Month: January 2026

ବୃଦ୍ଧାଙ୍କୁ ଜିଅନ୍ତା ଜାଳିଦେଲେ ଦୁର୍ବୃତ୍ତ !

ସୁନ୍ଦରଗଡ଼ : ବର୍ବର, ଅମାନୁଷିକ, ଅଭାବନୀୟ ଘଟଣା । ୮୦ ବର୍ଷର ବୃଦ୍ଧାଙ୍କୁ ଜିଅନ୍ତା ଜାଳିଦେଲେ ଦୁର୍ବୃତ୍ତ । ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଥାନା ରଙ୍ଗିଆଢ଼ିପା ଗାଁରେ ଘଟିଛି ଲୋମଟାଙ୍କୁରା କାଣ୍ଡ । ବୃଦ୍ଧା ଜଣକ ଦିନତମାମ ଘରୁ ନବାହାରିବାରୁ ସନ୍ଦେହରେ…

ଖଣ୍ତଗିରି ଯାତ୍ରା ପାଇଁ ୧୪ଟି ନିୟମ ଲାଗୁ କଲା କମିଶନରେଟ ପୁଲିସ

ଭୁବନେଶ୍ବର: ଖଣ୍ତଗିରି ଯାତ୍ରାକୁ ଆଖି ଆଗରେ ରଖି ଚଡଦଟି ନିୟମ ଜାରି କରିଛି କମିଶନରେଟ ପୁଲିସ୍।ଏନେଇ କମିଶନରେଟ ପୁଲିସ ପକ୍ଷରୁ ଯାତ୍ରାକମିଟି ମାନଙ୍କୁ ନୋଟିସ୍ ଜାରି କରାଯାଇଛି। ଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ଏହି ଚଉଦଟି ନିୟମକୁ ଜାରି କରାଯାଇଥିବା ନେଇ…

ଟ୍ୟାଙ୍କରରେ ଗୋ-ଚାଲାଣ: ୩୨ ଗୋରୁ ଉଦ୍ଧାର, ଡ୍ରାଇଭର ଚମ୍ପଟ

ଦୋବଲ: ଭଦ୍ରକ ଜିଲା ଗୋରକ୍ଷା ସଂଗଠନର ସୂଚନା ଆଧାରରେ ଧାମନଗର ଥାନା ଅଧୀନ ଏନଏଚ୍‌-୧୬ ବାରିକପୁର ଛକ ନିକଟରେ ଏକ ଗୋରୁ ବୋଝେଇ ଗାଡ଼ିକୁ ଜବତ କରାଯାଇଛି। ଗାଡ଼ି ଭିତରୁ ମୋଟ ୩୨ଟି ଗୋରୁ ଉଦ୍ଧାର କରାଯାଇଥିବା ବେଳେ, ତାହାମଧ୍ୟରୁ ୨ଟି…

ଭୁଶୁଡିଲା ପୋଲ, ଯାତାୟାତ ଠପ

ବାଣପୁର: ବାଣପୁର ଥାନା ତୋରସିଂ-ରୁଅପଡା ମଝିରେ ଭୁଶୁଡିଲା ବହୁ ପୁରୁଣା ଦୁର୍ବଳ ପୋଲ । ଫଳରେ ଫସି ରହିଛି ମାଟି ବୋଝେଇ ହାଇୱା । ସେହି ରାସ୍ତାରେ ଯାତାୟାତ ସମ୍ପୂର୍ଣ ଠପ ହୋଇଯାଇଛି । ଆଜି ସକାଳୁ ଗମ୍ଭାରୀମୁଣ୍ଡାରୁ ବାଣପୁର ଏକ…

ନିର୍ଦ୍ଧାରିତ ସମୟରେ ହେବ ପଞ୍ଚାୟତ ନିର୍ବାଚନ, ସବଡିଭିଜନସ୍ତରରେ ପ୍ରସ୍ତୁତି ଆରମ୍ଭ

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନ ନେଇ ଆସିଲା ବଡ ଅପଡେଟ୍ । ରାଜ୍ୟର ନିର୍ଦ୍ଧାରିତ ସମୟରେ ପଞ୍ଚାୟତ ନିର୍ବାଚନ ହେବା ନେଇ ସୂଚନା ଦେଲେ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର । ୫ ବର୍ଷ କାର୍ଯ୍ୟକାଳ ସରିଲେ ହେବ ପଞ୍ଚାୟତ ନିର୍ବାଚନ ।…

ଗଣତନ୍ତ୍ର ଦିବସରେ ଆମିଷ ବିକ୍ରି ଉପରୁ ହଟିଲା କଟକଣା

ଭୁବନେଶ୍ୱର: ସାଧାରଣ ଜନତାଙ୍କ ତୀବ୍ର ସମାଲୋଚନା ପରେ କୋରାପୁଟ ପ୍ରଶାସନ ରବିବାର ଗଣତନ୍ତ୍ର ଦିବସରେ ଆମିଷ ବିକ୍ରି ଉପରୁ କଟକଣା ହଟାଦେଇଛନ୍ତି। “କୋରାପୁଟ ଜିଲ୍ଲାରେ ୭୭ତମ ଗଣତନ୍ତ୍ର ଦିବସ ପାଳନ ଅବସରରେ ମାଂସ, କୁକୁଡ଼ା, ମାଛ, ଅଣ୍ଡା ଏବଂ ଅନ୍ୟାନ୍ୟ ନିରାମିଷ…

ଦୀର୍ଘ ଦିନର ଚିକିତ୍ସା ପରେ ଏମ୍ସରେ ଶେଷ ନିଃଶ୍ୱାସ ଛାଡିଲେ ଅଭିଜିତ ମଜୁମଦାର

ଭୁବନେଶ୍ୱର: ପ୍ରବୀଣ ଓଡ଼ିଆ ସଂଗୀତ ରଚୟିତା ଅଭିଜିତ ମଜୁମଦାରଙ୍କ ରବିବାର ଦିନ ଏମ୍ସ ଭୁବନେଶ୍ୱରରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଗତ ବର୍ଷ ଶେଷ ଆଡ଼କୁ ସ୍ୱାସ୍ଥ୍ୟଗତ ସମସ୍ୟା ପରେ ସେ ପ୍ରମୁଖ ମେଡିକାଲ ଇନଷ୍ଟିଚ୍ୟୁଟ ଏମ୍ସରେ ଦୀର୍ଘ ସମୟ ଧରି…

ଗୋରୁ ମାଫିଆଙ୍କ ଘରେ ରେଡ୍, ସାଢେ ୪ କୋଟି ଟଙ୍କା ଠାବ

କେନ୍ଦୁଝର: ଚାଲିଛି ଅପରେସନ୍ ଗୋରକ୍ଷା । ଏହି ସମୟରେ ଅଭିଯୁକ୍ତଙ୍କ ଘରୁ ଓ ଆକାଉଣ୍ଟରୁ ପୁଳା ପୁଳା ଟଙ୍କା ମିଳୁଛି । ଶନିବାର କେନ୍ଦୁଝର ସଦର ଥାନା ଅଧିକାରୀ ଅମିତ ଭୂୟାଁଙ୍କ ନେତୃତ୍ବରେ ଏକ ଟିମ୍‌ ସହରର ଦୁଢ଼ିଆଛକ ଓ ରାଙ୍କି…

ଐତିହାସିକ ଖଣ୍ଡଗିରି ମାଘମେଳା ଆରମ୍ଭ

ଭୁବନେଶ୍ବର: ଆରମ୍ଭ ହେଲା ବିଶ୍ଵପ୍ରସିଦ୍ଧ ଖଣ୍ଡଗିରି ମାଘସପ୍ତମୀ ମେଳା । ସାଧୁସନ୍ତଙ୍କ ମନ୍ତ୍ରୋଚାରଣ ସାଙ୍ଗକୁ ପୂଜାପାଠରେ ମୁଖରିତ ହେବ ଖଣ୍ଡଗିରି ପାଦଦେଶ । ସାଧୁସନ୍ଥଙ୍କ ଆଗମନ ସହ ତପୋଭୂମି ଖଣ୍ଡଗିରିରେ ଜନସମାଗମ ଦେଖିବାକୁ ମିଳିଛି । ବିଶ୍ବାସ ଅନୁସାରେ ଖଣ୍ଡଗିରିରେ ଏହି…

ମାଘ ସପ୍ତମୀ: ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀରେ ବୁଡ ପକାଇଲେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ

କୋଣାର୍କ: ଆଜି ପବିତ୍ର ମାଘ ସପ୍ତମୀ । ଏହି ଅବସରରେ ବଡି ଭୋରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀରେ ବୁଡ଼ ପକାଇଛନ୍ତି । ଚନ୍ଦ୍ରଭାଗାରେ ମାଘ ସପ୍ତମୀ ବୁଡ଼ ପକାଇବା ପାଇଁ ଗତକାଲି ଅପରାହ୍ନରୁ ମେଳା ପଡ଼ିଆରେ ଲକ୍ଷାଧିକ…