ଭିତରକନିକାରେ ଦେଶୀୟ ପକ୍ଷୀ ଗଣନା ଆରମ୍ଭ
ଭିତରକନିକା: କେନ୍ଦ୍ରାପଡ଼ା ଜିଲ୍ଲାର ଭିତରକନିକା ଜାତୀୟ ଉଦ୍ୟାନରେ ଗୁରୁବାରଠାରୁ ଦେଶୀୟ ପକ୍ଷୀଙ୍କ ଗଣନା ଆରମ୍ଭ ହୋଇଛି। ରିପୋର୍ଟ ଅନୁଯାୟୀ, ଚାରି ଦିନିଆ ଗଣନାରେ ସ୍ଥାନୀୟ ପ୍ରଜାତି ଏବଂ ସେମାନଙ୍କ ସଂଖ୍ୟା ରେକର୍ଡ ଓ ତାଲିକାଭୁକ୍ତ କରାଯିବ। ଗୁରୁବାର ବନ ବିଭାଗ ଦ୍ୱାରା…
ସ୍ତ୍ରୀ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଲା ସ୍ୱାମୀ
ପୁରୀ: ପୁରୀ କୁମ୍ଭାରପଡ଼ା ଥାନା ଅନ୍ତର୍ଗତ ଆଲାମଚଣ୍ଡି ଅଞ୍ଚଳରେ ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି। ପୀଡିତାଙ୍କ ନାମ ସରୋଜିନୀ ମଲ୍ଲିକ ଏବଂ ତାଙ୍କ ସ୍ୱାମୀ, ଅଭିଯୁକ୍ତ ବିକ୍ରମ କୁମାର ମଲ୍ଲିକ (୩୭) ବୋଲି ଜଣାପଡିଛି।…
ସନ୍ଦିଗ୍ଧ ରୋଗରେ ୧୦ ଦିନରେ ଚାଲିଗଲା ଗୋଟିଏ ପରିବାରର ୪ ଶିଶୁଙ୍କ ଜୀବନ
ଭୋପାଳ: ମଧ୍ୟପ୍ରଦେଶର ଶିବପୁରୀ ଜିଲ୍ଲା ସଇସପୁରା ଅଞ୍ଚଳରେ ଶୋକକୂଳ ପରିବେଶ। ମାତ୍ର ୧୦ ଦିନ ମଧ୍ୟରେ ଗୋଟିଏ ପରିବାରର ୩ ଭାଇଙ୍କ ସମେତ ୪ ଜଣ ଶିଶୁଙ୍କ ସନ୍ଦିଗ୍ଧ ରୋଗରେ ମୃତ୍ୟୁ ଘଟିଛି। ସମସ୍ତଙ୍କଠାରେ ପ୍ରାୟ ସମାନ ଲକ୍ଷଣ ଦେଖାଯାଇଥିଲା। ପ୍ରବଳ…
ଇନ୍ଧନ ରପ୍ତାନି ଉପରେ ବଢ଼ିଲା ଟିକସ, ପେଟ୍ରୋଲ ୧.୫, ଡିଜେଲ ୧ ଟଙ୍କା ବୃଦ୍ଧି
ନୂଆଦିଲ୍ଲୀ: ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ କେନ୍ଦ୍ର ସରକାର ଟିକସ ବୃଦ୍ଧି କରିଛନ୍ତି। ଏବେ ପେଟ୍ରୋଲ ରପ୍ତାନିରେ ଲିଟର ପିଛା ଅଧିକ ୧.୫ ଟଙ୍କା ୱିଣ୍ଡଫଲ୍ ଟ୍ୟାକ୍ସ (ଆକସ୍ମିକ ଲାଭ ଉପରେ ଟିକସ) ଲଗାଇଛନ୍ତି। ପୂର୍ବରୁ ଏହା ଉପରୁ କୌଣସି ଟିକସ ଆଦାୟ…
ଏୟାର ମାର୍ଶାଲ୍ ଜିତେନ୍ଦ୍ର ମିଶ୍ର ରାମ ମନ୍ଦିର ନୂଆ ସିଇଓ ମନୋନୀତ
ଉତ୍ତରପ୍ରଦେଶ: ଶ୍ରୀ ରାମ ମନ୍ଦିର ତୀର୍ଥ କ୍ଷେତ୍ର ଟ୍ରଷ୍ଟକୁ ଏହାର ପ୍ରଥମ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ମିଳିଛନ୍ତି । ସୂତ୍ର ଅନୁସାରେ, ଏୟାର ମାର୍ଶାଲ୍ ଜିତେନ୍ଦ୍ର ମିଶ୍ରଙ୍କ ନାମରେ ମୋହର ଲାଗିଛି । ଟ୍ରଷ୍ଟର ପ୍ରେସ୍ ସମ୍ମଳନୀରେ ଏନେଇ ଆନୁଷ୍ଠାନିକ…
ଦିଶା ସାଲିଆନ ମୃତ୍ୟୁ ମାମଲାର ତଦନ୍ତ କରିବ ସିବିଆଇ
ନୂଆଦିଲ୍ଲୀ : ଦିଶା ସାଲିଆନ ମୃତ୍ୟୁ ମାମଲାର ତଦନ୍ତ କରିବ ସିବିଆଇ । ତଦନ୍ତରେ ମୁମ୍ବାଇ ପୋଲିସ ଅବହେଳା କରିଥିବା ଅଭିଯୋଗ ଆଣିଥିଲେ ଦିଶାଙ୍କ ବାପା । ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଆନଙ୍କ ମୃତ୍ୟୁ…
ସାର କଳାବଜାର: ୧୧,୬୮୪ ଦୋକାନରେ ଚଢଉ, ୨୭୭୪ ବ୍ୟବସାୟୀଙ୍କୁ କାରଣ ଦର୍ଶାଅ ନୋଟିସ୍
ଭୁବନେଶ୍ୱର: ଚଳିତ ଖରିଫ ୨୦୨୬-୨୭ ଋତୁରେ ଚାଷୀଙ୍କୁ ରିହାତିଦରରରେ ମିଳୁଥିବା ସାରର ବ୍ୟାପକ କଳାବଜାର ହେଉଛି। ଏହାକୁ ରୋକିବାକୁ ବିଭାଗ ପକ୍ଷରୁ ବର୍ତ୍ତମାନ ବ୍ୟାପକ ଧରପଗଡ଼ କରାଯାଉଛି। ଜିଲ୍ଲା ଓ ବ୍ଲକ ସ୍ତରରେ ଏନ୍ଫୋର୍ସମେଣ୍ଟ ସ୍କ୍ୱାଡ୍ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛନ୍ତି।…
ପୂର୍ବତନ ମେଡିକାଲ ଅଧିକାରୀଙ୍କୁ ୩ବର୍ଷ କାରାଦଣ୍ଡ
ଭୁବନେଶ୍ବର: ଲାଞ୍ଚ କାରବାର ମାମଲାରେ ଭୁବନେଶ୍ବର ଭିଜିଲାନ୍ସ କୋର୍ଟର ଅତିରିକ୍ତ ସ୍ବତନ୍ତ୍ର ଜଜ୍ ନୟାଗଡ଼ ଜିଲ୍ଲା ମଧ୍ୟଖଣ୍ଡ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରର ପୂର୍ବତନ ମେଡିକାଲ ଅଧିକାରୀ ଡ. କେଦାରନାଥ ପାଲ୍ଙ୍କୁ ୩ ବର୍ଷ ଜେଲ୍ ଦଣ୍ଡ ଶୁଣାଇଛନ୍ତି। ଏଥି ସହିତ ଭିଜିଲାନ୍ସ…
ସେନା ଅଭ୍ୟାସ ବେଳେ ଯବାନ ନିଖୋଜ !
ହରିୟାଣା: ହରିୟାଣା-ହିମାଚଳ ସୀମାର ହଥନିକୁଣ୍ଡ ବ୍ୟାରେଜ ଅଞ୍ଚଳରେ ଏକ ସେନା ଅଭ୍ୟାସ ସମୟରେ ଯମୁନା ନଦୀରେ ଏକ ବଡ଼ ଦୁର୍ଘଟଣା ଘଟିଛି । ବନ୍ୟା ଉଦ୍ଧାର ଅଭ୍ୟାସ ବେଳେ ଯମୁନା ନଦୀର ପ୍ରବଳ ସ୍ରୋତରେ ସେନାର ଏକ ମୋଟରବୋଟ୍ ବୁଡ଼ି…
ମଧ୍ୟପ୍ରାଚ୍ୟରେ ପୁଣି ଉତ୍ତେଜନା, ଇରାନ ଉପରେ ଆକ୍ରମଣ କଲା ଆମେରିକା
ନୂଆଦିଲ୍ଲୀ : ଇରାନରେ ପୁଣି ଆମେରିକାର ଆକ୍ରମଣ । IRGC ଠିକଣାକୁ ଟାର୍ଗେଟ୍ । ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା ସାମରିକ ଉତ୍ତେଜନା ମଧ୍ୟରେ ମଙ୍ଗଳବାର ଇରାନ ଉପରେ ପୁଣି ଆକ୍ରମଣ କରିଛି ଆମେରିକୀୟ ସେନା। ଇରାନର ଇସଲାମିକ୍ ରିଭଲ୍ୟୁସନାରୀ…