Spread the love

କଟକ: କଟକ ମହାନଦୀରେ କୁମ୍ଭୀର ଆତଙ୍କ। ସିଡିଏ ଓ ଧବଳେଶ୍ଵରକୁ ସଂଯୋଗ କରୁଥିବା ସେତୁ ନିକଟରେ କୁମ୍ଭୀର ଦେଖିବାକୁ ମିଳିଛି। ପାଣିରେ ଓ ବାଲି ଉପରେ ଶରୀରକୁ ରଖି ନଦୀ ମଧ୍ୟରେ କୁମ୍ଭୀର ଥିବା ଦେଖାଯାଇଛି।

କୁମ୍ଭୀରକୁ ଦେଖିବାକୁ ରାସ୍ତା ଉପରେ ଲୋକଙ୍କ ଭିଡ଼ ଜମିଛି। ଲୋକମାନେ ବ୍ରିଜ ଉପରୁ ନିଜ ମୋବାଇଲରେ କୁମ୍ଭୀରର ଭିଡିଓ କଏଦ କରୁଥିବା ଦେଖାଯାଇଛି ।

Leave a Reply

Your email address will not be published. Required fields are marked *