ଷ୍ଟ୍ରିଟ୍ ଲାଇଟ୍ ପୋଲ୍ ଚୋରି ମାମଲା: ଅଭିଯୁକ୍ତଙ୍କ ଗୋଦାମ ଭାଙ୍ଗିଲା ପୋଲିସ ଓ ପ୍ରଶାସନ
ଭୁବନେଶ୍ବର: ସ୍ମାର୍ଟ ସିଟି ରାଜଧାନୀରେ ଷ୍ଟ୍ରିଟ୍ ଲାଇଟ୍ ପୋଲ ଚୋରି ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ। ଆଜି ଅଭିଯୁକ୍ତମାନଙ୍କ ଗୋଦାମ ଘରକୁ ଭାଙ୍ଗିଛି ପୋଲିସ ଓ ପ୍ରଶାସନ । ବେଆଇନ୍ ଭାବେ ଗଢ଼ିଉଠିଥିବା ଗୋଦାମ ଘରକୁ ବୁଲଡୋଜର ଲଗାଇ ଭଙ୍ଗାଯାଇଛି । ଏଥିସହ…
ଷ୍ଟ୍ରିଟ୍ ଲାଇଟ୍ ପ୍ରକଳ୍ପରେ ବଡ଼ ଦୁର୍ନୀତି ଅଭିଯୋଗ, ଯାଞ୍ଚ ଜାରି ରଖିଛି ଭିଜିଲାନ୍ସ
ଯାଜପୁର : ଷ୍ଟ୍ରିଟ୍ ଲାଇଟ୍ ପ୍ରକଳ୍ପରେ ବଡ଼ ଦୁର୍ନୀତି ଅଭିଯୋଗ ଘଟଣା ରେ ଯାଜପୁର ଭିଜିଲାନ୍ସ ପକ୍ଷରୁ ଯାଞ୍ଚ ଜାରି । ଆଜି ଦ୍ଵିତୀୟ ଦିନରେ ଯାଜପୁର ଜିଲ୍ଲାର ୮ ଟି ବ୍ଲକ ଅଞ୍ଚଳରେ ଭିଜିଲାନ୍ସ ବିଭାଗର ଯାଞ୍ଚ ସହ ଚଢ଼ାଉ…
ବିଜେଡିରେ ସାମିଲ ହେଲେ ସୁଜାତା କାର୍ତ୍ତିକେୟନ
ଭୁବନେଶ୍ୱର : ଶେଷ ହେଲା ସବୁ କଳ୍ପନାଜଳ୍ପନା। ବିଜେଡିରେ ମିଶିଲେ ସୁଜାତା ଆର୍ କାର୍ତ୍ତିକେୟନ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଭି କେ ପାଣ୍ଡିଆନ୍ ଙ୍କ ପତ୍ନୀ ସୁଜାତା ବିଜୁ ଜନତା ଦଳରେ ଯୋଗ ଦେଲେ। ଶଙ୍ଖ ଭବନରେ ବିଜୁ…
ରଥଯାତ୍ରା, ଗୁଣ୍ଡିଚା ଓ ସୁନାବେଶରେ ଟୋଲ ଫି ଛାଡ, ପରିବହନ କମିଶନର ବଡ଼ ନିଷ୍ପତ୍ତି
ପୁରୀ : ରଥଯାତ୍ରା, ଗୁଣ୍ଡିଚା ଓ ସୁନାବେଶ ଦିନ ସମସ୍ତ ଗାଡ଼ି ପାଇଁ ଟୋଲ ଫି ଛାଡ କରାଯିବ । ଟୋଲ ଗେଏହି ଦିନମାନଙ୍କ ପାଇଁ ରାଜ୍ୟ ଓ ରାଜ୍ୟ ବାହାରୁ ପାଖାପାଖି ହଜାରେ ବସ ଚଳାଚଳ ପାଇଁ ବ୍ୟବସ୍ଥା କରଯାଇଛି…
ପାଠ୍ୟ ପୁସ୍ତକରେ ତ୍ରୁଟି ଘଟଣାର ତଦନ୍ତ ଶେଷ, ୭ ଦିନ ଧରି ଚାଲିଥିଲା ତନାଘନା
ଭୁବନେଶ୍ୱର : ପିଲାଙ୍କ ପାଠପଢ଼ା ବହିରେ ମାଳମାଳ ତ୍ରୁଟି ଘଟଣାରେ ତଦନ୍ତ ପାଇଁ ଉନ୍ନୟନ କମିଶନର ଦେଓ ରଂଜନ କୁମାର ସିଂହଙ୍କ ନେତୃତ୍ବରେ ଗଠିତ ୩ ଜଣିଆ କମିଟିର ଅବଧି ସରିଛି । ୭ ଦିନ ଧରି ତନାଘନା କରିବା ପରେ…
ସିଙ୍ଗପୁରରେ ବାଣ ବିସ୍ଫୋରଣ: ପୁଅ ମୃତ, ବାପା ଓ ମାଆ ଗୁରୁତର
ଗଞ୍ଜାମ : ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ସିଙ୍ଗପୁରରେ ବାଣ ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨ ଜଣ ଗୁରୁତର ଅଛନ୍ତି । ଘଟଣାସ୍ଥଳରେ ପୁଅର ମୃତ୍ୟୁ ଘଟିଥିଲାବେଳେ ବାପା ଓ ମାଆ ଗୁରୁତର ଥିବା…
ମିଳିଲାନି ୪ କାନ୍ଧ, ସାଇକେଲରେ ବୁହା ହେଲା ମୃତଦେହ
ପଦ୍ମପୁର : ପୁଅ ଅନ୍ୟ ଜାତିରେ ବିବାହ କରିଥିବାରୁ ମା’କୁ ମିଳିଲାନି ଚାରି କାନ୍ଧ| ପଦ୍ମପୁରରେ ଲଜ୍ଜା। ମିଳିଲାନି ୪ କାନ୍ଧ। ସାଇକେଲରେ ବୁହା ହେଲା ମୃତଦେହ। ବ୍ୟବସ୍ଥା ଉପରେ ପୁଣି ପ୍ରଶ୍ନ ଉଠିଛି। ଘଟଣାନୁଯାୟୀ, ବୃଦ୍ଧାଙ୍କର ୨ ପୁଅ ଦାଦନ…
ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା
ବାଲେଶ୍ୱର : ବାଲେଶ୍ୱରରେ ଗୁରୁବାର ଏକ ବଡ ଘଟଣା ଘଟିଛି। ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ଅଡର ବଜାରରେ ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା ହୋଇଛି। ପ୍ରାୟ ୮ ରାଉଣ୍ଡ ଗୁଳି ଫୁଟାଇ ୨ ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି। ଗୁଳି ଫୁଟିଥିବା ଦୃଶ୍ୟ…
ଆଜି ଶ୍ରୀମନ୍ଦିରରେ ଋକ୍ମିଣୀ ବିବାହ, ନୀତିକାନ୍ତି ପାଇଁ ୫ ଘଣ୍ଟା ଦର୍ଶନ ବନ୍ଦ
ପୁରୀ : ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଋକ୍ମିଣୀ ହରଣ ନୀତି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଦେବୀ ଋକ୍ମିଣୀଙ୍କ ସହ ବିବାହ ନୀତି ସମ୍ପନ୍ନ ହୋଇଛି । ଜ୍ୟେଷ୍ଠ ଶୁକ୍ଳ ଏକାଦଶୀ ତିଥିରେ ଶ୍ରୀମନ୍ଦିରରେ ଋକ୍ମିଣୀ ହରଣ ଏବଂ ବିବାହ ଉତ୍ସବ…
ଚାଲାଣ ବେଳେ ମାଡିବସିଲା ବନ ବିଭାଗ, ୩୨୯ଟି କଇଁଛ ଜବତ, ୩ ଗିରଫ
ମାଲକାନଗିରି: ବନ ବିଭାଗକୁ ବଡ଼ ସଫଳତା। ବେଆଇନ କଇଁଛ ଚାଲାଣ ଉପରେ ଚଢ଼ାଉ କରି ମାଲକାନଗିରି ବନ ବିଭାଗ ୩୨୪ଟି କଇଁଛ ଜବତ କରିଛି। ଏହାସହ ୩ ଜଣଙ୍କୁ ଗିରଫ କରିଛି। ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ବନ ବିଭାଗର ଟିମ୍…