Spread the love

ସେହିପରି ଝାରସୁଗୁଡା ଉପନିର୍ବାଚନ ନେଇ ନରସିଂହ କହିଛନ୍ତି ଯେ ଝାରସୁଗୁଡା କଂଗ୍ରେସର ଗଡ଼, ନବ ଦାସ ବି କଂଗ୍ରେସ ପ୍ରାର୍ଥୀ ହୋଇଥିଲେ | ଅନେକ ଲୋକ ତାଙ୍କ ସହ ଚାଲିଯାଇଥିଲେ | ଯେଉଁମାନେ ଯାଇଥିଲେ ବିଜେଡି ଛାଡି କଂଗ୍ରେସକୁ ଆସୁଛନ୍ତି | କିଏ କାନ୍ଦିଲା, ନାଚିଲା ଏହା ହିଁ ଗଣତନ୍ତ୍ରର ଦୃଶ୍ୟ, ନୀତି ଆଦର୍ଶ କୁଆଡେ ଗଲା |

Leave a Reply

Your email address will not be published. Required fields are marked *