Month: June 2026

ମହାପ୍ରଭୁଙ୍କ ଦର୍ଶନ ଲାଗି ପୁରୀବାସୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା

ପୁରୀ : ବିଶ୍ୱ ପ୍ରସିଦ୍ଧ ମହାପ୍ରଭୁଙ୍କ ରଥଯାତ୍ରାକୁ ଆଉ ଅଳ୍ପ ଦିନ ବାକି। ଏଥିପାଇଁ ରଥ ନିର୍ମାଣ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ପ୍ରସ୍ତୁତି ଜୋରସୋରରେ ଆଗେଇ ଚାଲିଛି। ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀବାସୀଙ୍କୁ ଶ୍ରମୀନ୍ଦିର ଭିତରକୁ ପ୍ରବେଶ ସୁଗମ ପାଇଁ…

ପୁଅର ଛୁରାମାଡ଼ରେ ବାପା ମୃତ

ବଣାଇ : ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ଥାନା ବାରସୁଆଁ ବସ୍ ଷ୍ଟାଣ୍ଡ ନିକଟସ୍ଥ ଗାବ୍ରିୟାଲ ସାହିରେ ଏକ ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ିଛି। ପୁଅର ଛୁରୀ ଆଘାତରେ ବାପାଙ୍କ ମୃତ୍ୟୁ ଘଟିଥିବାବେଳେ ଅଭିଯୁକ୍ତ ପୁଅ ଘଟଣା ପରେ ଫେରାର ହୋଇଯାଇଛି। ସୂଚନା ଅନୁସାରେ,…

ତାମିଲନାଡୁରୁ ଭୁବନେଶ୍ବର ଆସିଲା ୫ ଶ୍ରମିକଙ୍କ ମୃତଦେହ, ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଭୁବନେଶ୍ବରରେ ପହଞ୍ଚିଲା ୫ ଜଣ ଶ୍ରମିକଙ୍କ ମୃତଦେହ । ତାମିଲନାଡୁ ଅମୋନିଆ ଗ୍ୟାସ୍ ଲିକ୍ ଟ୍ରାଜେଡିରେ ପ୍ରାଣ ହରାଇଥିବା ୫ ଜଣ ଓଡ଼ିଆ ଶ୍ରମିକଙ୍କ ମୃତ ଦେହ ଭୁବନେଶ୍ୱର କାର୍ଗୋ ବିମାନ ବନ୍ଦରରେ ପହଞ୍ଚିଲା । ସ୍ୱତନ୍ତ୍ର ବିମାନ ଯୋଗେ…

ଲାଟିନରୁ ଗୋଟିଏ ବଡ଼ ନାଗ ୨୯ଟି ଛୋଟ ସାପ ଉଦ୍ଧାର

ଭଦ୍ରକ: ଲାଟିନ ଭିତରୁ ଉଦ୍ଧାର ହେଲା ମାଳ ମାଳ ନାଗ । ଗୋଟିଏ ବଡ଼ ନାଗ ସହିତ ୨୯ଟି ଛୋଟ ନାଗ ସାପ ଉଦ୍ଧାର । ଭଦ୍ରକ ବନ୍ତ ଥାନା ତରାଗ ନାୟକ ସାହିର ସୁରେନ୍ଦ୍ର ସାମଲଙ୍କ ଘରୁ ବାହାରିଛି ସାପ…

ଆଡମିସନ ଓ ରି- ଆଡମିସନ ନାଁରେ କଲେଜ ଛାତ୍ର ଛାତ୍ରୀଙ୍କୁ ଠକୁଛନ୍ତି ସାଇବର ଠକ

ଜଗତସିଂହପୁର: ସାଇବର ଠକଙ୍କ ଟାର୍ଗେଟରେ କଲେଜ ଛାତ୍ର ଛାତ୍ରୀ । ଆଡମିସନ, ରି- ଆଡମିସନ ପାଇଁ ଛାତ୍ରଛାତ୍ରୀଙ୍କୁ ଟଙ୍କା ମାଗୁଛନ୍ତି ସାଇବର ଠକ । ଜଗତସିଂହପୁର ଜିଲ୍ଲାର ବିଭିନ୍ନ କଲେଜରୁ ଏଭଳି ଅଭିଯୋଗ ଆସିବା ପରେ ବଡ଼ଧରଣର ସାଇବର ଠକେଇ ପଦାକୁ…

ଏଥର ରଥଯାତ୍ରା ଜଗିବେ ୨୦୦ ପ୍ଲାଟୁନ ଫୋର୍ସ, ସିସିଟିଭି ନଜରରେ ରହିବ ସାରା ସହର

ପୁରୀ: ଚଳିତବର୍ଷ ରଥଯାତ୍ରା ଜଗିବେ ୨୦୦ ପ୍ଲାଟୁନ ଫୋର୍ସ । ସିସିଟିଭି ନଜରରେ ରହିବ ସହର । ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ଅନୁଷ୍ଠିତ ଦ୍ବିତୀୟ ସମନ୍ବୟ ବୈଠକରେ ନିଷ୍ପତ୍ତି । ବୈଠକରେ ରଥ ନିର୍ମାଣ,ସ୍ଵାସ୍ଥ୍ୟ ଓ ପରିମଳ,ବିଦ୍ୟୁତ୍ ଯୋଗାଣ,ପାନୀୟ ଜଳ…

ଚାକିରି ଦେବାକୁ କହି ୨୫ ଲକ୍ଷ ଟଙ୍କା ଠକେଇ, ମହିଳା ଗିରଫ

ଭୁବନେଶ୍ୱର: 420 ମହିଳାଙ୍କୁ ଗିରଫ କଲା ମୈତ୍ରୀବିହାର ପୋଲିସ। ଷ୍ଟାଫ୍ ସିଲେକ୍ସନ କମିଶନରେ ଚାକିରି ଦେବାକୁ କହି ପ୍ରାୟ ୨୫ ଲକ୍ଷ ଟଙ୍କା ଠକେଇ ମାମଲାରେ ମଙ୍ଗଳବାର ଦିନ ଭୁବନେଶ୍ୱରରେ ଜଣେ ମହିଳାଙ୍କୁ ପୋଲିସ ଗିରଫ କରିଛି। ରାୟଗଡ଼ା ଅଞ୍ଚଳର ଏକାଧିକ…

ସବୁ ଜିଲ୍ଲାକୁ ଛୁଇଁଲା ମୌସୁମୀ: ୨୭ ଯାଏଁ ପ୍ରବଳ ବର୍ଷା

ଭୁବନେଶ୍ୱର: ପୂରା ରାଜ୍ୟକୁ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଜୁନ ୧୨ରେ ରାଜ୍ୟକୁ ମୌସୁମୀର ଅଗ୍ରସର ପ୍ରକ୍ରିୟା ଆରମ୍ଭ ହୋଇଥିଲା। ରାଜ୍ୟର ସମସ୍ତ ଜିଲ୍ଲାକୁ ମୌସୁମୀ ବାୟୁ ପ୍ରବେଶ କରିଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।…

ଭିଜିଲାନ୍ସ ଜାଲରେ ନିର୍ବାହୀ ଯନ୍ତ୍ରୀ : ୧୫ ଦାମୀ ପ୍ଲଟ , ୨ଟି ବହୁତଳ କୋଠା ସହ ନଗଦ ୩ ଲକ୍ଷ ଟଙ୍କା ଠାବ

ସମ୍ବଲପୁର : ଭିଜିଲାନ୍ସ ଜାଲରେ ନିର୍ବାହୀ ଯନ୍ତ୍ରୀ । ସମ୍ବଲପୁର CADA ବିଭାଗର ନିର୍ବାହୀ ଯନ୍ତ୍ରୀ ପଦ୍ମଲୋଚନ ନାୟକଙ୍କ ଘରେ ଭିଜିଲାନ୍ସ ରେଡ୍ । ସମ୍ବଲପୁର, କଟକ, ବାଲେଶ୍ୱର ଏବଂ ମାଲକାନଗିରିରେ ଚଢାଉ । ଏକକାଳୀନ ୭ଟି ସ୍ଥାନରେ ରେଡ୍ କରୁଛି…

ତାମିଲନାଡୁ ଗ୍ୟାସ୍ ଲିକ୍ ଘଟଣା: ଓଡିଆ ଶ୍ରମିକଙ୍କ ମୃତ୍ୟୁ ସଂଖ୍ୟା ୭ କୁ ବୃଦ୍ଧି, ୧୦ ଲକ୍ଷକୁ ବଢିଲା ସହାୟତା ରାଶି

ଭୁବନେଶ୍ୱର : ତାମିଲନାଡୁ ଗ୍ୟାସ୍ ଟ୍ରାଜେଡି ଘଟଣାରେ ଓଡିଆ ଶ୍ରମିକଙ୍କ ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣେ ଶ୍ରମିକଙ୍କ ମୃତ୍ୟୁ ପରେ ଏହି ସଂଖ୍ୟା ବଢିଛି। ମୃତକ ସଦର ଥାନା କୋଡିପଶା ଗ୍ରାମର ସଜନୀ ଜୁଆଙ୍ଗ।…