ପୁରୀରେ ରଥଯାତ୍ରା ପାଇଁ ସୁରକ୍ଷା କଡ଼ାକଡ଼ି, NDRFର ସ୍ବତନ୍ତ୍ର ଟିମ୍ ମୁତୟନ
ପୁରୀ: ରଥଯାତ୍ରା ପାଇଁ ପୁରୀରେ ସୁରକ୍ଷା କଡ଼ାକଡ଼ି । ବିପର୍ଯ୍ୟୟ ପରିଚାଳନା ଓ ଜରୁରୀକାଳୀନ ସହାୟତା ଯୋଗାଇବା ପାଇଁ ମୁତୟନ ହୋଇଛନ୍ତି NDRFର ସ୍ବତନ୍ତ୍ର ଟିମ୍। ବେଳାଭୂମିରେ ସୁରକ୍ଷା ବ୍ୟବସ୍ଥା ସହ ପର୍ଯ୍ୟଟକଙ୍କ ସୁରକ୍ଷିତ ସ୍ନାନ ଲାଗି ସମୁଦ୍ର କୂଳରେ ନିୟୋଜିତ…
ବୁଡ଼ିଗଲା କାଳୀ ବୋଟ୍’, ୯ ମୃତଦେହ ଉଦ୍ଧାର, ୬ ମତ୍ସ୍ୟଜୀବୀଙ୍କ ମିଳୁନି ପତ୍ତା
ବାଲେଶ୍ୱର : ସମୁଦ୍ରରେ ମୃତ୍ୟୁର ତାଣ୍ଡବ । ବୁଡ଼ିଗଲା ମାଆ କାଳୀ’ ଟ୍ରଲର। ୯ ମତ୍ସ୍ୟଜୀବୀଙ୍କ ମୃତଦେହ ଉଦ୍ଧାର, ଏବେ ବି ୬ ନିଖୋଜ । ବଙ୍ଗୋପସାଗରରୁ ଆସିଲା ବଡ଼ ଦୁଃଖଦ ଖବର । ଗଭୀର ସମୁଦ୍ରରେ ନିଖୋଜ ହୋଇଯାଇଥିବା ମାଛଧରା…
କାରକୁ କ୍ଲିନିକ୍ କରି ଦୁର୍ଗମ ଆଦିବାସୀ ଗାଁରେ ରୋଗୀଙ୍କ ସେବା କଲେ ଡାକ୍ତର
ବରଗଡ଼:ଡାକ୍ତରଖାନା ନୁହେଁ, କାର ହେଲା କ୍ଲିନିକ୍ । ଦୁର୍ଗମ ଆଦିବାସୀ ଗାଁରେ ମାନବିକତାର ପରିଚୟ ଦେଖାଇଲେ ଡାକ୍ତର ଶଙ୍କର ରାମଚନ୍ଦାନି । ଆଜିର ବ୍ୟସ୍ତବହୁଳ ସମାଜରେ ଯେଉଁଠି ଚିକିତ୍ସା ସେବା ଧୀରେ ଧୀରେ ବ୍ୟବସାୟର ରୂପ ନେଉଛି, ସେଠାରେ ଭୀମସାରର ଆସିଷ୍ଟାଣ୍ଟ…
ମହିଳା ସୁନା ବ୍ୟବସାୟୀଙ୍କୁ ଆକ୍ରମଣ କରି ୩୬ ଲକ୍ଷ ଟଙ୍କା ଲୁଟ୍
କଟକ: ମହିଳା ସୁନା ବ୍ୟବସାୟୀଙ୍କୁ ଆକ୍ରମଣ । ଝାମ୍ପିନେଲେ ୩୬ ଲକ୍ଷ ଟଙ୍କା । କଟକ ତାଳଦଣ୍ଡା କେନାଲ ପୋଲ ଉପରେ ଘଟିଛି ଘଟଣା । ଦୁର୍ଵୁତ୍ତଙ୍କ ଆକ୍ରମଣରେ ମହିଳା ଗୁରୁତର ଆହତ ହୋଇଛନ୍ତି । ଗୁରୁତର ମହିଳାଙ୍କୁ କଟକ ଏସସିବି…
ପ୍ରେମ ପାଇଁ ଗଲା ଯୁବକଙ୍କ ଜୀବନ ! ଆପାର୍ଟମେଣ୍ଟ ନିକଟରୁ ମୃତଦେହ ଉଦ୍ଧାର
ଭୁବନେଶ୍ୱର: ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳର ଏକ ଆପାର୍ଟମେଣ୍ଟରୁ ସନ୍ଦେହଜନକ ପରିସ୍ଥିତିରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରିନଥିବାବେଳେ, ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି ପୋଲିସ । ଯାଞ୍ଚ ପରେ…
OCCL ନିର୍ବାହୀ ଯନ୍ତ୍ରୀଙ୍କ ଅମାପ ସମ୍ପତ୍ତି; ୪ ମହଲା ଲଜ୍ ଓ ୮ ପ୍ଲଟ ଠାବ
ଭୁବନେଶ୍ୱର: ସୋମବାର ଦିନ ଓଡ଼ିଶା ଭିଜିଲାନ୍ସ ଅଧିକାରୀମାନେ ଓଡ଼ିଶା ନିର୍ମାଣ ନିଗମ (OCC) ଲିମିଟେଡର ଜଣେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସଞ୍ଜୟ କୁମାର କିସପଟ୍ଟାଙ୍କ ସମ୍ପତ୍ତି ଉପରେ ଏକକାଳୀନ ଚଢାଉ ସମୟରେ ୨୩ଟି କୋଠରୀ ବିଶିଷ୍ଟ ଚାରି ମହଲା ଲଜ୍ ଏବଂ ଆଠଟି…
ବିଜେପିରେ ମିଶିଲେ ପ୍ରଭାତ ବିଶ୍ଵାଳ : ବିଜେଡ଼ି ଉପରେ ବର୍ଷିଲେ
ଭୁବନେଶ୍ୱର: ଦୀର୍ଘ ଦିନର କଳ୍ପନାଜଳ୍ପନାର ଅନ୍ତ ଘଟାଇ ବିଜେଡିର ପ୍ରତିଷ୍ଠାତା ସଦସ୍ୟ ତଥା କଟକ-ଚୌଦ୍ୱାରର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ଶେଷରେ ଭାରତୀୟ ଜନତା ପାର୍ଟି (ବିଜେପି)ରେ ସାମିଲ ହୋଇଛନ୍ତି। ଭୁବନେଶ୍ୱରସ୍ଥିତ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ…
ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା
ଗାଜିଆବାଦ୍:ଗାଜିଆବାଦ୍ରେ ଜଣେ ୭ ବର୍ଷର ନାବାଳିକାକୁ ଅପହରଣ ପରେ ଦୁଷ୍କର୍ମ କରି ହତ୍ୟା କରାଯିବା ଘଟଣାକୁ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ନାବାଳିକାର ମୃତଦେହ ଗାଜିଆବାଦ୍ ରାଜନଗର ନିକଟରେ ଥିବା ନିର୍ମାଣାଧୀନ କୋଠାରୁ ଶନିବାର ଭୋର୍ ସମୟରେ ମିଳିଥିଲା। ମୃତ…
ତାଜ୍ ହୋଟେଲ୍ କୁ ବୋମାରେ ଉଡ଼ାଇ ଦେବାକୁ ଧମକ ! ଆଲର୍ଟରେ ମୁମ୍ବାଇ ପୋଲିସ
ନୂଆଦିଲ୍ଲୀ : ମୁମ୍ବାଇ ତାଜ୍ ହୋଟେଲ୍ କୁ ଉଡ଼ାଇ ଦେବାକୁ ଧମକ ! ଆଲର୍ଟରେ ମୁମ୍ବାଇ ପୋଲିସ । ତାଜ୍ ମହଲ ପ୍ୟାଲେସ୍ ହୋଟେଲ୍ ରେ ସର୍ଚ୍ଚ ଅପରେସନ। କେଉଁଠୁ ଆସିଥିଲା ଧମକପୂର୍ଣ୍ଣ କଲ୍ ? ଖୋଳତାଳ କରୁଛି ପୋଲିସ। ଶନିବାର…
ବଙ୍ଗୋପସାଗରରେ ଭୂକମ୍ପ ଝଟକା, ଥରିଲା ବିଶାଖାପାଟଣା
ବିଶାଖାପାଟଣା : ଆଜି ସକାଳେ ବଙ୍ଗୋପସାଗରରେ ଭୂକମ୍ପ ଝଟକା । ଯାହାର ତୀବ୍ରତା ୪.୫ ଥିବା ଜଣାପଡିଛି । ଭୂମିକମ୍ପର ପ୍ରଭାବ ବିଶାଖାପାଟଣା ସହର ଏବଂ ଆଖପାଖ ଅଞ୍ଚଳରେ ସବୁଠାରୁ ଅଧିକ ଅନୁଭୂତ ହୋଇଥିଲା। ସହରର ଅନେକ ସ୍ଥାନରେ ଅନୁଭୂତ ହୋଇଛି…