ଭୋଟର ତାଲିକା ସଂଶୋଧନ ପାଇଁ ଆମେ ପ୍ରସ୍ତୁତ ନାହୁଁ : ପଶ୍ଚିମବଙ୍ଗ
କୋଲକାତା : ବିହାରରେ ଭୋଟର ତାଲିକା ପାଇଁ ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ସମାପ୍ତ ହୋଇଛି। ଏହି ସମୟରେ, ପଶ୍ଚିମବଙ୍ଗରେ ମଧ୍ୟ ଏସଆଇଆର ସମ୍ପର୍କରେ ଖୁବ୍ ଶୀଘ୍ର ପଦକ୍ଷେପ ନିଆଯିବ ବୋଲି ଲଗାତାର କଳ୍ପନାଜଳ୍ପନା କରାଯାଉଥିଲା। ତଥାପି, ପଶ୍ଚିମବଙ୍ଗରେ ଏସଆଇଆର…