ଦେବ ଦମ୍ପତିଙ୍କ ବିବାହ ପାଇଁ ଚଳଚଞ୍ଚଳ ଏକାମ୍ର କ୍ଷେତ୍ର, ମଧ୍ୟରାତ୍ରିରେ ପଡ଼ିବ ହାତଗଣ୍ଠି
ଭୁବନେଶ୍ୱର : ଆଜି ଦେବ ଦମ୍ପତିଙ୍କ ବିବାହ । ମଧ୍ୟରାତ୍ରିରେ ପଡ଼ିବ ହାତଗଣ୍ଠି । ଶୀତଳ ଷଷ୍ଠୀ ପାଇଁ ଚଳଚଞ୍ଚଳ ଏକାମ୍ର କ୍ଷେତ୍ର । ଦେବ ବିବାହ ପାଇଁ ଲିଙ୍ଗରାଜ ମନ୍ଦିର ଓ କେଦାରଗୌରୀ ମନ୍ଦିର ଉତ୍ସବମୁଖର ହୋଇପଡ଼ିଛି । ଦୁଇ…