Month: September 2025

ଆଉ ୬ମାସ ବଢ଼ିଲା ପିଏମ୍ କିଷାନ ଅବଧି

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର କେୱାଇସି ସମୟ ସୀମାକୁ ଛଅ ମାସ ବୃଦ୍ଧି କରିଛନ୍ତି ଓଡ଼ିଶା ସରକାର। ସେପ୍ଟେମ୍ବର ୮ ତାରିଖରୁ ଆରମ୍ଭ ହୋଇଥିବା ଏହି ଅବଧି ବୃଦ୍ଧିର ଲକ୍ଷ୍ୟ ହେଉଛି ଅଧିକ ଚାଷୀଙ୍କୁ ଯୋଜନାରେ ସାମିଲ କରିବା…

ଷ୍ଟିୟରିଂ ଛାଡ଼ିଲେ ‘ଆମ ବସ୍‌’ ଡ୍ରାଇଭର, ନିୟମିତ ମିଳୁନି ଦରମା

ଭୁବନେଶ୍ୱର: ‘ଆମ ବସ୍‌’ ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ। ରାଜଧାନୀରେ ଗଡୁନି ଆମ ବସ୍। ୪୨ ଦିନ ହେବ ଦରମା ମିଳିନଥିବାରୁ ଡ୍ରାଇଭରଙ୍କ ଆନ୍ଦୋଳନ। ପୋଖରୀପୁଟ ଡିପୋରେ ଆନ୍ଦୋଳନ କାରଣରୁ ଅଟକିଛି ୪୩ଟି ବସ୍‌। ଓଭର ଡ୍ୟୁଟି ଚାପ, ESI ସମସ୍ୟା,…

ରାଜ୍ୟ ସରକାରଙ୍କ ଫୋକସରେ ଆର୍ଟିଫିସିଆଲ ଇଣ୍ଟେଲିଜେନସ, କିଣିବେ AI ଉପକରଣ

ଭୁବନେଶ୍ୱର : ସେମିକଣ୍ଡକଟର ପରେ AIକୁ ଗୁରୁତ୍ବ । ମୋହନ ସରକାରଙ୍କ ଫୋକସରେ ଆର୍ଟିଫିସିଆଲ ଇଣ୍ଟେଲିଜେନସ । ରାଜ୍ୟ ପ୍ରଶାସନର ହେବ ଆଧୁନିକୀକରଣ । ପ୍ରଶାସନିକ ଦକ୍ଷତା ବୃଦ୍ଧି ପାଇଁ ରାଜ୍ୟ ସରକାର କିଣିବେ ଆର୍ଟିଫିସିଆଲ ଇଣ୍ଟେଲିଜେନସ ଉପକରଣ । ଏନେଇ…

୩ ଚୋରଙ୍କୁ କାବୁ କଲା ପୋଲିସ, ସାରା ରାତି ଟାୱାର ଉପରେ ବସି ଥିଲେ

ଯାଜପୁର ଟାଉନ : ଧରା ପଡ଼ିଯିବା ଭୟରେ ରାତି ସାରା ଟାୱାର ଉପରେ ବସି ରହିଲେ ତିନି ଚୋର । ସକାଳ ହେବା ପରେ ୩ ଜଣଙ୍କୁ କାବୁ କରି ପୋଲିସର ଜିମା ଦେଲେ ଟାୱାର କର୍ମଚାରୀ । ଦୀର୍ଘଦିନ ହେବ…

ମାର୍କେଟ କମ୍ପେ୍ଲକ୍ସ ଛାତ ଭୁଶୁଡ଼ିଲା: ଜଣେ ମୃତ, ଫସି ରହିଛନ୍ତି ୪ ଜଣ

ଜୟପୁର : ଭୁଶୁଡ଼ିଲା ମାର୍କେଟ କମ୍ପ୍ଲେକ୍ସ ବିଲ୍ଡିଂ ଛାତ । ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଛାତ ଭଗ୍ନାଅଂଶ ତଳେ ଆଉ ଚାରି ଜଣ ଫସି ରହିଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ପୋଲିସ ଓ…

ଆତ୍ମସମର୍ପଣ କଲେ ଦୁର୍ଦ୍ଦାନ୍ତ ମାଓନେତ୍ରୀ ସୁଜାତା, ମୁଣ୍ଡ ଉପରେ ଥିଲା କୋଟିଏ ଟଙ୍କାର ପୁରସ୍କାର ରାଶି

ମାଲକାନଗିରି : ମାଓ ସଙ୍ଗଠନକୁ ବଡ଼ ଝଟକା । ଦୁର୍ଦ୍ଦାନ୍ତ ମାଓନେତ୍ରୀ ସୁଜାତାର ଆତ୍ମସମର୍ପଣ । ସୁଜାତା ମୁଣ୍ଡ ଉପରେ ଥିଲା କୋଟିଏ ଟଙ୍କାର ପୁରସ୍କାର ରାଶି । ସୁଜାତା ତେଲଙ୍ଗାନା ପୋଲିସ ନିକଟରେ ଆତ୍ମସମର୍ପଣ କରିଛି । ମାଓ ସଙ୍ଗଠନରେ…

ସୁଧୁରୁନି ସଂଗୀତକାର ଅଭିଜିତ ମଜୁମଦାରଙ୍କ ସ୍ବାସ୍ଥ୍ୟାବସ୍ଥା, ସୂଚନା ଦେଲେ ଏମ୍ସ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ

ଭୁବନେଶ୍ୱର : ପ୍ରଖ୍ୟାତ ସଙ୍ଗୀତକାର ଅଭିଜିତ ମଜୁମଦାରଙ୍କ ସ୍ଵାସ୍ଥ୍ୟାବସ୍ଥା ସ୍ଥିର ରହିଛି । ସ୍ବାସ୍ଥ୍ୟରେ କିଛି ସୁଧାର ଆସିନି । ଏବେ ବି ଭେଣ୍ଟିଲେଟରରେ ଅଛନ୍ତି ଅଭିଜିତ ମଜୁମଦାର । ଏବେ ବି ସଙ୍କଟାପନ୍ନ ଅଛି ଅଭିଜିତଙ୍କ ସ୍ବାସ୍ଥ୍ୟ । ଭୁବନେଶ୍ୱର…

ଋଷରୁ ତେଲ କିଣିବା ନେଇ ଆମେରିକାର ବାଣିଜ୍ୟ ସଚିବଙ୍କ ଭାରତକୁ ଖୋଲା ଧମକ..

ନୂଆଦିଲ୍ଲୀ: ଋଷ ତେଲ କିଣିବା ବନ୍ଦ କରୁ ଭାରତ, ଏମିତି ପୁଣି କହିଛନ୍ତି ଆମେରିକାର ବାଣିଜ୍ୟ ସଚିବ ହାୱର୍ଡ ଲୁଟନିକ୍ । ସେ କହିଛନ୍ତି ଭାରତକୁ ରୁଷୀୟ ତେଲ କିଣିବା ବନ୍ଦ କରିବାକୁ ପଡିବ, ତେବେ ହିଁ ଉଚ୍ଚ ଶୁଳ୍କ ଏବଂ…

ଉପରାଷ୍ଟ୍ରପତିଙ୍କ ଶପଥ ସମାରୋହରେ ଯୋଗଦେଲେ ଧନଖଡ଼

ନୂଆଦିଲ୍ଲୀ: ଦେଶର ୧୫ ତମ ଉପରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି ସି.ପି. ରାଧାକ୍ରିଷ୍ଣନ୍। ନବନିର୍ବାଚିତ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନଙ୍କୁ ରାଷ୍ଟ୍ରପତି ଭବନରେ ପଦ ଓ ଗୋପନୀୟତାର ଶପଥ କରାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନେକ ମାନ୍ୟଗଣ୍ୟ…

ମୋଦିଙ୍କ ମାଆଙ୍କୁ ନେଇ ବିବାଦ ଥମୁନି: ଏଆଇ ଭିଡିଓ ପୋଷ୍ଟ କଲା ବିହାର କଂଗ୍ରେସ

ପାଟନା: ବିହାର ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ମାଆ ହୀରାବେନଙ୍କୁ ନେଇ ରାଜନୈତିକ ବିବାଦ ଥମିବାର ନାଁ ନେଉନାହିଁ। ପୂର୍ବରୁ କଂଗ୍ରେସର ଭୋଟର ଅଧିକାର ଯାତ୍ରା ସମୟରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ତାଙ୍କ ମାଆଙ୍କ ବିରୋଧରେ ଅପମାନଜନକ…