ମୌସୁମୀ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ ଡାକିଲେ କେନ୍ଦ୍ର ସରକାର
ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ଜୁଲାଇ ୨୦ରୁ ଆରମ୍ଭ ହୋଇ ଅଗଷ୍ଟ ୧୩ ପର୍ଯ୍ୟନ୍ତ ଚାଲିବ। ତେବେ ଏହାର ଠିକ୍ ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ଜୁଲାଇ ୧୯ ସକାଳ ୧୧ଟାରେ କେନ୍ଦ୍ର ସରକାର ସର୍ବଦଳୀୟ ବୈଠକ ଡାକିଛନ୍ତି। ପ୍ରତ୍ୟେକ ସଂସଦ…
ମନଗଢ଼ା କାହାଣୀ କହୁଛି ଇସ୍କନ, କଡ଼ା ଜବାବ ରଖିଲେ ଗଜପତି
ପୁରୀ : ଇସ୍କନ ସ୍ପଷ୍ଟୀକରଣର କଡ଼ା ଜବାବ ରଖିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ । କହିଛନ୍ତି, ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଲିଖିତ ଭାବେ ଆସନ୍ତାକାଲି ଏହାର କଡ଼ା ଜବାବ ଦିଆଯିବ। ଇସ୍କନ ମୁମ୍ବାଇ ସ୍ଥିତ ଜୁହୁ ଶାଖା ପକ୍ଷରୁ ଦିଆଯାଇଥିବା…
ଡାକ୍ତରଖାନାରେ ଆଖି ବୁଜିଲେ ଆତ୍ମାହୁତି ଉଦ୍ୟମ କରିଥିବା ରାଜଲକ୍ଷ୍ମୀ
ବ୍ରହ୍ମପୁର:ଗଞ୍ଜାମ ଜିଲ୍ଲା ନିମଖଣ୍ଡି ଥାନା ଅନ୍ତର୍ଗତ ବାସୁଦେବ ନଗରରେ ଆତ୍ମାହୁତି ଉଦ୍ୟମ କରି ଗୁରୁତର ଭାବେ ପୋଡ଼ିଯାଇଥିବା ରାଜଲକ୍ଷ୍ମୀ ମିଶ୍ରଙ୍କର ଶନିବାର ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁ ହୋଇଛି। ନିଜ ବାପାଙ୍କ ବିରୋଧରେ ଯୌନ ନିର୍ଯାତନା, ବ୍ଲାକମେଲ ଓ ମାନସିକ…
ଗାଁ ଦାଣ୍ଡରେ ଯୁବକକୁ ନିର୍ମମ ହତ୍ୟା
ଅନୁଗୋଳ: ଅନୁଗୋଳ ଜିଲ୍ଲା ବାଳୁଅକଟା ଗ୍ରାମ ପଞ୍ଚାୟତ କୁମ୍ଭକର୍ଣ୍ଣ ସାହିରେ ଶନିବାର ରାତି ପ୍ରାୟ ସାଢେ ନଅଟା ବେଳେ ଜଣଙ୍କୁ ନିର୍ମମ ଭାବରେ ହତ୍ୟା କରା ଯାଇଛି। ମୃତକ ଯୁବକ ଜଣଙ୍କ ହେଲେ ସେହି ଗ୍ରାମର ପର୍ଶୁ ବେହେରାଙ୍କ ପୁଅ ହେମନ୍ତ…
ରଥଯାତ୍ରା ପୂଜା ଓ ସେବା ନାଁରେ ଠକେଇ, ଭକ୍ତଙ୍କ ଭାବାବେଗ ସହ ଖେଳୁଛି ଶ୍ରୀମନ୍ଦିର ଆପ୍
ପୁରୀ : ରଥଯାତ୍ରା ପୂଜା ଓ ସେବା ନାଁରେ ଠକେଇ । ଭକ୍ତଙ୍କ ଭାବାବେଗ ସହ ଖେଳୁଛି ଶ୍ରୀମନ୍ଦିର ନାମକ ଆପ । ଶ୍ରୀମନ୍ଦିର ଟିମ୍ ନାଁରେ ପୂଜା ଓ ସେବାର ବିଜ୍ଞାପନ ଦେଇ ଭକ୍ତଙ୍କୁ ଠକୁଛି ଏହି ଆପ ।…
ବିଶ୍ୱବ୍ୟାପୀ ରଥଯାତ୍ରାକୁ ନେଇ ଇସ୍କନର ସ୍ପଷ୍ଟୀକରଣ, ଜାରି ହେଲା ପ୍ରେସ୍ ବିବୃତ୍ତି
ଭୁବନେଶ୍ବର: ଶାସ୍ତ୍ର ସମ୍ମତ ଏବଂ ମହାପ୍ରଭୁଙ୍କ ପ୍ରକୃତ ଭାବଧାରାରେ ସୀମିତ । ବିଶ୍ୱବ୍ୟାପୀ ରଥଯାତ୍ରାକୁ ନେଇ ସ୍ପଷ୍ଟୀକରଣ ରଖିଲା ଇସ୍କନ । ବିଶ୍ୱର ବିଭିନ୍ନ ସ୍ଥାନରେ ଆୟୋଜିତ ହେଉଥିବା ରଥଯାତ୍ରା ଉତ୍ସବକୁ ନେଇ ସୃଷ୍ଟି ହୋଇଥିବା ପ୍ରଶ୍ନ ଓ ଚର୍ଚ୍ଚା ଉପରେ…
ବନ୍ଧା ହେଲେ ନକଲି ସରକାରୀ ଅଧିକାରୀ
ଭୁବନେଶ୍ବର: ରାଜଧାନୀରେ ବନ୍ଧା ହେଲେ ନକଲି ସରକାରୀ ଅଧିକାରୀ । ସଚିବାଳୟର ଇନକ୍ବାରି ଅଫିସର ପରିଚୟ ଦେଇ କରୁଥିଲା ଠକେଇ । ସୁଟ୍ ବୁଟ୍ ପିନ୍ଧି ସରକାରୀ କ୍ଷମତାର ଭୟ ଦେଖାଇ ପୁରୀ, କୋଣାର୍କ ଓ ଖୋର୍ଦ୍ଧାର ବିଭିନ୍ନ ସ୍ଥାନରେ ରେଡ୍…
ପ୍ରେମ ବ୍ୟାପାରକୁ ନେଇ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ
ଅନୁଗୁଳ: ପ୍ରେମ ବ୍ୟାପାରକୁ ନେଇ ଆକ୍ରମଣ । ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ । ଅନୁଗୁଳ ଜିଲ୍ଲା ସଦର ଥାନା ଅଞ୍ଚଳରେ ହତ୍ୟାକାଣ୍ଡ ଘଟିଛି । ମୃତକ ହେଲେ ବନ୍ଧ ଉପର ସାହି ଗାଁର ହେମନ୍ତ ବେହେରା । ହେମନ୍ତ…
ମହାନଦୀକୁ ଡେଇଁଲେ ନାବାଳିକା, ମିଳୁନି ପତ୍ତା
ସମ୍ବଲପୁର: ସମ୍ବଲପୁର ସହରରେ ଏକ ଦୁଃଖଦ ଘଟଣା ଘଟିଛି । ମହାନଦୀକୁ ଡେଇଁ ନାବାଳିକା ନିଖୋଜ । ସମ୍ବଲପୁର ସହରର ଚାଉଁରପୁର ପୋଲ ଉପରୁ ମହାନଦୀକୁ ଡ଼େଇଁ ନାବାଳିକା ନିଖୋଜ ଅଛନ୍ତି । ଏବେବି ମିଳୁନି ପତ୍ତା । ନାବାଳିକା ଜଣକ…
ଶ୍ରୀମନ୍ଦିର ପ୍ରଶାସନର କଡ଼ା ନିୟମ, ରଥ ଉପରେ ମୋବାଇଲ ବ୍ୟବହାର ମନା
ପୁରୀ: ସୁବ୍ୟବସ୍ଥିତ ରଥଟଣା ପାଇଁ ଶ୍ରୀମନ୍ଦିର ପ୍ରଶାସନର କଡ଼ା ନିୟମ । ତିନି ରଥ ଉପରେ ରହିବେନି ଛଦ୍ମବେଶୀଧାରୀ ସେବାୟତ । କୌଣସି ସେବାୟତଙ୍କ ସହାୟତାରେ ରଥକୁ ଚଢ଼ିବେନି ଶ୍ରଦ୍ଧାଳୁ । ରଥ ଉପରେ ମୋବାଇଲ ଫୋନ୍ ବ୍ୟବହାର ସମ୍ପୂର୍ଣ୍ଣ ମନା…