Spread the love

ନୂଆଦିଲ୍ଲୀ: ଦିଲ୍ଲୀ ସଂସଦ ଭବନରେ ବସିଥିବା ସର୍ବଦଳୀୟ ବୈଠକ ଶେଷ ହୋଇଛି। ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏକ ବଡ ସୂଚନା ଦେଇଛନ୍ତି। ସେ କହିଛନ୍ତି ଅପରେସନ୍ ସିନ୍ଦୂରରେ ଅତିକମ୍‌ରେ ୧୦୦ ଆତଙ୍କବାଦୀ ନିପାତ ହୋଇଛନ୍ତି।

୨୫ ମିନିଟ୍ ଭିତରେ ୯ଟି ଆତଙ୍କୀ ଆଡ୍ଡା ଉପରେ ୨୪ ଷ୍ଟ୍ରାଇକ୍ ହୋଇଥିଲା। ପାକିସ୍ତାନ ଓ ପିଓକେରେ ଭାରତ ସର୍ପ୍ରାଇଜ୍ ଆକ୍ସନ୍ ନେଇଥିଲା। ଏବେ ବି ଅପରେସନ୍ ସିନ୍ଦୂର ଜାରି ରହିଛି। ଅପରେସନ୍ ର ସବୁ ତଥ୍ୟ ସାର୍ବଜନୀନ କରାଯାଇ ପାରିବନାହିଁ।

Leave a Reply

Your email address will not be published. Required fields are marked *