ସିକ୍କିମରେ ଭୂସ୍ଖଳନ: ପାହାଡ଼ରୁ ଖସୁଛି ମାଟି ଓ ପଥର, ସଙ୍କଟରେ ୧୫୦ ଲୋକଙ୍କ ଜୀବନ

ନୂଆଦିଲ୍ଲୀ: ପଶ୍ଚିମ ସିକ୍କିମରେ ଭୟଙ୍କର ଭୂସ୍ଖଳନ। ଗ୍ୟାଲସିଂ ଜିଲ୍ଲାର ୟୁକସମ୍ ସବ୍ ଡିଭିଜନ୍ ରିମ୍ବି ଓ ସିଙ୍ଗଲିତମ ଅଞ୍ଚଳରେ ବିଶାଳ ଭୂସ୍ଖଳନ ହୋଇଛି। ପାହାଡ଼ରୁ ମାଟି ଓ ପଥର ଲଗାତାର ତଳକୁ ଖସୁଥିବାରୁ ଜନବସତି ସହ ଚାଷଜମି ପ୍ରତି ବିପଦ ବଢ଼ିଛି।…

ଜିମ୍ବାୱେରେ ନୌକା ଦୁର୍ଘଟଣାରେ ଚାଲିଗଲା ୭୨ ଜୀବନ

ନୂଆଦିଲ୍ଲୀ: ଜିମ୍ବାୱେରେ ଭୟଙ୍କର ନୌକା ଦୁର୍ଘଟଣା । କରିବା ହ୍ରଦରେ ଏକ ଯାତ୍ରୀବାହୀ ନୌକା ଓଲଟି ପଡ଼ିବାରୁ ୭୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ୧୮ ଜଣ ଶିଶୁ ଥିବା ଜଣାପଡ଼ିଛି । ଶନିବାର ଉଦ୍ଧାରକାରୀ ଦଳ…

ଟିଏମ୍‌ସି କାର୍ଯ୍ୟାଳୟରୁ ପୂର୍ବତନ ଉପବାଚସ୍ପତି ଆଶିଷ ବାନାର୍ଜୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାମପୁରହାଟ: ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲା ରାମପୁରହାଟରେ ରବିବାର ସକାଳେ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ବିଧାନସଭାର ପୂର୍ବତନ ଉପବାଚସ୍ପତି ତଥା ତୃଣମୂଳ କଂଗ୍ରେସର ବରିଷ୍ଠ ନେତା ଆଶିଷ ବାନାର୍ଜୀଙ୍କ ଝୁଲନ୍ତା ମୃତଦେହ ତାଙ୍କ ଘର ନିକଟସ୍ଥ ଦଳୀୟ କାର୍ଯ୍ୟାଳୟରୁ ଉଦ୍ଧାର କରାଯାଇଛି।…

ପୁରୁଣା ପେନସନ ଲାଗୁ ଦାବି ନେଇ ଗାନ୍ଧିମାର୍ଗରେ ଶତାଧିକ ଶିକ୍ଷକଙ୍କ ଧାରଣା

ଭୁବନେଶ୍ୱର : ବର୍ଷାରେ ଭିଜି ଗାନ୍ଧିମାର୍ଗରେ ଶତାଧିକ ଶିକ୍ଷକଙ୍କ ଗଣଧାରଣା। ଏକାଧିକ ଦାବି ନେଇ ଧାରଣାକୁ ଓହ୍ଲାଇଛି ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ସମନ୍ୱୟ ସମିତି । ଅନୁଦାନପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଶିକ୍ଷକ-କର୍ମଚାରୀଙ୍କ ବିଭିନ୍ନ ଦାବି ନେଇ ଆଜି…

କେନ୍ଦୁଝର ଜିଲ୍ଲାରେ ଆସନ୍ତାକାଲି ବନ୍ଦ ରହିବ ସମସ୍ତ ଶିକ୍ଷାନୁଷ୍ଠାନ, ପ୍ରବଳ ବର୍ଷା ନେଇ ସତର୍କ ସୂଚନା

କେନ୍ଦୁଝର : କେନ୍ଦୁଝର ଜିଲ୍ଲାରେ ଆସନ୍ତାକାଲି ସମସ୍ତ ସ୍କୁଲ,କଲେଜ ଓ ଅଙ୍ଗନବାଡି କେନ୍ଦ୍ର ବନ୍ଦ ନେଇ ଘୋଷଣା କରାଯାଇଛି । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରିବା ପରେ ଜିଲ୍ଲାପାଳ ଏହି ନିଷ୍ପତ୍ତି…

ମାଡ଼ିଆସିଲା ବନ୍ୟା ପାଣି, ସ୍କୁଲରେ ଫସିଲେ ୩୦୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ

କେନ୍ଦ୍ରାପଡ଼ା : ହଠାତ ମାଡ଼ିଆସିଲା ବନ୍ୟା ପାଣି । ସ୍କୁଲ ଘରେ ଫସିଗଲେ ୩୦୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ । କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ କୁଳସାହି ଆବାସିକ ବିଦ୍ୟାଳୟରେ ଫସିରହିନ୍ତି ଛାତ୍ରଛାତ୍ରୀ । ବ୍ରାହ୍ମଣୀ ନଦୀରେ ହଠାତ ବନ୍ୟାପାଣି ଆସିବା କାରଣରୁ ବିଦ୍ୟାଳୟ ଚାରିପଟେ…

ବନ୍ୟା ଓ ବର୍ଷା ପାଇଁ ସମସ୍ତ ଅଧିକାରୀଙ୍କ ଛୁଟି ବାତିଲ

ଭୁବନେଶ୍ୱର : ୩ ଦିନ ବଡ଼ ବର୍ଷା । ଆଜିଠୁ ଆସନ୍ତା ୧୮ ତାରିଖ ଯାଏଁ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଏଥିପାଇଁ ୪ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏନେଇ ସମସ୍ତ…

ପୋଲ ଉପରେ ବନ୍ୟାପାଣି, ଆମ୍ବୁଲାନ୍ସରେ ଜନ୍ମ ନେଲା ଶିଶୁପୁତ୍ର

ଦେବଗଡ଼: ଦେବଗଡ଼ରେ ପୋଲ ଉପରେ ଆଣ୍ଠୁଏ ପାଣି । ଅଧାରେ ଅଟକିଲା ଆମ୍ବୁଲାନ୍ସ । ଗର୍ଭବତୀଙ୍କୁ ବୋହି ଟାଙ୍କୁଜୁରା ନାଳ ଅତିକ୍ରମ କଲେ ପରିବାର ଲୋକେ । ବାରକୋଟ ବ୍ଲକ କାଳିଆପାଳ ଗାଁର ଘଟଣା । ଆମ୍ବୁଲାନ୍ସ ଭିତରେ ଶିଶୁପୁତ୍ରକୁ ଜନ୍ମ…

ଜମି ବିବାଦକୁ ନେଇ RIଙ୍କୁ ମରଣାନ୍ତକ ଆକ୍ରମଣ

ପିପିଲି: ପୁରୀ ଜିଲ୍ଲା ମାଟିଆପଡା RI ଆଶୁତୋଷ ସାହୁଙ୍କୁ ମରଣାନ୍ତକ ଆକ୍ରମଣ । ପିପିଲି ଆଠବାଟିଆରେ କିଛି ଦୁବୃତ୍ତ ତାଙ୍କ ମୁଣ୍ଡକୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଜମି ବାଡ଼ି ବିବାଦ ଓ ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସୂଚନା…

ରେଙ୍ଗାଳି ଡ୍ୟାମରେ ବଢୁଛି ଜଳସ୍ତର, ତଳିଆ ଅଞ୍ଚଳବାସୀ ସତର୍କ ରହିବାକୁ ପରାମର୍ଶ

କଣିହା: ରେଙ୍ଗାଳି ଡ୍ୟାମରେ ବଢୁଛି ଜଳସ୍ତର । ଏବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ ପାଇଁ ଜୁଲାଇ ୩୦ରେ ଗୋଟିଏ ଗେଟ୍ ଖୋଲାଯାଇ ଥିବାବେଳେ ଗଚ୍ଛିତ ଜଳରାଶି ୧୨୨.୩୦ ମିଟର ଥିଲା । ଡ୍ୟାମର ଉପର ପାଖରୁ ପ୍ରତି ସେକେଣ୍ଡ ପିଛା ୨୪୬୦…