Exam answer sheet or application paper blurry view on table in examination room with blur education background of school university students taking exam test writing answer in seat row with stress
Spread the love

ଭୁବନେଶ୍ବର: ଓଏସଏସଏସି ପରୀକ୍ଷା ପ୍ରଶ୍ନପତ୍ର ଲିକକୁ ନେଇ ତାତିଲେ ପରୀକ୍ଷାର୍ଥୀ। କାଯ୍ର୍ୟାାଳୟ ଘେରିବା ସହ ଓଏସଏସଏସ ଅଧ୍ୟକ୍ଷଙ୍କ ବିରୋଧରେ ବର୍ଷିଲେ। ଅଧ୍ୟକ୍ଷଙ୍କ ଉପରେ ଭରସା ନାହó ଆଉ କି ପ୍ରକାରର କାଯ୍ର୍ୟାନୁଷ୍ଠାନ ହୋଇଛି ବୋଲି ପଚାରିଲେ ପରୀକ୍ଷାର୍ଥୀ। ସମଗ୍ର ଘଟଣାର ସିବିଆଇ ତଦନ୍ତ ହେବା ଦରକାର ବୋଲି ଦାବି କଲେ ଛାତ୍ରଛାତ୍ରୀ। ରାଜ୍ୟରେ ୫ଟି ବ୍ୟବସ୍ଥାର ସ୍ବଚ୍ଛତାକୁ ନେଇ ମଧ୍ଯ ପ୍ରଶ୍ନ ଉଠାଇଲେ।

Leave a Reply

Your email address will not be published. Required fields are marked *