Month: January 2026

ଓଲଟିଲା ଗୋରୁ ବୋଝେଇ କଣ୍ଟେନର, ମାଫିଆ ସମେତ ୩ ମୃତ

ରେଢ଼ାଖୋଲ: ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟିଲା ଗୋରୁ ବୋଝେଇ କଣ୍ଟେନର । ଗୋରୁ ମାଫିଆ ସମେତ ୩ ମୃତ । କଣ୍ଟେନରରୁ ୩୨ ଗୋରୁଙ୍କ ମୃତ୍ୟୁ ହୋଇଛି । କଣ୍ଟେନରଟି ବୌଦ୍ଧରୁ ରେଢ଼ାଖୋଲ ଆଡ଼କୁ ଆସୁଥିଲା । ରେଢ଼ାଖୋଲ-ବୌଦ୍ଧ ରାସ୍ତାର…

ଚାଷୀଙ୍କ ଜମାଖାତାରୁ କୋଟିଏ ଟଙ୍କା ହଡପ, ବ୍ୟାଙ୍କ ଆଗରେ ଆନ୍ଦୋଳନ

ଆଳି: କେନ୍ଦ୍ରାପଡ଼ା ଜିଲ୍ଲାରେ ଆଳିରେ ଚାଷୀଙ୍କ ଜମାଖାତାରୁ କୋଟିଏ ଟଙ୍କା ହଡପ ଅଭିଯୋଗ । କଟକ କେନ୍ଦ୍ର ସମବାୟ ବ୍ୟାଙ୍କର ଆଗରେ ଶତାଧିକ ଚାଷୀଙ୍କ ଆନ୍ଦୋଳନ । ଆଳି ଥାନାରେ ବ୍ୟାଙ୍କ ମ୍ୟାନେଜରଙ୍କ ନାଁରେ ଦେଲେ ଏତଲା । ଆଳି ସ୍ଥିତ…

OSSC ଆଗରେ ସାରା ରାତି ଧାରଣାରେ ବସିଲେ ଜେଇ ପରୀକ୍ଷାର୍ଥୀ

ଭୁବନେଶ୍ୱର : ରାଜ୍ୟରେ ପ୍ରବଳ ଶୀତ । ରାଜଧାନୀର ଶୀତୁଆ ରାତିରେ ଖୋଲା ଆକାଶ ତଳେ ଶୀତ କାକରରେ ପଡି ରହିଛନ୍ତି ଜେଇ ପରୀକ୍ଷର୍ଥୀ। CTSRE–2024 କନିଷ୍ଠ ଯନ୍ତ୍ରୀ ନିଯୁକ୍ତି ପ୍ରକ୍ରିୟା ଏପର୍ଯ୍ୟନ୍ତ ଅଟକି ରହିଛି । OSSC ଦ୍ୱାରା ଜେଇ…

ସମ୍ବଲପୁରରେ ଅତ୍ୟାଧୁନିକ ବସ ଟର୍ମିନାଲ ସହ ୨୫ ଇ-ବସ୍‌ ସେବାର ଶୁଭାରମ୍ଭ

ଭୁବନେଶ୍ୱର: ସମ୍ବଲପୁରବାସୀଙ୍କ ଗମନାଗମନକୁ ସୁଗମ ଏବଂ ସୁବ୍ୟବସ୍ଥିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ୨୫ଟି ନୂଆ ଇ-ବସ୍‌ର ଶୁଭାରମ୍ଭ କରିବା ସହିତ ଚଳିତ ମାସ ଶେଷ ସୁଦ୍ଧା ଆଉ ୨୫ଟି ଇ-ବସ୍‌ର ବ୍ୟବସ୍ଥା କରାଯିବ ବୋଲି ଘୋଷଣା…

ଜରୁରୀ ଅବତରଣ ବେଳେ ବିମାନ ଦୁର୍ଘଟଣା: ପାଇଲଟଙ୍କ ସହ ୬ ଆହତ

ରାଉରକେଲା:ରାଉରକେଲା ରଘୁନାଥପାଲିରେ ବିମାନ ଦୁର୍ଘଟଣା। ଭୁବନେଶ୍ୱରରୁ ରାଉରକେଲା ଅଭିମୁଖେ ଯାଉଥିଲା ବିମାନ । ଜରୁରୀ ଅବତରଣ ବେଳେ ବିମାନ କ୍ରାସ୍ ହୋଇଛି । ଜଲଦା ଏ ବ୍ଲକରେ ଛୋଟ ଚାର୍ଟର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ପାଇଲଟଙ୍କ ସହ ୬ ଆହତ…

ରାସ୍ତା ମଝିରେ ଜଳିଗଲା ‘ଆମ ବସ୍‌’

ଭୁବନେଶ୍ବର: ମଝି ରାସ୍ତାରେ ଜଳିଗଲା ଆମ ବସ୍। ଭୁବନେଶ୍ବର କଳିଙ୍ଗ ଷ୍ଟୁଡିଓ ଛକରେ ଘଟିଛି ଏହି ଅଘଟଣ। ପୋଲିସ ପହଞ୍ଚି ବସରେ ଥିବା ଯାତ୍ରୀମାନଙ୍କୁ ଉଦ୍ଧାର କରିଛି। ସର୍ଟିସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ଅଗ୍ନିଶମବାହିନୀ ପହଞ୍ଚି ନିଆଁ ଲିଭାଇବାକୁ…

ପ୍ରଭାସଙ୍କ ଫିଲ୍ମ ଚାଲିଥିବାବେଳେ ରାୟଗଡ଼ା ସିନେମା ହଲରେ ନିଆଁ, ଫ୍ୟାନ୍ସ କରୁଥିଲେ ଆଳତି

ଭୁବନେଶ୍ବର: ପ୍ରଭାସଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ “ଦି ରାଜା ସାବ” ଜାନୁଆରୀ ୯ ତାରିଖରେ ସିନେମା ହଲରେ ମୁକ୍ତିଲାଭ କରିଥିଲା ​​ଏବଂ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଥିଲା । ଅଭିନେତାଙ୍କ ଅନେକ ପ୍ରଶଂସକ ଏହି ଫିଲ୍ମକୁ ନେଇ ବହୁତ ଉତ୍ସାହିତ…

ଖାଇକୁ ଖସିଲା ବସ୍ : ୧୩ ମୃତ

ହିମାଚଳ ପ୍ରଦେଶ: ହିମାଚଳ ପ୍ରଦେଶରେ ବଡ଼ ଦୁର୍ଘଟଣା । ବସ୍ ଦୁର୍ଘଟଣା ଘଟି ୧୩ଜଣଙ୍କ ମୃତ୍ୟୁ । ହିମାଚଳ ପ୍ରଦେଶରେ ବଡ଼ ଦୁର୍ଘଟଣା । ସିରମୋର ଜିଲ୍ଲା ହରିପୁରଧାରରେ ଖାଇକୁ ଖସିଲା ବସ୍ । ସିମଲା ରୁ କୁପଭି ୟିବ ସମୟରେ…

କଲକାତା ହାଇକୋର୍ଟରେ ହଙ୍ଗାମା: ଘୁଞ୍ଚିଲା ଇଡି ଶୁଣାଣି

କଲକାତା: ଆଇ-ପାକ୍‌ କାର୍ଯ୍ୟାଳୟରେ ଇଡି ଚଢାଉ ନେଇ ଶୁଣାଣି ବେଳେ କଲକାତା ହାଇକୋର୍ଟରେ ପ୍ରବଳ ହଙ୍ଗାମା ହୋଇଛି । ପ୍ରବଳ ଭିଡ଼ ଓ ହଙ୍ଗାମା ପାଇଁ ଶୁଣାଣି ଘୁଞ୍ଚାଇଲେ ହାଇକୋର୍ଟ । ଆସନ୍ତା ୧୪ ତାରିଖକୁ ଶୁଣାଣି ଘୁଞ୍ଚାଇଲେ ହାଇକୋର୍ଟ ।…

କାର୍ ଦୁର୍ଘଟଣାରେ ପୂର୍ବ ଗୃହମନ୍ତ୍ରୀଙ୍କ ଝିଅ ସମେତ ୩ ମୃତ

ଇନ୍ଦୋର : ମଧ୍ୟପ୍ରଦେଶ ଇନ୍ଦୋରରେ ତେଜାଜୀ ନଗର ଥାନା ବାଇପାସ୍ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦ୍ରୁତଗତିରେ ଏକ କାର୍ ଛିଡା ହୋଇଥିବା ଟ୍ରକକୁ ପଛରୁ ଧକ୍କା ଦେଇଥିଲା, ଫଳରେ କାରରେ ଥିବା ୪ ଜଣଙ୍କ ମଧ୍ୟରୁ ୩ ଜଣଙ୍କର…