
ସୂଚନାଯୋଗ୍ୟ, ସିଟି ବ୍ୟାଙ୍କ, ବ୍ୟାଙ୍କ ଅଫ ବରୋଦା ଏବଂ ଇଣ୍ଡିଆନ ଓଭରସିଜ ବ୍ୟାଙ୍କ ଉପରେ ସମୁଦାୟ ୧୦.୩୪ କୋଟି ଟଙ୍କାର ଜରିମାନା ଲଗାଯାଇଛି। ରିଜର୍ଭ ବ୍ୟାଙ୍କ ଅନୁଯାୟୀ, ରେଗୁଲେଟୋରୀ ନିୟମର ଉଲ୍ଲଘଂନ ପାଇଁ ଏହି ଜରିମାନା ଲଗାଯାଇଛି। ତେବେ ସିଟିବ୍ୟାଙ୍କ ଉପରେ ସବୁଠାରୁ ଅଧିକ ପାଞ୍ଚ କୋଟି ଟଙ୍କାର ଜରିମାନା ଲଗାଯାଇଛି।