Author: iodishaadmin

ଭାରତ ମହାସାଗରରେ ଥିବା ଆମେରିକାର ‘ଡିଏଗୋ ଗାର୍ସିଆ’କୁ ଟାର୍ଗେଟ କଲା ଇରାନ

ନୂଆଦିଲ୍ଲୀ : ଭାରତ ମହାସାଗରରେ ଯୁଦ୍ଧର ନିଆଁ । ଆମେରିକାର ସବୁଠାରୁ ବଡ଼ ଘାଟି ‘ଡିଏଗୋ ଗାର୍ସିଆ’କୁ ଟାର୍ଗେଟ କଲା ଇରାନ । ଭାରତ ମହାସାଗରରେ ଥିବା ଆମେରିକାର ଶକ୍ତିଶାଳୀ ସାମରିକ ଘାଟି ‘ଡିଏଗୋ ଗାର୍ସିଆ’ ଉପରେ ଇରାନର ଆଟାକ ।…

ଚୀନର ଆକାଶ ସୀମାରୁ ଫେରିଲା ଦିଲ୍ଲୀରୁ ଭାନକୁଭର ଯାଉଥିବା ଏୟାର ଇଣ୍ଡିଆର ବିମାନ, ଦିଲ୍ଲୀରେ କଲା ଲ୍ୟାଣ୍ଡିଂ

ନୂଆଦିଲ୍ଲୀ : ଦିଲ୍ଲୀରୁ ଭାନକୁଭର ଯାଉଥିବା ଏୟାର ଇଣ୍ଡିଆର ବିମାନ AI ୧୮୫ ଭୁଲ ବିମାନ ପଠାଇଦେଲା । ତେଣୁ ଏୟାର ଇଣ୍ଡିଆର ବିମାନ ଚୀନର ମଝି ଆକାଶରେ ୮ ଘଣ୍ଟା ଧରି ବୁଲିବା ପରେ ୟୁ ଟର୍ଣ୍ଣ କରି ଦିଲ୍ଲୀ…

ଦିଲ୍ଲୀରେ UNI ନ୍ୟୁଜ୍ ଏଜେନ୍ସି କାର୍ଯ୍ୟାଳୟ ସିଲ୍, କାର୍ଯ୍ୟାନୁଷ୍ଠାନକୁ ସାମ୍ବାଦିକ ସଂଘର ନିନ୍ଦା 

ନୂଆଦିଲ୍ଲୀ: ଦିଲ୍ଲୀରେ ୟୁଏନଆଇ ନ୍ୟୁଜ୍ ଏଜେନ୍ସି କାର୍ଯ୍ୟାଳୟ ସିଲ୍ । ପୋଲିସ ବିରୋଧରେ ସାମ୍ବାଦିକାଙ୍କୁ ଦୁର୍ବ୍ୟବହାର ଅଭିଯୋଗ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଦେଶର ଅନ୍ୟତମ ପୁରାତନ ନ୍ୟୁଜ୍ ଏଜେନ୍ସି ‘ୟୁନାଇଟେଡ୍ ନ୍ୟୁଜ୍ ଅଫ୍ ଇଣ୍ଡିଆ‘ ର କାର୍ଯ୍ୟାଳୟକୁ ପୋଲିସ ସିଲ୍ କରିଛି…

ଆସନ୍ତା ୭ ଦିନ ଯାଏଁ କାଳବୈଶାଖୀ ବର୍ଷା ନେଇ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ବର : ଆସନ୍ତା ୭ ଦିନ ଯାଏଁ ରାଜ୍ୟରେ କାଳବୈଶାଖୀ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା । ବର୍ଷା ସମୟରେ ୩୦ ରୁ ୪୦ କିମି ବେଗରେ ପବନ ବହିପାରେ । ତେବେ…

ବଢୁଛି ତାତି, ଖୁବଶୀଘ୍ର ହୋଇପାରେ ସକାଳୁଆ ସ୍କୁଲ: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର : ବଢୁଛି ତାତି । ଏପ୍ରିଲ ନ ପସୁଣୁ ଖରା ଖଇ ଫୁଟିଲାଣି । ଖୁବଶୀଘ୍ର ହୋଇପାରେ ସକାଳୁଆ ସ୍କୁଲ । ତାତିକୁ ଦୃଷ୍ଟିରେ ରଖି ସକାଳୁଆ ସ୍କୁଲ ବାବଦରେ ନିଷ୍ପତ୍ତି ନିଆଯିବ । ଏ ନେଇ ବୈଠକ ବସିବ…

କଟକ ତଳ ବାଲିଯାତ୍ରା ପଡିଆରେ ପୁସ୍ତକମେଳା ଉଦଘାଟିତ

କଟକ : କଟକ ତଳ ବାଲିଯାତ୍ରା ପଡିଆରେ ପୁସ୍ତକମେଳା ଉଦଘାଟିତ ହୋଇଯାଇଛି । ମେୟର ସୁବାସ ସିଂ ପୁସ୍ତକମେଳାକୁ ଉଦଘାଟନ କରିଛନ୍ତି । କଟକ ମହାନଗର ନିଗମ ପକ୍ଷରୁ ଆୟୋଜିତ ଏହି ପୁସ୍ତକମେଳା ୧୦ ଦିନ ଧରି ଚାଲିବ ବୋଲି ଆୟୋଜକଙ୍କ…

ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କୁ ହତ୍ୟା ଧମକ

ଭୁବନେଶ୍ବର: ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କୁ ହତ୍ୟା ଧମକ । ଭୁବନେଶ୍ୱର ଆସିଲେ ଜୀବନରୁ ମାରିଦେବାକୁ ଧମକ ଦେଲେ ଦୁର୍ବୃତ୍ତ । ମାର୍ଚ୍ଚ ୯ ତାରିଖରୁ ଆସିଥିଲା ହତ୍ୟା ଧମକ । ଏନେଇ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା…

ମିନି ସିଲିଣ୍ଡର ଫିଲିଂ ବେଳେ ଫାଟିଲା ଟାଙ୍କି, ଜଣେ ଗୁରୁତର

ଭୁବନେଶ୍ବର: ଫାଟିଲା ଗ୍ୟାସ ଟାଙ୍କି । ଉଡ଼ିଲା ଦୋକାନ । ଭୁବନେଶ୍ବର ଘାଟିକିଆରେ ଅଘଟଣ । ଗ୍ୟାସ ଦୋକାନରେ ମିନି ସିଲିଣ୍ଡର ଫିଲିଂ ବେଳେ ଫାଟିଲା ଟାଙ୍କି । ଗୋଟିଏ ଗ୍ୟାସରୁ ଗ୍ୟାସ ବ୍ୟାପି ଦୁଇ ତିନୋଟି ସିଲିଣ୍ଡର ଫାଟି ଥିବା…

ଅଖାରୁ ମିଳିଲା ନିଖୋଜ ଛାତ୍ରୀଙ୍କ ମୃତଦେହ

କରଞ୍ଜିଆ: ଅଖା ଭିତରୁ ମିଳିଲା ନିଖୋଜ ଛାତ୍ରୀଙ୍କ ମୃତଦେହ। ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅଞ୍ଚଳରେ ଚାଞ୍ଚଲ୍ୟ। କରଞ୍ଜିଆ ଏନଏସି ୱାର୍ଡ ନ ୧୫ ବଣସାହି ନିକଟରେ ଅଖା ଭିତରୁ ମିଳିଲା ନିଖୋଜ ନାବାଳିକାଙ୍କ ମୃତଦେହ । ନିଖୋଜ ହୋଇଥିବା ନେଇ…

ଦୁର୍ଘଟଣାରେ ଡ୍ରାଇଭରଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ଓଏସ୍ଆରଟିସି ଅଫିସ ଆଗରେ ପ୍ରତିବାଦ

ଭୁବନେଶ୍ବର: ଦୁର୍ଘଟଣାରେ ଓଏସ୍ଆରଟିସି ଡ୍ରାଇଭରଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା । କ୍ଷତିପୂରଣ ଦାବିରେ ଭୁବନେଶ୍ବର ଓଏସ୍ଆରଟିସି ଅଫିସ ଆଗରେ ମୃତଦେହ ରଖି ପ୍ରତିବାଦ କରୁଛନ୍ତି ପରିବାର । ଗତକାଲି ରାତିରେ ପଶ୍ଚିମବଙ୍ଗର ମେଦିନୀପୁର ପାଖରେ ଘଟିଛି ଦୁର୍ଘଟଣା । ମୃତକ ହେଉଛନ୍ତି…