Author: iodishaadmin

ପିକଅପ୍ ଭ୍ଯାନ ସହ ବାଇକ୍ ଧକ୍କା:, ୩ ମୃତ

ଟିଟିଲାଗଡ଼ : ପିକଅପ୍ ଭ୍ୟାନ୍ ଦୁର୍ଘଟଣାରେ ୩ ମୃତ । ଟିଟିଲାଗଡ଼ ଥାନା ଲେସୁନବାହାଲି ଗାଁରେ ପିକଅପ ଭ୍ୟାନ୍ ଓ ବାଇକ୍ ମଧ୍ୟରେ ଦୁର୍ଘଟଣା। ଆଜି ମଧ୍ୟାହ୍ନରେ ଏକ ବିବାହ ଭୋଜି ପାଇଁ ପାଣି ପାଉଚ ନେବାପାଇଁ କିଛି ଯୁବକ ସହ…

ବଦଳିଲା ପାଗ, ମେ ୨ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର : ଜଳୁଛି ପଶ୍ଚିମ, ଉପକୂଳରେ ଆଶ୍ବସ୍ତି । ତାତିରେ ଲାଗିବ ବ୍ରେକ୍ । ଅସହ୍ୟ ଗରମ ଓ ଗୁଳୁଗୁଳିରୁ ମିଳିବ ତ୍ରାହି । ଆଜିଠୁ ପାଗରେ ଆସିବ ପରିବର୍ତ୍ତନ । କାଳବୈଶାଖୀ ଆଣିବ ଆଶ୍ବସ୍ତି । ପାଣିପାଗ ବିଭାଗର ସୂଚନା…

ଓଡ଼ିଶା ପ୍ରଦେଶ ଗଠନ ନେଇ ମଧୁବାବୁଙ୍କ ଅବଦାନକୁ ମନେ ପକାଇଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର: ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ମୁଖ୍ୟମନ୍ତ୍ରୀ । ଆଜି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୮ ତମ ଜୟନ୍ତୀ । ଏହି ଅବସରକୁ ବହୁ ଆଡମ୍ବରରେ ପାଳନ କରୁଛନ୍ତି ରାଜ୍ୟ ସରକାର । ଆଜି କେନ୍ଦୁଝର ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ…

ହିଟୱେଭ୍ ସେଣ୍ଟର ଖୋଲିବେ ରାଜ୍ୟ ସରକାର: ମନ୍ତ୍ରୀ ସୁରେଶ ପୂଜାରୀ

ଭୁବନେଶ୍ୱର : ଖୁବଶୀଘ୍ର ହିଟୱେଭ୍ ସେଣ୍ଟର ଖୋଲିବେ ରାଜ୍ୟ ସରକାର । ଆଗକୁ ଗ୍ରୀଷ୍ମ ପ୍ରଭାବ ବଢିବ। ଏହାକୁ ଦୃଷ୍ଟିରେ ରଖି ସରକାର ହିଟୱେଭ୍ ସେଣ୍ଟର ଖୋଲିଵାକୁ ଚିନ୍ତା କରୁଛନ୍ତି । ବାତ୍ୟା, ବନ୍ୟା ଆଶ୍ରୟ ସ୍ଥଳୀ ପରି ଏହା ଖୋଲାଯିବ।…

ପୂର୍ବ ଶତ୍ରୁତାରୁ ବୃଦ୍ଧଙ୍କୁ ଗଳା କାଟି ହତ୍ୟା

ଜୟପୁର : ବୃଦ୍ଧଙ୍କ ଗଳାକାଟି ହତ୍ୟା । ଧାରୁଆ ଅସ୍ତ୍ରରେ ହତ୍ୟା କରିଛନ୍ତି ଦୁର୍ବୃତ୍ତ । କୋରାପୁଟ ଜିଲ୍ଲା ଜୟପୁର ଫାଂପୁଣି ନିକଟରେ ହତ୍ୟାକାଣ୍ଡ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା କରାଯାଇଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛନ୍ତି…

ବାପାକୁ ଠେଙ୍ଗାରେ ପିଟି ପିଟି ହତ୍ୟା, ମାଆ ଗୁରୁତର

ବଣାଇ : ପୁଅର ନୃଶଂସ କାଣ୍ଡ । ବାପାକୁ ଠେଙ୍ଗାରେ ପିଟି ପିଟି ହତ୍ୟା କଲା ପୁଅ । ମା’କୁ ହତ୍ୟା ଉଦ୍ୟମବେଳେ ଅଟକାଇବାରୁ ବାପାକୁ ହତ୍ୟା । ସୁନ୍ଦରଗଡ଼ କୋଇଡ଼ା ଥାନା ପାଟମୁଣ୍ଡା କଦମଡିହି ଗାଁରେ ଚାଞ୍ଚଲ୍ୟ । ମୃତକ…

୪୨୦/୨୨୦ କେଭି ଗ୍ରୀଡ୍ ସବ୍‌ଷ୍ଟେସନ୍‌ର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖମନ୍ତ୍ରୀ, ବିନା ବିଦ୍ୟୁତ୍ କାଟ୍‌ରେ ହେବ ମରାମତି

କେନ୍ଦୁଝର: କେନ୍ଦୁଝର ଜିଲ୍ଲାକୁ ଏକ ସମୃଦ୍ଧ ଶିଳ୍ପ ହବ୍‌ରେ ପରିଣତ କରିବା ଲକ୍ଷ୍ୟରେ ଆଜି ମୁଖ୍ୟମନ୍ତ୍ରୀ ଆଉ ଏକ ବଡ଼ ପଦକ୍ଷେପ ନେଇଛନ୍ତି । ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ବଡ଼ବିଲ…

ଆନ୍ଧ୍ରକୁ ଚାଲାଣ ବେଳେ ୧୪ ଶିଶୁ ଉଦ୍ଧାର, ସମର କୋର୍ସ ନାଁରେ ହେଇଥାନ୍ତା କି ଧର୍ମାନ୍ତରୀକରଣ ?

ମାଲକାନଗିରି: ସମର କୋର୍ସ ଓ ସୁଟିଂ ନାଁରେ ହେଇଥାନ୍ତା କି ଧର୍ମାନ୍ତରୀକରଣ? ମାଲକାନଗିରି ଜିଲ୍ଲାରେ ଏକ ବସ୍ ରୁ ଚାଇଲ୍ଡଲାଇନ୍ ଅଧିକାରୀଙ୍କ ସହ ପୋଲିସ ୧୪ ଜଣ ଶିଶୁଙ୍କୁ ଆନ୍ଧ୍ରପ୍ରଦେଶ ଚାଲାଣ କରାଯାଉଥିବା ବେଳେ ଉଦ୍ଧାର କରିଛି। ନିର୍ଦ୍ଦିଷ୍ଟ ଗୁଇନ୍ଦା ସୂଚନା…

ପଞ୍ଚାୟତ ନିର୍ବାଚନରେ ଏକା ଲଢିବ କଂଗ୍ରେସ, ହେବନି କୌଣସି ମେଣ୍ଟ

ଭୁବନେଶ୍ୱର: ୟୁ ଟର୍ଣ୍ଣ ମାରିଲା କି କଂଗ୍ରେସ? ପଞ୍ଚାୟତ ନିର୍ବାଚନରେ ହେବନି କୌଣସି ମେଣ୍ଟ। ଓଡ଼ିଶାରେ ପରବର୍ତ୍ତୀ ପଞ୍ଚାୟତ ନିର୍ବାଚନ ୨୦୨୭ ମସିହାରେ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ଆସନ ସଂରକ୍ଷଣ (Reservation) ପ୍ରକ୍ରିୟା…

ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟିଲା ବସ୍, ୨୦ରୁ ଅଧିକ ଆହତ

ନୟାଗଡ : ରାସ୍ତାକଡକୁ ଓଲଟିଲା ଯାତ୍ରୀବାହୀ ବସ୍ । ୨୦ରୁ ଅଧିକ ଆହତ ହୋଇଛନ୍ତି । ନୟାଗଡ ଖଣ୍ଡପଡା ରାସ୍ତାର ଖେଡପଡା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଗାଡିଟି ରାକମାରୁ ନୟାଗଡ଼ ଆସୁଥିଲା । ୫୦ରୁ ଅଧିକ ଯାତ୍ରୀଙ୍କୁ ନେଇ ବେବୀ…