Author: iodishaadmin

୧୯୯୪ ମସିହାରୁ ଥିଲେ ନିଖୋଜ, ୩୨ ବର୍ଷ ପରେ ମିଳିଲା ପତ୍ତା

ନୂଆଦିଲ୍ଲୀ: ଆମେରିକାର ଆରିଜୋନାରୁ ଏକ ଚମତ୍କାର ଘଟଣା ସାମ୍ନାକୁ ଆସିଛି। ଯାହା ସମଗ୍ର ବିଶ୍ୱକୁ ଆଶ୍ଚର୍ଯ୍ୟ କରିଦେଇଛି। ଆମେରିକା ଆରିଜୋନା ଅନ୍ତର୍ଗତ ଷ୍ଟାର୍ ଭ୍ୟାଲିରୁ ୧୯୯୪ ମସିହାରେ ମାତ୍ର ୧୩ ବର୍ଷ ବୟସରେ ରହସ୍ୟଜନକ ଭାବେ ନିଖୋଜ ହୋଇଯାଇଥିବା କ୍ରିଷ୍ଟିନା ମାରି…

ପାକିସ୍ତାନରେ ୮୦ ପ୍ରତିଶତ ଲୋକ ସମଲିଙ୍ଗୀ

ନୂଆଦିଲ୍ଲୀ: ପଡ଼ୋଶୀ ପାକିସ୍ତାନର ଏକ ବିବୃତ୍ତି କେବଳ ସୋସିଆଲ ମିଡିଆରେ ନୁହେଁ ବରଂ ରାଜନୈତିକ ଏବଂ ସାମାଜିକ ମହଲରେ ମଧ୍ୟ ହଇଚଇ ସୃଷ୍ଟି କରିଛି। ଟ୍ରାନ୍ସଜେଣ୍ଡର କର୍ମୀ ହୀନା ବଲୋଚ୍ ଦାବି କରିଛନ୍ତି ଯେ ୮୦ ପ୍ରତିଶତ ପାକିସ୍ତାନୀ ସମଲିଙ୍ଗୀ ଏବଂ…

ମାଗଣା ଏଲପିଜି ସିଲିଣ୍ଡର ଦେବ ବିଜେପି

ଗୌହାଟୀ : ଇରାନରେ ଯୁଦ୍ଧ ଯୋଗୁଁ ସୃଷ୍ଟି ହୋଇଥିବା ଏଲପିଜି ସଙ୍କଟ ମଧ୍ୟରେ ଆଶ୍ଚର୍ଯ୍ୟ କରିଛି ବିଜେପିର ବଡ଼ ପ୍ରତିଶୃତି। ନିର୍ବାଚନୀ ଘୋଷଣାରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କହିଛନ୍ତି ଯେ ବିଜେପି ନେତୃତ୍ୱାଧୀନ ଏନଡିଏ ଆସାମରେ କ୍ଷମତାକୁ ଫେରିଲେ…

ପୁରୀରେ ବିମାନବନ୍ଦର ପାଇଁ ବାଟ ଖୋଲିଲା

ପୁରୀ: ପୁରୀରେ ପ୍ରସ୍ତାବିତ ‘ଶ୍ରୀ ଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର’ ପ୍ରକଳ୍ପ କାର୍ଯ୍ୟାନ୍ୱୟନ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସ୍ଥାପିତ ହୋଇଛି। ଏହି ମେଗା ପ୍ରକଳ୍ପ ପାଇଁ ଆବଶ୍ୟକ ହେଉଥିବା ଜଙ୍ଗଲ ଜମି ବ୍ୟବହାର ନିମନ୍ତେ କେନ୍ଦ୍ର ସରକାର ଶେଷରେ ସବୁଜ ସଙ୍କେତ…

ଚୌଦ୍ବାର ଜେଲର ସ୍ବତନ୍ତ୍ର ସେଲ୍‌ରେ ରାଜା

କଟକ/ଚୌଦ୍ବାର: ଚୌଦ୍ବାର ଜେଲ୍‌ରୁ ଚମ୍ପଟ ମାରିଥିବା ଅନ୍ୟତମ ଅଭିଯୁକ୍ତ ରାଜା ସାହାଣୀ (୩୯)କୁ କମିସନରେଟ ପୁଲିସ ଗୁରୁବାର ଉତ୍ତରାଖଣ୍ଡର ଋଷିକେଶରୁ ଗିରଫ କରିଥିଲା। ଆଜି ତାକୁ ଭୁବନେଶ୍ବର ଅଣାଯିବା ପରେ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ଅପରାହ୍ଣରେ କଟକ ଜେଏମଏଫସି କୋର୍ଟରେ ହାଜର…

ଘରୋଇ ସ୍କୁଲ୍ ମନମାନୀ କଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ଵର : ସବୁ ଘରୋଇ ସ୍କୁଲ୍ ସରକାରୀ ନିୟମ ମାନିବା ଜରୁରୀ। ଭିନ୍ନ ଭିନ୍ନ ପବ୍ଲିକେସନ୍ ପୁସ୍ତକ ପଢ଼ାଯାଉଥିବା ନେଇ ମତ ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ଘରୋଇ ସ୍କୁଲ୍ ମନମାନୀ କଲେ କାର୍ଯ୍ୟାନୁଷ୍ଠାନ ହେବ। ନେଇ ଚେତାବନୀ ଦେଇଛନ୍ତି।…

ବାଲିଯାତ୍ରା ୟୁନେସ୍କୋ ଐତିହ୍ୟ ମାନ୍ୟତା ପ୍ରସ୍ତାବକ ସମ୍ମାନୀତ

କଟକ : ଐତିହାସିକ କଟକ ବାଲିଯାତ୍ରାକୁ ଜାତିସଂଘ ୟୁନେସ୍କୋ ଦ୍ୱାରା ଐତିହ୍ୟ ତାଲିକାରେ ସ୍ଥାନିତ କରିବାକୁ ଦାବି କରିଥିବା ମନୋଜ କୁମାର ସାହୁଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ମାନୀତ କରାଯାଇଛି । ଆଠଗଡର ଶ୍ରୀକୃଷ୍ଣ ଗୁରୁକୁଳର କୂଳସଚିବ ତଥା ‘ବିଶ୍ବ ଓଡିଶା’ର…

ସୁବର୍ଣ୍ଣପୁରରେ ହାଇଟେକ୍ ସର୍ଭେ, ବନ୍ଦୋବସ୍ତ ୨୦୨୬ ସୁଦ୍ଧା ସରିବ: ମନ୍ତ୍ରୀ

ଭୁବନେଶ୍ୱର: ଲୋକସେବା ଭବନଠାରେ ସୁବର୍ଣ୍ଣପୁର ଜିଲ୍ଲାର ହାଇଟେକ୍ ସର୍ଭେ ସମ୍ପର୍କରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛିl ଦୀର୍ଘ ଦିନର ଅପେକ୍ଷାର ଅନ୍ତ ସହ ସୁବର୍ଣ୍ଣପୁର ଜିଲ୍ଲାର…

କେନ୍ଦ୍ର ସରକାରଙ୍କ ଓଡ଼ିଶା ବିରୋଧୀ ନୀତିକୁ ବରଦାସ୍ତ କରାଯିବ ନାହିଁ- ମିଳିତ ବିରୋଧୀ ଦଳ

ଭୁବନେଶ୍ୱର: ପାଲାସା-ଇଚ୍ଛାପୁରମ୍ ରେଳ ବିଭାଗକୁ ପୂର୍ବତଟ ରେଳପଥ ଜୋନ୍‌ରୁ ଦକ୍ଷିଣ ଉପକୂଳ ରେଳପଥକୁ ସ୍ଥାନାନ୍ତରଣ ପ୍ରତିବାଦରେ ରାଜ୍ୟର ୧୦ଟି ବିରୋଧୀ ଦଳର ମିଳିତ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି। ବୈଠକରେ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ଓଡ଼ିଶାର ସ୍ୱାର୍ଥବିରୋଧୀ, ଅନ୍ୟାୟ ଓ…

ଡିଜିଟାଲ୍‌ ଦସ୍ତଖତକୁ ଜାଲ୍‌ କରି ଅଢ଼େଇ କୋଟି ଚଳୁ, ଭିଜିଲାନ୍‌ସ ତଦନ୍ତ ଲାଗି ସୁପାରିସ୍‌

ବ୍ରହ୍ମପୁର/ବେଗୁନିଆପଡ଼ା: ଡିଜିଟାଲ୍‌ ଦସ୍ତଖତକୁ ଜାଲ୍‌ କରି ଅଢ଼େଇ କୋଟି ଖାଇଗଲେ। କର୍ମଚାରୀଙ୍କ ଆକାଉଣ୍ଟକୁ ଅଧିକ ଟଙ୍କା ପଠାଇ ପରେ ତାହାକୁ ଉଠାଣ ହୋଇଛି। ଡାକ୍ତରଖାନାରେ ଏରିୟର୍‌ ଟଙ୍କା ହଡ଼ପ ନେଇ ଏଭଳି କେଳେଙ୍କାରୀ ସାମ୍ନାକୁ ଆସିଛି। ଘଟଣା ଜଣାପଡ଼ିବା ପରେ ଆଜି…