କଳାବାଘ ଛାଲ ଜବତ, ୨ ଗିରଫ
ମୟୁରଭଞ୍ଜ : ଶିମିଳିପାଳରେ କଳା ବାଘ ଶିକାର । ଶିକାର କରି ବିକ୍ରି କରିବାକୁ ଉଦ୍ୟମ କରୁଥିବା ବେଳେ ମାଡ଼ି ବସିଲା ବନ ବିଭାଗ । ବାଘ ଛାଲ ଜବତ୍ କରିବା ସହ ଘଟଣା ସ୍ଥଲରୁ ୨ ଜଣଙ୍କୁ ଗିରଫ କରି…
ମୟୁରଭଞ୍ଜ : ଶିମିଳିପାଳରେ କଳା ବାଘ ଶିକାର । ଶିକାର କରି ବିକ୍ରି କରିବାକୁ ଉଦ୍ୟମ କରୁଥିବା ବେଳେ ମାଡ଼ି ବସିଲା ବନ ବିଭାଗ । ବାଘ ଛାଲ ଜବତ୍ କରିବା ସହ ଘଟଣା ସ୍ଥଲରୁ ୨ ଜଣଙ୍କୁ ଗିରଫ କରି…
ଭୁବନେଶ୍ୱର : ଓଡ଼ିଆ ଗାୟିକା ଦୀପ୍ତିରେଖା ପାଢୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା । ଦୀପ୍ତିରେଖାଙ୍କ ଏକ ଭଜନକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରି ନିଜ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରିଛନ୍ତି । ମାଆ ଦୁର୍ଗତି ନାଶିନୀଙ୍କ ଉପରେ ଦୀପ୍ତିରେଖା ଗାୟିଥିବା…
ଭୁବନେଶ୍ୱର: ଏଣିକି ବଡ଼ଦାଣ୍ଡରେ ଖୋଲି ପାରିବେନି ମଦ ଦୋକାନ। ପୁରୀ ଶ୍ରୀମନ୍ଦିର ୧ କି.ମି. ପରିଧି ବଡ଼ଦାଣ୍ଡରେ ମଦ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇ ପାରିବ ନାହିଁ। ଏହି ପରିଧି ମଧ୍ୟରେ ମଦ ଦୋକାନ ଖୋଲିବାକୁ କୌଣସି ସ୍ବତନ୍ତ୍ର ନିୟମ ନାହିଁ।…
ଭୁବନେଶ୍ୱର: ଦିନକୁ ଦିନ ମୋବାଇଲର ଚାହିଦା ବଢିବଢି ଚାଲିଛି। ବର୍ତମାନ କୁନି ପିଲାଠାରୁ ଆରମ୍ଭ କରି ବୟସ୍କ ସମସ୍ତଙ୍କ ହାତରେ ମୋବାଇଲ ରହୁଛି । କାହା କାହା ହାତରେ ୨ଟି ମୋବାଇଲ ରହିଥିବା ମଧ୍ୟ ଦେଖିବାକୁ ମିଳୁଛି। ଭାରତୀୟ ଦୂରସଂଚାର ନିୟାମକ…
ଯାଜପୁର : ଯାଜପୁର ଜିଲ୍ଲାରେ ମହମ୍ମଦ ମୋକିମଙ୍କ ମିଶ୍ରଣ ପର୍ବ । ଚଣ୍ଡିଖୋଲ ନିକଟ ଧର୍ମଶାଳା ଭଵନରେ ଓଡ଼ିଶା ଜନତା କଂଗ୍ରେସ ବ୍ୟାନରରେ ପ୍ରଥମ ସମାବେଶ ତଥା ମହାମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଯେଉଁଥିରେ ଜିଲ୍ଲାର ୭ଟି ନିର୍ବାଚନ ମଣ୍ଡଳୀର…
ଭୁବନେଶ୍ୱର : ରାଜ୍ୟସ୍ତରୀୟ ବିଶ୍ୱ ଜଳ ଦିବସ ସମାରୋହ-୨୦୨୬ ଉଦଘାଟିତ । ଏହି ଅବସରରେ ୨୨୯୨ କୋଟିର ୧୭ ଟି ପ୍ରକଳ୍ପର ଶିଳାନ୍ୟାସ ଓ ୩୨୦ କୋଟିର ୧୨୪ ଟି ପ୍ରକଳ୍ପର ଶୁଭ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ସମୃଦ୍ଧ ଓ…
ନବରଙ୍ଗପୁର : ମଦ୍ୟପ ଯୁବକଙ୍କ ଉନ୍ତୁତ୍ତ କାଣ୍ଡ । ନବରଙ୍ଗପୁର ଝରୀଗାଁ ବ୍ଲକର କୁସୁମବାହାଲ ଗାଁରେ ଫୁଟିଲା ଗୁଳି । ଗୁଳି ଚଳାଇଲା ଜଣେ ମଦ୍ୟପ । ମଦ ପିଇ ଜଣେ ଯୁବକ ଉପରକୁ ଗୁଳିମାଡ଼ କରିଛି ମଦ୍ୟପ । ଅଭିଯୋଗ…
କାମାକ୍ଷାନଗର : କାମାକ୍ଷାନଗର ଥାନା ସାରୁଆଳି ଗ୍ରାମ ନିକଟରେ ଥିବା ଜଙ୍ଗଲରୁ କଲେଜ ଛାତ୍ରୀଙ୍କ ମୃତଦେହ ମିଳିବା ଘଟଣାରେ ପୋଲିସର କାର୍ଯ୍ୟାନୁଷ୍ଠାନ l ମୁଖ୍ୟ ଅଭିଯୁକ୍ତ ସମେତ ହତ୍ୟାକାଣ୍ଡରେ ସହଯୋଗ କରିଥିବା ଅନ୍ୟ ତିନି ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି…
ଭୁବନେଶ୍ୱର: ଭୁବନେଶ୍ୱର ପାଇଁ ବଡ଼ ପ୍ଲାନ୍ । ତିଆରି ହେବ ୩୭ଟି ନୂଆ ରାସ୍ତା । ଭୁବନେଶ୍ୱର ସହରର ବଢୁଥିବା ଭିଡ଼ ଏବଂ ଟ୍ରାଫିକ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ରାଜ୍ୟ ସରକାର ଏକ ବଡ଼ ଯୋଜନା ପ୍ରସ୍ତୁତ କରିଛନ୍ତି ।…
ଢ଼େଙ୍କନାଳ: ଗାଁ ଦାଣ୍ଡରେ ବୁଲୁଛି ଦନ୍ତା । ଢେଙ୍କାନାଳ ଗଁଦିଆ ଥାନା ଷଡ଼ଙ୍ଗୀ ରେଞ୍ଜରେ ଦନ୍ତା ଆତଙ୍କ। ୩ ଦିନ ହେଲା ଆତଙ୍କ ଖେଳାଇଛି ଗୋଠ ଛଡ଼ା ହାତୀ । ହାତୀଟି କାଶିପୁର, ଲହଡା ଗାଁ ଦାଣ୍ଡରେ ହାତୀଟି ବୁଲୁଛି ।…