Author: iodishaadmin

ଝରଣାରୁ ପାଣି ପିଇବା ବେଳେ ପେଟକୁ ଚାଲିଗଲା ଜୋକ, ଅବସ୍ଥା ଗୁରୁତର

ରାୟଗଡା : ପେଟରେ ଜୋକ, ଯୁବକ ଗୁରୁତର । ଝରଣା ପାଣି ପିଇବା ବେଳେ ଅସାବଧାନବଶତଃ ଜୋକ ଖାଇଦେଲେ ଯୁବକ । ପେଟ ଭିତରକୁ ଚାଲିଗଲା ପାଣି ଭିତରେ ଥିବା ଜୋକ । ଫଳରେ ଯୁବକ ଜଣକ ଗୁରୁତର ହୋଇଥିଲେ l…

ଗୃହରେ ବିରୋଧୀଙ୍କ ହଟଗୋଳ, ବିଧାନସଭାକୁ କଳା ପୋଷାକ ପିନ୍ଧିକି ଆସିଲେ କଂଗ୍ରେସ ଓ ବିଜେଡି ବିଧାୟକ

ଭୁବନେଶ୍ୱର: ଗୃହ ଆରମ୍ଭରୁ ବିରୋଧୀ ବିଧାୟକଙ୍କ ହଟଗୋଳ l ବିଧାନସଭାକୁ କଳା ଟି ସାର୍ଟ ପିନ୍ଧିକି ଆସିଲେ ବିରୋଧୀ । ଏସସିବି ଘଟଣାକୁ ନେଇ ଉଭୟ କଂଗ୍ରେସ ବିଜେଡି ବିଧାୟକ ଅଭିନବ ପ୍ରତିବାଦ କରିଛନ୍ତି । ଦୁର୍ବଳ ମୁଖ୍ୟମନ୍ତ୍ରୀ, ଶକ୍ତିଶାଳୀ ସ୍ଵାସ୍ଥ୍ୟ…

ମଣ୍ଡି ଅବ୍ୟବସ୍ଥା: ପ୍ରତିବାଦରେ ଆଜି ୧୨ ଘଣ୍ଟିଆ ମାଲକାନଗିରି ବନ୍ଦ

ମାଲକାନଗିରି: ମଣ୍ଡି ଅବ୍ୟବସ୍ଥାକୁ ବିରୋଧ । ଆଜି ୧୨ ଘଣ୍ଟିଆ ମାଲକାନଗିରି ବନ୍ଦ । ୪ ଦଫା ଦାବି ନେଇ ଜିଲ୍ଲା କଂଗ୍ରେସ ପକ୍ଷରୁ ବନ୍ଦ ପାଳନ କରାଯାଉଛି । ସ୍କୁଲ, କଲେଜ ସହ ଦୋକାନ ବଜାର ବନ୍ଦ ରହିଛି ।…

ଶ୍ରୀରାମ ନବମୀ ପାଳନ ପାଇଁ ବାଲେଶ୍ବରରେ ମୁତୟନ ହେବେ ୨୦ ପ୍ଲାଟୁନ ଫୋର୍ସ

ବାଲେଶ୍ଵର: ଶ୍ରୀରାମ ନବମୀ ପାଳନ ପୂର୍ବରୁ ଆଲର୍ଟରେ ବାଲେଶ୍ବର ପୋଲିସ । ଶାନ୍ତିଶୃଙ୍ଖଳାର ସହ ଶ୍ରୀରାମ ନବମୀ ପାଳନ କରିବା ପାଇଁ ବାଲେଶ୍ଵର ଜିଲ୍ଲା ପୋଲିସ ପକ୍ଷରୁ ସହରରେ ଫ୍ଲାଗ୍ ମାର୍ଚ୍ଚ କରାଯାଇଛି । ଟାଉନ୍ ଥାନା ଓ ସହଦେବ ଖୁଣ୍ଟା…

ରାମନବମୀରେ ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର : ରାମନବମୀରେ ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ପୋଲିସ ପ୍ରଶାସନକୁ ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ । ଆସନ୍ତା ୨୭ ତାରିଖରେ ଉଲ୍ଲାସର ସହ ପାଳିତ ହେବ ଶ୍ରୀରାମ ନବମୀ । ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଲୋକସେବା ଭବନରେ ଏକ…

ଭିଜିଲାନ୍ସ ଜାଲରେ ଅଡିଟର, ଘରୁ ମିଳିଲା ୨୮ ଲକ୍ଷ ନଗଦ ଟଙ୍କା

ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ଦୁର୍ନୀତିଗ୍ରସ୍ତ ଅଡିଟର!। ଘରୁ ମିଳିଲା ୨୮ ଲକ୍ଷ ନଗଦ ଟଙ୍କା। ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଶିକ୍ଷା ବିଭାଗର ଅଡିଟର। ଭୁବନେଶ୍ୱର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟର ଜଣେ ଅଡିଟରଙ୍କୁ ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି। ଜଣେ…

ଗ୍ୟାସ ସଙ୍କଟ: ବିକଳ୍ପ ବ୍ୟବସ୍ଥା କରିବାକୁ ରାଜ୍ୟ ସରକାରଙ୍କ ପରାମର୍ଶ

ଭୁବନେଶ୍ୱର: ଗ୍ୟାସ ଅଭାବ ଦୂର ପାଇଁ ବିକଳ୍ପ ବ୍ୟବସ୍ଥା ବ୍ୟବହାର କରିବାକୁ ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି। ସମସ୍ତ ହୋଟେଲ ଓ ରେଷ୍ଟୁରାଣ୍ଟମାନଙ୍କୁ ପିଏନଜି, ବିଦ୍ୟୁତ ଓଭେନ୍, ଇଣ୍ଡକ୍ସନ୍, ବାଷ୍ପ ରନ୍ଧନ ପ୍ରଣାଳୀ ଇତ୍ୟାଦି ବିକଳ୍ପ ଇନ୍ଧନ ବ୍ୟବହାର କରିବାକୁ ପରାମର୍ଶ…

ଧର୍ମ ଆପଣାଇଲେ ମିଳିବନି ଅନୁସୂଚିତ ଜାତିର ମାନ୍ୟତା

ନୂଆଦିଲ୍ଲୀ : ଆଜି ସୁପ୍ରିମକୋର୍ଟ ଆନ୍ଧ୍ରପ୍ରଦେଶ ହାଇକୋର୍ଟର ଏକ ଆଦେଶକୁ ସମର୍ଥନ କରିଛନ୍ତି । ଯେଉଁଥିରେ ଜଣେ ବ୍ୟକ୍ତି ଖ୍ରୀଷ୍ଟିଆନ୍ ଧର୍ମ ଗ୍ରହଣ କରନ୍ତି ଏବଂ ଏହାକୁ ପାଳନ କରନ୍ତି ତେବେ ସେ ଅନୁସୂଚିତ ଜାତି ସମ୍ପ୍ରଦାୟର ସଦସ୍ୟ ରହିପାରିବେ ନାହିଁ…

ଗ୍ୟାସ୍ ସିଲିଣ୍ଡର ବଣ୍ଟନ ପାଇଁ କୋଟା, ମଧ୍ୟପ୍ରଦେଶ ସରକାରଙ୍କ ନୂଆ ଗାଇଡ୍ ଲାଇନ୍

ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶ ସରକାର ଗ୍ୟାସ୍ ସିଲିଣ୍ଡର ବଣ୍ଟନ ପାଇଁ ଏକ କୋଟା ସ୍ଥିର କରିଛନ୍ତି । ଘରୋଇ ଉପଭୋକ୍ତାଙ୍କୁ ପୂର୍ବ ଭଳି ୧୦୦ ପ୍ରତିଶତ ଯୋଗାଣ ପାଇପାରିବେ । ସେହିପରି ଶିକ୍ଷା ଏବଂ ଚିକିତ୍ସା କ୍ଷେତ୍ରରେ ସମ୍ବନ୍ଧିତ ଜିଲ୍ଲାରେ ଉପଲବ୍ଧ…

ସେନାରେ ମହିଳା ଅଧିକାରୀଙ୍କୁ ମିଳିବ ସ୍ଥାୟୀ ନିଯୁକ୍ତି

ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ସେନାରେ ମହିଳା ଅଧିକାରୀମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ଦେଇଛନ୍ତି। ଭାରତୀୟ ସେନାରେ ଲିଙ୍ଗଗତ ସମାନତାକୁ ସୁଦୃଢ଼ କରି ସୁପ୍ରିମକୋର୍ଟ ଏକ ବଡ଼ ପଦକ୍ଷେପ ସ୍ୱରୂପ, ଆଜି ମହିଳା ଅଧିକାରୀଙ୍କୁ ସ୍ଥାୟୀ ନିଯୁକ୍ତି ମିଳିବା ନେଇ ଘୋଷଣା କରିଛନ୍ତି ।…