ଓଲା ଗାଡିରେ ରାଜଧାନୀରେ ବୁଲନ୍ତି । ପରେ ବିଭିନ୍ନ ବାହାନା ଦେଖାଇ ଟଙ୍କା ନଦେଇ ଛୁ ମାରନ୍ତି । ପାଖାପାଖି ମାସେ ହେବ ଏଭଳି କରୁଥିଲେ ଶୁଭଶ୍ରୀ । ଆଜି କିଛି ଓଲା ଡ୍ରାଇଭର ମିଶି ଯୁବତୀଙ୍କୁ ଧରିବା ସହ ପୋଲିସର ଜିମା ଦେଇଛନ୍ତି।