ବାଲେଶ୍ୱରରେ ୧୯ ବର୍ଷର ରେକର୍ଡ ଭାଙ୍ଗିଲା ବର୍ଷା
ବାଲେଶ୍ୱର: ବାଲେଶ୍ୱରରେ ୧୯ ବର୍ଷର ରେକର୍ଡ ଭାଙ୍ଗିଲା ବର୍ଷା। ଜୁଲାଇ-ଅଗଷ୍ଟରେ ସର୍ବାଧିକ ୧୧୬୮.୬ ମିଲିମିଟର ବୃଷ୍ଟିପାତ। ବାଲେଶ୍ୱର ଜିଲ୍ଲାରେ ଚଳିତ ବର୍ଷ ମୌସୁମୀ ଋତୁରେ ଅଭୂତପୂର୍ବ ବୃଷ୍ଟିପାତ ରେକର୍ଡ କରାଯାଇଛି । ୨୦୦୮ରୁ ୨୦୨୬ ମଧ୍ୟରେ ଗତ ୧୯ ବର୍ଷର ଇତିହାସରେ…
ଖୁବଶୀଘ୍ର ରାଜ୍ୟରେ ଲାଗୁ ହେବ ଡିଜିଟାଲ ପ୍ରେସକ୍ରିପସନ୍ : ମନ୍ତ୍ରୀ ମୁକେଶ ମହାଲିଙ୍ଗ
ଭୁବନେଶ୍ୱର: ଓଡ଼ିଶା ସରକାର ଖୁବ୍ ଶୀଘ୍ର ‘ଏକ ରାଷ୍ଟ୍ର, ଏକ ସ୍ୱାସ୍ଥ୍ୟ’ ପ୍ରୟାସ ଆରମ୍ଭ କରିବେ। ଆଣ୍ଟିବାୟୋଟିକ୍ସର ଅବାଧ ବ୍ୟବହାରକୁ ରୋକିବା ଏବଂ ଆଣ୍ଟିମାଇକ୍ରୋବାୟଲ୍ ପ୍ରତିରୋଧକୁ ମୁକାବିଲା କରିବା ପାଇଁ ସାରା ରାଜ୍ୟରେ ଏକ ଡିଜିଟାଲ୍ ପ୍ରେସକ୍ରିପସନ୍ ଫ୍ରେମୱାର୍କ ପ୍ରଚଳନ କରିବେ।…
ବିଷାକ୍ତ ଇଞ୍ଜେକସନ ନେଇ ଜୀବନ ହାରିଲେ ଲ୍ୟାବ୍ ଟେକ୍ନିସିଆନ୍
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଏକ ଅଭାବନୀୟ ତଥା ରହସ୍ୟମୟ ଘଟଣା ସାମ୍ନାକୁ ଆସିଛି । ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଜଣେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି । ନିଜେ ଏକ ବିଷାକ୍ତ ଇଞ୍ଜେକସନ ନେଇ ଯୁବକ ଜଣକ ଆତ୍ମହତ୍ୟା କରିଥିବା ନେଇ…
ଜାତୀୟ ମହାକାଶ ଦିବସରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବାର୍ତ୍ତା, ଯୁବପିଢ଼ିଙ୍କ ପ୍ରତିଭାକୁ କଲେ ପ୍ରଶଂସା
ନୂଆଦିଲ୍ଲୀ: ଜାତୀୟ ମହାକାଶ ଦିବସ ଅବସରରେ ଦେଶବାସୀ ଏବଂ ବୈଜ୍ଞାନିକମାନଙ୍କୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି । ନୂତନ ପ୍ରଯୁକ୍ତିବିଦ୍ୟା ବିକାଶ ପାଇଁ ସେ ଜେନ ଜେଡଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି । ୨୦୪୭…
ରାକ୍ଷୀ ପୂର୍ଣ୍ଣିମାରେ ଲାଗୁଛି ବର୍ଷର ଶେଷ ଆଂଶିକ ଚନ୍ଦ୍ରଗ୍ରହଣ
ନୂଆଦିଲ୍ଲୀ: ଭାଇ ଓ ଭଉଣୀ ମଧ୍ୟରେ ଥିବା ଅତୁଟ ସ୍ନେହ, ପ୍ରେମ ଏବଂ ବିଶ୍ୱାସର ପବିତ୍ର ପ୍ରତୀକ ହେଉଛି ରକ୍ଷାବନ୍ଧନ ବା ରାକ୍ଷୀ ପୂର୍ଣ୍ଣିମା । ପ୍ରତିବର୍ଷ ଶ୍ରାବଣ ମାସର ପୂର୍ଣ୍ଣିମା ତିଥିରେ ଏହି ମହାନ ପର୍ବକୁ ସମଗ୍ର ଦେଶରେ ବେଶ୍…
ବାଂଲାଦେଶରେ ହିନ୍ଦୁ ପରିବାରର ୪ ସଦସ୍ୟଙ୍କୁ ହତ୍ୟା
ବାଂଲାଦେଶ: ବାଂଲାଦେଶରେ ଏକ ହିନ୍ଦୁ ପରିବାରର ଚାରି ଜଣଙ୍କ ମୃତଦେହ ସେମାନଙ୍କ ଘରୁ ଉଦ୍ଧାର ହୋଇଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ସୂଚନା ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି ।…
ଦିଲ୍ଲୀରେ H1N1ର ଆତଙ୍କ, ଆଡଭାଇଜରି ଜାରି କଲା ସ୍ବାସ୍ଥ୍ୟ ବିଭାଗ
ନୂଆଦିଲ୍ଲୀ: ଦିଲ୍ଲୀରେ H1N1 (ସ୍ୱାଇନ୍ ଫ୍ଲୁ) ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଯାହା ଏବେ ଚିନ୍ତାର କାରଣ ପାଲଟିଛି । ଚଳିତ ବର୍ଷ ଦିଲ୍ଲୀରେ ଏଯାଏଁ ୧,୭୭୭ଟି H1N1 ମାମଲା ରିପୋର୍ଟ ହୋଇଛି । ମୋଟ ଇନ୍ଫ୍ଲୁଏଞ୍ଜା-A…
ଏଣ୍ଡୋସ୍କୋପିକ୍ କ୍ୟାମେରାରେ ପ୍ରଶ୍ନପତ୍ର ଲିକ୍ ! ପ୍ରଫେସରଙ୍କ ସମେତ ୬ ଗିରଫ
ଛତିଶଗଡ଼: ଛତିଶଗଡ଼ର ଦୁର୍ଗରେ ଇନ୍ଦିରା ଗାନ୍ଧୀ କୃଷି ବିଶ୍ୱବିଦ୍ୟାଳୟ (IGKV)ର ବିଏସ୍ସି ଏଣ୍ଟୋମୋଲୋଜି ପ୍ରଶ୍ନପତ୍ର ଲିକ୍ ଘଟଣାରେ ଜଣେ ପ୍ରଫେସରଙ୍କ ସମେତ ୫ ଜଣ ଛାତ୍ର ଗିରଫ । ପୋଲିସର ସୂଚନା ଅନୁଯାୟୀ, ପ୍ରଫେସର ଜଣକ ଗୋପନୀୟ ଭାବେ ସିଲ୍ ହୋଇଥିବା…
ଜାପାନରେ ଶକ୍ତିଶାଳୀ ଭୂମିକମ୍ପ: ୨୦ ଆହତ
ନୂଆଦିଲ୍ଲୀ: ଜାପାନରେ ୫.୯ ତୀବ୍ରତାର ଏକ ଭୂମିକମ୍ପ ହୋଇଛି । ଏହାର ଝଟକା ରାଜଧାନୀ ଟୋକିଓ ସମେତ ଇବାରାକି, ଚିବା ଓ ସାଇତାମାରେ ଅନୁଭୂତ ହୋଇଛି । ଭୂମିକମ୍ପର କେନ୍ଦ୍ର ଇବାରାକିର ଦକ୍ଷିଣ ଅଞ୍ଚଳରେ ଭୂପୃଷ୍ଠଠାରୁ ପ୍ରାୟ ୭୦ କିଲୋମିଟର ତଳେ…
କାନାଡ଼ା ଉପରେ ୫୦% ଟାରିଫ୍ ଲଗାଇଲା ଆମେରିକା
ୱାଶିଂଟନ: ଦୀର୍ଘଦିନର ଆଲୋଚନା ବିଫଳ ହେବା ପରେ ଶନିବାରଠାରୁ କାନାଡ଼ା ସାମଗ୍ରୀ ଉପରେ ଆମେରିକା ୫୦% ସୀମା ଶୁଳ୍କ (ଟାରିଫ୍) ଲାଗୁ କରିଛି। ଏହାଦ୍ବାରା ଆମେରିକାକୁ କାନାଡ଼ାରୁ ହେଉଥିବା ପ୍ରାୟ ୨୦ ବିଲିୟନ ଡଲାର ମୂଲ୍ୟର ରପ୍ତାନି ପ୍ରଭାବିତ ହେବ। ଆମେରିକାର…