
ଏହା ପରେ ରାସ୍ତାରେ ଯାଉଥିବା ବେଳେ ରାସ୍ତା କଡ଼ର ଏକ ମାଟି ଘରକୁ ଯାଇ ସେଠାରେ ଥିବା ବ୍ୟକ୍ତିଙ୍କ ତାଙ୍କ ଭଲ ମନ୍ଦ କଥା ବୁଝିବା ସହ ସେହି ପରିବାରକୁ ୧ ଲକ୍ଷ ଟଙ୍କା ଦେବା ସହିତ ଆବାସ ଯୋଗାଇ ଦେବାକୁ ପ୍ରତିଶୃତି ଦେଇଛନ୍ତି । ଏହି ଗସ୍ତ କାଳରେ ବିଭିନ୍ନ ପଞ୍ଚାୟତର ଲୋକ ପ୍ରତିନିଧି ଏବଂ ସଂଗଠନର କର୍ମକର୍ତ୍ତାଙ୍କ ପକ୍ଷରୁ ରାଜ୍ୟପାଳଙ୍କୁ ବିଭିନ୍ନ ଦାବି ପତ୍ର ପ୍ରଦାନ କରିଥିଲେ। ଏହା ପରେ ଜିଲାର ଅନ୍ୟ ସ୍ଥାନକୁ ଗସ୍ତ କରିଥିଲେ ରାଜ୍ୟପାଳ ରଘୁବର ଦାସ ।