
ପୋଲିସ କାଳିମାଡ କରିଥିବା ବ୍ୟକ୍ତିଙ୍କୁ ତୁରନ୍ତ ନିଜ ହେପାଜତକୁ ନେଇଥିଲା । ପରେ ତାଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତ ସଚିବଙ୍କ ମୁହଁକୁ କାଳି ଫିଙ୍ଗିଥିବା ଦେଖିବାକୁ ମିଳିଛି । କେବଳ ୫-ଟି ସଚିବ ନୁହେଁ ଜିଲ୍ଲାପାଳଙ୍କ ମୁହଁରେ ମଧ୍ୟ କାଳି ପଡିଛି ।
ସୂଚନାଥାଉ କି, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ୫ଟି ସଚିବ ଗତକାଲି ୨ ଦିନିଆ ପୁରୀ ଗସ୍ତରେ ଯାଇଥିଲେ । ଗତକାଲି ପୁରୀରେ କାର୍ଯ୍ୟକ୍ରମ ସାରିବା ପରେ ଆଜି ସତ୍ୟବାଦୀ ଯାଇଥିଲେ ।
Post Views: 6