା…

ମହିଳା ଦିବସ ଉପଲକ୍ଷେ ରାଜ୍ୟ ସରକାରଙ୍କ ପକ୍ଷରୁ ସପ୍ତାହବ୍ୟାପୀ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଉଦ୍‌ଘାଟିତ

ଭୁବନେଶ୍ବର : ଆସନ୍ତା ମାର୍ଚ୍ଚ ୮ରେ ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ରାଜ୍ୟ ସରକାରଙ୍କ ପକ୍ଷରୁ ସପ୍ତାହବ୍ୟାପୀ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି…

୨୬ରେ ଭଦ୍ରକ ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ଭୁବନେଶ୍ବର: ଆସନ୍ତା ୨୬ ତାରିଖରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଭଦ୍ରକ ଆସିବେ ବୋଲି ବିଜେପି ସାଧାରଣ ସଂପାଦକ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ତାଙ୍କର ସୂଚନା…

ଭୁଷଣ୍ଡପୁରରେ ବାଣ ବିସ୍ଫୋରଣ: ୪ ମୃତ, ୩ ଗୁରୁତର

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ଭୁଷଣ୍ଡପୁରରେ ବାଣ ବିସ୍ଫୋରଣ ଘଟିଥିବାର ଖବର ମିଳିଛି। ଏହାଫଳରେ ୪ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ, ୩ ଗୁରୁତର ଥିବା…

ସ୍ୱତନ୍ତ୍ର ସ୍କ୍ୱାଡ୍ ଓ ସିସିଟିଭି ଜଗିବ ମାଟ୍ରିକ୍ ପରୀକ୍ଷା କପି

ଭୁବନେଶ୍ବର : ମାଟ୍ରିକ ପରୀକ୍ଷାରେ କପି ରୋକିବାକୁ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ପରୀକ୍ଷା ସେଣ୍ଟର ଗୁଡ଼ିକୁ ସ୍କ୍ୱାଡ୍ ଅଚାନକ ଗସ୍ତ କରିବେ। ଯାହାର ଗାତିବିଧି ସମ୍ପର୍କରେ…