Author: iodishaadmin

ବୈଷୟିକ ଦିଗଗୁଡ଼ିକର ପୁନଃଅନୁଧ୍ୟାନ ପାଇଁ ସ୍ଥଗିତ ରହିଲା ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପ

ଭୁବନେଶ୍ବର : ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପ ନେଇ ବଡ଼ ଖବର । ବର୍ତ୍ତମାନ ପାଇଁ ସ୍ଥଗିତ ରହିଲା ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପ । ପ୍ରକଳ୍ପର ବୈଷୟିକ ଦିଗଗୁଡ଼ିକର ପୁନଃଅନୁଧ୍ୟାନ ପାଇଁ ସ୍ଥଗିତ ରଖାଯାଇଥିବା ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ…

ସେପ୍ଟିକ ଟାଙ୍କିରେ ଶ୍ବାସରୁଦ୍ଧ ହୋଇ ୨ ମୃତ, ଦୁଇ ଶ୍ରମିକ ଗୁରୁତର

ସମ୍ବଲପୁର: ସେପ୍ଟିକ ଟାଙ୍କିରେ ଶ୍ବାସରୁଦ୍ଧ ହୋଇ ୨ ଶ୍ରମିକ ମୃତ । ୨ ଗୁରୁତର । ସମ୍ବଲପୁର ଜିଲ୍ଲା ମହୁଲପାଲି ଥାନା କେଶାଇବାହାଲ ଠାରେ ଅଘଟଣ । ନବନିର୍ମିତ ସେପ୍ଟିକ ଟାଙ୍କିରେ ସେଣ୍ଟ୍ରିଂ ଖୋଲିବା ପାଇଁ ପଶିଥିଲେ ୪ ଜଣ ଶ୍ରମିକ…

ଅଟୋରୁ ନବଜାତ ଶିଶୁପୁତ୍ର ଉଦ୍ଧାର

ଭୁବନେଶ୍ବର: ରାଜଧାନୀରେ ଅମାନବୀୟ ଘଟଣା । ଅଟୋ ଭିତରୁ ନବଜାତ ଶିଶୁପୁତ୍ର ଉଦ୍ଧାର। ଉଦ୍ଧାର କଲା କମିଶନରେଟ ପୋଲିସ । ଭୁବନେଶ୍ବର ପଟିଆ ଶୁଭମ ଆପାର୍ଟମେଣ୍ଟ ନିକଟରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଅଟୋ ଭିତରେ ଶିଶୁଟିର କାନ୍ଦ…

କଳାବଜାରୀଙ୍କ ଉପରେ ନଜର ରଖିବାକୁ ଜିଲ୍ଲାପାଳମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ବର: କଳାବଜାରୀଙ୍କ ଉପରେ ରହିବ ନଜର । ସଜାଗ ରହିବାକୁ ଜିଲ୍ଲାପାଳମାନଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନିର୍ଦ୍ଦେଶ । ଜରୁରୀ ସାମଗ୍ରୀର ଯୋଗାଣ ପାଇଁ ଜିଲ୍ଲାପାଳ ମାନଙ୍କ ସହ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟରେ ଯେପରି ଅତ୍ୟାବଶ୍ୟକ ସାମଗ୍ରୀର ଅଭାବ…

ଗୋରୁ ଚାଲାଣ ବେଳେ ଗୋରକ୍ଷକଙ୍କ ମୃତ୍ୟୁ

ସୋର: ଗୋରୁ ଗାଡ଼ି ଅଟକାଇବା ବେଳେ ଗଲା ଜୀବନ। ଗୋରୁ ଚାଲାଣ ବେଳେ ଗୋରକ୍ଷକଙ୍କ ମୃତ୍ୟୁ । ବାଲେଶ୍ବର ଜିଲ୍ଲା ବାହାନଗା ନିକଟରେ ଏସକର୍ଟ ଗାଡି ଧକ୍କାରେ ଗୋସୁରକ୍ଷା ବାହିନୀର ଜଣେ ସଦସ୍ୟ ମୃତ । ଅନ୍ୟ ଜଣେ ଗୁରୁତର ।…

SCB ଅଗ୍ନିକାଣ୍ଡ ଘଟଣା ନେଇ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଇସ୍ତଫା ଦାବି, ରାଜ୍ୟପାଳଙ୍କୁ ଭେଟିଲେ ବିରୋଧୀ

ଭୁବନେଶ୍ବର: ଜୋର ଧରିଲା ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଇସ୍ତଫା ଦାବି । SCB ଅଗ୍ନିକାଣ୍ଡ ଘଟଣାରେ ରାଜ୍ୟପାଳଙ୍କୁ ଭେଟି ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି ବିରୋଧୀ । କଟକ ଏସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ଘଟିଥିବା ଭୟାବହ ଅଗ୍ନିକାଣ୍ଡରେ ୧୩…

ଆଜି ସରୁଛି ନକ୍ସଲଙ୍କ ଡେଡ୍ ଲାଇନ୍, ଆତ୍ମସମର୍ପଣ କରିଛନ୍ତି ଅନେକ ମାଓବାଦୀ

ଭୁବନେଶ୍ବର: ଆଜି ସରୁଛି ନକ୍ସଲଙ୍କ ଡେଡ୍ ଲାଇନ୍ । ନକ୍ସଲ ନିପାତ ପାଇଁ ମାର୍ଚ୍ଚ ୩୧କୁ ଡେଡଲାଇନ୍ ଦେଇଥିଲେ ଗୃହ ମନ୍ତ୍ରୀ ଅମିତ ଶାହ । ବହୁ ଟପ୍ ନେତା ସୁରକ୍ଷା ବାହିନୀ ଗୁଳିରେ ନିପାତ ହୋଇଥିବା ବେଳେ ଅନେକ ଆତ୍ମସମର୍ପଣ…

ବାପା ମା’ଙ୍କୁ ହଇରାଣ କଲେ ହେବ ଦରମା କାଟ୍, ପାସ୍ ହେଲା ବିଲ୍

ତେଲଙ୍ଗାନା : ଆଉ ବାପା ମା’ଙ୍କୁ କରିପାରିବେନି ହଇରାଣ । ଜନ୍ମ କଲା ବାପା ମାଙ୍କୁ ଅସୁବିଧାରେ ପକାଉଥିବା ବ୍ୟକ୍ତିଙ୍କୁ ସୁଧାରିବା ପାଇଁ ସରକାର ନେବେ ଅଦ୍ଭୁତ ପଦକ୍ଷେପ । ହଇରାଇ କଲେ କି ଅସୁବିଧା ଆଣିଲେ ଦରମାରେ ପଇସା କାଟ୍…

ପ୍ରେମିକାଙ୍କୁ ହତ୍ୟା ପରେ ଖଣ୍ଡ ଖଣ୍ଡ କରି ଫ୍ରିଜରେ ରଖିଲେ ନେଭି ଅଫିସର

ବିଶାଖାପାଟଣା : ଦିଲ୍ଲୀ ଶ୍ରଦ୍ଧା ୱାକର ହତ୍ୟାକାଣ୍ଡର ରିପିଟ୍ । ବିଶାଖାପାଟଣାରେ ଜଣେ ବିବାହିତ ନୌସେନା କର୍ମଚାରୀ ନିଜ ପ୍ରେମିକାଙ୍କୁ ହତ୍ୟା କରିବା ପରେ ଖଣ୍ଡ ଖଣ୍ଡ କରି ଫ୍ରିଜରେ ରଖିଥିଲେ । ମୃତଦେହର କିଛି ଅଂଶ ଫ୍ରିଜରୁ ଉଦ୍ଧାର କରିଛି…

ବିଧାନ ପରିଷଦର ସଦସ୍ୟ ପଦରୁ ଇସ୍ତଫା ଦେଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର

ବିହାର : ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଆଜି ବିଧାନ ପରିଷଦର ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ୨୦୨୪ ରେ ନୀତିଶ ବିହାର ବିଧାନ ପରିଷଦକୁ ନିର୍ବାଚିତ ହୋଇଥିଲେ । ତାଙ୍କର ଏହି କାର୍ଯ୍ୟକାଳ ୨୦୩୦ରେ ଶେଷ ହେବାକୁ ଥିଲା…