ହାଇଦ୍ରାବାଦରେ ସମ୍ବର୍ଦ୍ଧିତ ହେଲେ ଓଡିଆ ଯୁବଚାଷୀ ମାନସ
ପିପିଲି: ଭୁବନେଶ୍ୱର ବ୍ଲକ ଅନ୍ତର୍ଗତ ହରିଡାମଡା ଗ୍ରାମର ସଫଳ ଯୁବ ଚାଷୀ ମାନସ କୁମାର ଦାସଙ୍କୁ ଚଳିତ ବର୍ଷର ଜାତୀୟ ସ୍ତରୀୟ ମର୍ଯ୍ୟାଦାଜନକ ‘ଉକୃଷ୍ଟ କୃଷକ-୨୦୨୫’ ପୁରସ୍କାର ପ୍ରଦାନ କରାଯାଇଛି। ଭାରତୀୟ କୃଷି ଅନୁସନ୍ଧାନ ପରିଷଦ(ଆଇସିଏଆର୍), ନୂଆଦିଲ୍ଲୀ ଅନ୍ତର୍ଗତ ‘ରାଷ୍ଟ୍ରୀୟ କୃଷି…