ଏଲଏସି ନିକଟରେ ବଡ଼ ରେଳପ୍ରକଳ୍ପ କରିବାକୁ ଯାଉଛି ଚୀନ
ନୂଆଦିଲ୍ଲୀ: ସୀମା ନିକଟରେ ଚୀନର ବଡ଼ ଚକ୍ରାନ୍ତ । ବ୍ରହ୍ମପୁତ୍ର ନଦୀରେ ବଡ଼ ଡ୍ୟାମ ପରେ ଏବେ ଏଲଏସି ନିକଟରେ ବଡ଼ ରେଳପ୍ରକଳ୍ପ କରିବାକୁ ଯାଉଛି ଚୀନ । LAC ନିକଟରେ ୫,୦୦୦ କି.ମି ଲମ୍ବା ସିନଜିଆଙ୍ଗ-ତିବ୍ବତ ରେଳ ଲିଙ୍କ୍ ନିର୍ମାଣ…
ନୂଆଦିଲ୍ଲୀ: ସୀମା ନିକଟରେ ଚୀନର ବଡ଼ ଚକ୍ରାନ୍ତ । ବ୍ରହ୍ମପୁତ୍ର ନଦୀରେ ବଡ଼ ଡ୍ୟାମ ପରେ ଏବେ ଏଲଏସି ନିକଟରେ ବଡ଼ ରେଳପ୍ରକଳ୍ପ କରିବାକୁ ଯାଉଛି ଚୀନ । LAC ନିକଟରେ ୫,୦୦୦ କି.ମି ଲମ୍ବା ସିନଜିଆଙ୍ଗ-ତିବ୍ବତ ରେଳ ଲିଙ୍କ୍ ନିର୍ମାଣ…
ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ଗାଡ଼ି ମାଲିକଙ୍କୁ ବଡ଼ ଆଶ୍ବସ୍ତି ମିଳିଛି । ୧୦ ବର୍ଷ ପୁରୁଣା ଡିଜେଲ୍ ଗାଡ଼ି ଏବଂ ୧୫ ବର୍ଷ ପୁରୁଣା ଗାଡ଼ି ମାଲିକଙ୍କୁ ସୁପ୍ରିମକୋର୍ଟ ବଡ଼ ଆଶ୍ୱସ୍ତି ଦେଇଛନ୍ତି । ପୁରୁଣା ଗାଡ଼ି ମାଲିକଙ୍କ ବିରୁଦ୍ଧରେ…
ନୂଆଦିଲ୍ଲୀ: ନୂଆଦିଲ୍ଲୀରୁ ୱାଶିଂଟନକୁ ବିମାନ ଚଳାଚଳ ବନ୍ଦ କରିବାକୁ ଘୋଷଣା କରିଛି ଏୟାର ଇଣ୍ଡିଆ । ଦିଲ୍ଲୀରୁ ୱାଶିଂଟନ ଡିସିକୁ ଏୟାର ଇଣ୍ଡିଆ ବିମାନ ସେବା ବନ୍ଦ କରିବ ବୋଲି ନିଷ୍ପତ୍ତି ନେଇଛି । ସେପ୍ଟେମ୍ବର ୧ ତାରିଖରୁ ଉଡ଼ାଣ ସେବା…
BLAକୁ ଆତଙ୍କବାଦୀ ସଂଗଠନ ଘୋଷଣା କଲା ଆମେରିକା । ବଲୁଚ ଲିବରେସନ ଆର୍ମି (BLA) ଏକ ଆତଙ୍କବାଦୀ ସଂଗଠନ ବୋଲି ଆମେରିକା ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ପାକ ସେନା ମୁଖ୍ୟ ମୁନିରଙ୍କ ଦ୍ୱିତୀୟ ଆମେରିକା ଗସ୍ତ ବେଳେ…
ଉତ୍ତରାଖଣ୍ଡ : ଉତ୍ତରାଖଣ୍ଡରେ ତାଣ୍ଡବ ରଚୁଛି ମୌସୁମୀ । ପ୍ରବଳ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇଉଠିଛି । ଏହି କାରଣରୁ ପାଣିପାଗ ବିଭାଗ ଆଜି ରେଟ୍ ଆଲର୍ଟ ଜାରି କରିଛି । ଏହା ସହିତ ଅତ୍ୟାବଶ୍ୟକ ନହେଲେ ଘରୁ ନବାହାରିବାକୁ…
ଆମେରିକାରେ ବିମାନ ଦୁର୍ଘଟଣା ଘଟିଛି । ୨ଟି ବିମାନ ଧକ୍କା ହେବା ଫଳରେ ଅଗ୍ନିକାଣ୍ଡ ଘଟିଛି । ଏହି ଦୁର୍ଘଟଣା ଆମେରିକାର ମୋଟାନା ସ୍ଥିତ କାଲିସ୍ପେଲ୍ ସିଟିର ବିମାନ ବନ୍ଦର ନିକଟରେ ହୋଇଥିବା ଜଣାପଡିଛି । ଫଳରେ ଆତଙ୍କ ସୃଷ୍ଟି ହୋଇଥିଲା…
ମୟୁରଭଞ୍ଜ: ଆଦିବାସୀ ମହିଳାଙ୍କୁ ଆସିଛି ଦିଲ୍ଲୀ ଡାକରା। ରାଷ୍ଟ୍ରପତି ଭବନରୁ ଆସିଛି ଡାକରା। ଦିଲ୍ଲୀ ଯିବେ ଆଦିବାସୀ ମହିଳା ସୁରୁ ତିରିଆ। ମୟୁରଭଞ୍ଜ ଜିଲ୍ଲା କୁସୁମି ବ୍ଲକ ବାସାଘୁଟୁ ଗ୍ରାମର ଆଦିବାସୀ ମହିଳା ସୁରୁ ତିରିଆଙ୍କୁ ପଡିଛି ଦିଲ୍ଲୀ ଡାକରା। ଆସନ୍ତା…
ବାଲେଶ୍ବର: ଅନ୍ଲାଇନ ଗେମ୍ ଖେଳିବାକୁ ମନା କରିବାରୁ ଝୁଲିପଡ଼ିଲେ ଛାତ୍ର । ବାଥରୁମ୍ରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କଲେ ଅଷ୍ଟମ ଶ୍ରେଣୀର ଛାତ୍ର । ଅନଲାଇନ ଗେମ୍ ଖେଳକୁ ପରିବାର ଲୋକେ ବାରଣ କରିବାରୁ ବାଥରୁମରେ ବେକରେ ଗାମୁଛା ବାନ୍ଧି…
ଭୁବନେଶ୍ୱର: ଏଣିକି ସବୁ ସରକାରୀ ଅଫିସରେ ଲାଗିବ ଏଆଇ କ୍ୟାମେରା। ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ସଚିବ ସ୍ତରୀୟ ବୈଠକ ହୋଇଛି। ଏହି ବୈଠକରେ ୧୦ଟି ଦିଗ ଉପରେ ଫୋକସ ଦିଆଯାଇଛି। ୧୦ ଦିଗକୁ ଫୋକସ କରିବାକୁ ମୁଖ୍ୟ…
ଭୁବନେଶ୍ବର: ଆଉ ମାତ୍ର ଦୁଇଟା ଦିନ । ସ୍ବାଧୀନତାର ୭୯ ବର୍ଷର ସ୍ବାଦ ଚାଖିବେ ଦେଶବାସୀ । ଦିଲ୍ଲୀରୁ ପଲ୍ଲୀ, ପୁଣି ଗର୍ବର ସହିତ ଉଡିବ ତ୍ରିରଙ୍ଗା । ଏଥିପାଇଁ ଓଡିଶା ସରକାର ଆସନ୍ତା ଅଗଷ୍ଟ ୧୫ରେ ସ୍ୱାଧୀନତା ଦିବସ ଅବସରରେ…