Skip to content
  • Thu. Jun 25th, 2026
  • ଶିକ୍ଷା
  • ମନୋରଞ୍ଜନ
  • ରାଜନୀତି
  • ବାଣିଜ୍ୟ
  • ଖେଳ
  • ସାକ୍ଷାତକାର
  • ଅପରାଧ
  • ଭକ୍ତି
  • ଦେଶ-ବିଦେଶ
  • କୃଷି
  • ରାଜ୍ୟ ଖବର
ରାଜ୍ୟ ଖବର

ଜିଏସ୍‌ଟି ସୁଧାର ମଧ୍ୟବିତ୍ତମାନଙ୍କ ପାଇଁ ଲାଭଜନକ: ମୁଖ୍ୟମନ୍ତ୍ରୀ

Byiodishaadmin

Sep 5, 2025
Spread the love

ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ଵର ବିମାନବନ୍ଦରରେ ସାମ୍ବାଦିକମାନଙ୍କୁ ଜିଏସ୍‌ଟି ସୁଧାର ମଧ୍ୟବିତ୍ତମାନଙ୍କ ପାଇଁ ଲାଭଜନକ ବୋଲି କହିଛନ୍ତି। ଏହାଫଳରେ ରାଜ୍ୟର ୧୦ ଲକ୍ଷ କେନ୍ଦୁପତ୍ର ତୋଳାଳି ଉପକୃତ ହେବେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି। ସେ ଦିନ ୧ଟା ୮ ମିନିଟ୍ ସମୟରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଥିଲେ। ପ୍ରବଳ ବର୍ଷା ଯୋଗୁ ଅବତରଣ କରିପାରି ନଥିଲା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବିମାନ। ବିମାନ ବନ୍ଦରରେ ଓହ୍ଲାଇ ପାରିନଥିଲା ଏୟାର ଇଣ୍ଡିଆ ବିମାନ। ଫଳରେ ଏହା କୋଲକାତା ଅଭିମୁଖେ ଯାଇଥିଲା। ଏନେଇ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଥିଲେ। ଆଜି ସକାଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୪ ଦିନଆ ନୂଆଦିଲ୍ଲୀ ଗସ୍ତ ସାରି ଭୁବନେଶ୍ବର ଫେରୁଥିଲେ।

 

 

Post navigation

ପାରିବାରିକ ସଂପତ୍ତି ବିଭାଜନ ସଂପର୍କିତ ମାମଲାରେ ଡିଏନ୍‌ଏ ପରୀକ୍ଷା ପାଇଁ ବାଧ୍ୟ କରାଯାଇପାରିବନି: ହାଇକୋର୍ଟ
ଦୁର୍ଘଟଣାରେ ସ୍ୱାମୀ,ସ୍ତ୍ରୀ ସହ ୩ ମୃତ

By iodishaadmin

Related Post

ରାଜ୍ୟ ଖବର

ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଟ୍ୟୁସନ ସାରଙ୍କୁ ଉଠାଇନେଲା ପୋଲିସ

Jun 24, 2026 iodishaadmin
ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱାଲେ

Jun 24, 2026 iodishaadmin
ରାଜ୍ୟ ଖବର

ବିଜେଡିର ମଙ୍ଗ ଧରିପାରନ୍ତି ସୁଜାତା ରାଉତ କାର୍ତ୍ତିକେୟନ

Jun 24, 2026 iodishaadmin

Leave a Reply Cancel reply

Your email address will not be published. Required fields are marked *

Recent Posts

  • ୟୁରୋପରେ ଇବୋଲା ଆତଙ୍କ, ଗଲାଣି ୨୬୦ରୁ ଅଧିକ ଜୀବନ
  • ପାକିସ୍ତାନ ସୀମାରେ ପଶିଲା ଏୟାର ଇଣ୍ଡିଆ ବିମାନ, ଅମୃତସର ବଦଳରେ ଦିଲ୍ଲୀରେ ଜରୁରୀ ଅବତରଣ
  • ଖାମେନେଇଙ୍କ ଅନ୍ତ୍ୟେଷ୍ଟି କ୍ରିୟାରେ ଯୋଗ ଦେବା ପାଇଁ ମୋଦିଙ୍କୁ ନିମନ୍ତ୍ରଣ
  • ସରକାରୀ ଡାକ୍ତରଖାନାରେ ଜନ୍ମ ନେଇଥିବା ପ୍ରତି ନବଜାତଙ୍କୁ ମିଳିବ ୧ ଗ୍ରାମର ସୁନା ମୁଦି
  • ମୌସୁମୀ ବର୍ଷାରେ ଉବୁଡୁବୁ ମୁମ୍ବାଇ, ରେଳ ଚଳାଚଳ ଠପ୍

Recent Comments

No comments to show.
Subscribe

We'll send you a notification when we publish something new.

You missed

ଦେଶ-ବିଦେଶ

ୟୁରୋପରେ ଇବୋଲା ଆତଙ୍କ, ଗଲାଣି ୨୬୦ରୁ ଅଧିକ ଜୀବନ

June 24, 2026 iodishaadmin
ଦେଶ-ବିଦେଶ

ପାକିସ୍ତାନ ସୀମାରେ ପଶିଲା ଏୟାର ଇଣ୍ଡିଆ ବିମାନ, ଅମୃତସର ବଦଳରେ ଦିଲ୍ଲୀରେ ଜରୁରୀ ଅବତରଣ

June 24, 2026 iodishaadmin
ଦେଶ-ବିଦେଶ

ଖାମେନେଇଙ୍କ ଅନ୍ତ୍ୟେଷ୍ଟି କ୍ରିୟାରେ ଯୋଗ ଦେବା ପାଇଁ ମୋଦିଙ୍କୁ ନିମନ୍ତ୍ରଣ

June 24, 2026 iodishaadmin
ଦେଶ-ବିଦେଶ

ସରକାରୀ ଡାକ୍ତରଖାନାରେ ଜନ୍ମ ନେଇଥିବା ପ୍ରତି ନବଜାତଙ୍କୁ ମିଳିବ ୧ ଗ୍ରାମର ସୁନା ମୁଦି

June 24, 2026 iodishaadmin
81
Live visitors
1690271
Total Visitors
Archives

CONTACT US

Editor Iodisha TV
Email us : editor@iodisha.in
Address : PI – 262-B, District Center, Chandrasekharpur, Bhubaneswar -16
Advertisement Contact
Manager : 7008434300
Editor : 7978179942

  • Today's visitors: 0

Proudly powered by WordPress | Theme: Newsup by Themeansar.