Month: July 2025

ଯୋଗାଣ ମନ୍ତ୍ରୀଙ୍କୁ ଠକେଇ ମାମଲା : ଅଭିଯୁକ୍ତ ନିରଞ୍ଜନ ଶତପଥୀକୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ

ଢେଙ୍କାନାଳ ୨୯।୭: ଠକେଇ ତ ଠକେଇ, ପୁଣି ମନ୍ତ୍ରୀଙ୍କୁ ଠକେଇ । ସବୁବେଳେ ରାଜ୍ୟ ରାଜନୀତିରେ ଚର୍ଚ୍ଚାରେ ରହିଥିବା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର…

ଏଏସଆଇ ଫଟୋ ବିବାଦ ଓ ଆଇନଶୃଙ୍ଖଳା ବିପର୍ଯ୍ୟୟ : ରାଜ୍ୟ ସରକାରଙ୍କୁ ଘେରିଲା ବିଜେଡି, ଛାତ୍ର ଆନ୍ଦୋଳନ ଡାକରା

ଭୁବନେଶ୍ୱର: ଶ୍ରୀମନ୍ଦିରର ସୁରକ୍ଷା ଓ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ବିଜୁ ଜନତା ଦଳ (ବିଜେଡି) ରାଜ୍ୟର ନୂତନ ବିଜେପି ସରକାରଙ୍କୁ କଡ଼ା ସମାଲୋଚନା କରିଛି। ବିଶେଷକରି ଭାରତୀୟ…

ଡବଲ୍‌ ମର୍ଡର; ସ୍ତ୍ରୀ ଓ ଶାଶୁକୁ ହତ୍ୟା କରି ଜ୍ୱାଇଁ ଲଗାଇଲା କଦଳୀ ଗଛ !

ବାରିପଦା/କୁଳିଅଣା: ମୟୂରଭଂଜ ଜିଲ୍ଲା କୁଳିଅଣା ଥାନା ଅଧୀନ ନୂଆଗାଁରେ ମା’-ଝିଅଙ୍କୁ ହତ୍ୟା କରାଯାଇଛି। ଗତ ୧୫ ତାରିଖ ଠାରୁ ନିଖୋଜ ଥିବା ମା’-ଝିଅଙ୍କର ମୃତଦେହ ମାଟି ତଳୁ…

ବିଶାଖାପାଟଣାରେ କାମ ଦେଲାନି ଆୟୁଷ୍ମାନ କାର୍ଡ

ଲାଞ୍ଜିଗଡ଼ : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବାତେଲିମା ଗାଁର ମିଥୁନ ହରିଜନ ନାମକ ଜଣେ ଯୁବକ ଅତ୍ୟନ୍ତ ଗୁରୁତର ଭାବେ ବିଶାଖାପାଟଣାସ୍ଥିତ ସେଭେନ ହିଲ ହସ୍ପିଟାଲରେ…

ଭୁବନେଶ୍ୱର ବିମାନବନ୍ଦରରୁ ମିଳିଲା ୩୦ କୋଟିର ମାରିଜୁଆନା, ୩ ଅଟକ

ଭୁବନେଶ୍ୱର: ଭୁବନେଶ୍ୱର ବିମାନବନ୍ଦରରୁ ମିଳିଲା ୩୦ କୋଟିର ମାରିଜୁଆନା। ବ୍ୟାଙ୍କକରୁ ଭୁବନେଶ୍ୱର ଆସୁଥିବା ବେଳେ, ମାଡ଼ି ବସିଲା କଷ୍ଟମ ବିଭାଗ । ଏହି ମାମଲାରେ ୩ ଜଣକୁ…

ଓଡ଼ିଶାର ମା’ମାନେ ସମଗ୍ର ଦେଶରେ ରାଜ୍ୟ ପାଇଁ ଗର୍ବ ଆଣିଛନ୍ତି: ପ୍ରଭାତୀ

ଭୁବନେଶ୍ୱର: ଓଡ଼ିଶାର ବୟନ ପରମ୍ପରାକୁ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଆଗକୁ ନେଉଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମତବ୍ୟକ୍ତ କରିଛନ୍ତି। ଆଜି ମିସନ ଶକ୍ତି…

କଲେରା ବ୍ୟାପିବା ପ୍ରସଙ୍ଗ: ମେଡିକାଲ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ୍‌

ଯାଜପୁର: ଯାଜପୁର ଜିଲ୍ଲାରେ କଲେରା ବ୍ୟାପିବା ପ୍ରସଙ୍ଗରେ ଧର୍ମଶାଳା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଧିକାରୀ ଡାକ୍ତର ସୁଧୀର କୁମାର ସାହୁଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି…

ଟ୍ରମ୍ପ୍ ୨୯ ଥର ଅସ୍ତ୍ରବିରତି ଦାବି କରିଛନ୍ତି, ସାହସ ଅଛି ତ ଏହା ମିଛ ବୋଲି କୁହନ୍ତୁ ମୋଦୀ: ରାହୁଲ

ନୂଆଦିଲ୍ଲୀ : ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଅପରେସନ ସିନ୍ଦୂର ବିତର୍କରେ ଅଂଶଗ୍ରହଣ କରି ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ,…

ବିରୋଧୀଙ୍କୁ ଶୁଣାଇଲେ ଶାହ- ଯାହାର ଯେମିତି ଚଷମା, ସେମିତି ଦୃଷ୍ଟିଭଙ୍ଗୀ

ନୂଆଦିଲ୍ଲୀ: ଅପରେସନ ସିନ୍ଦୂରକୁ ନେଇ ଲୋକସଭାରେ ମଙ୍ଗଳବାର ଆଲୋଚନା ସମୟରେ ହଙ୍ଗାମା ହୋଇଛି। ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ବିତର୍କରେ ମନ୍ତବ୍ୟ ରଖୁଥିବା ସମୟରେ ବିରୋଧୀ କିଛି…

ଦିନେ ନା ଦିନେ ଆପଣଙ୍କ ଅହଂକାର ଭାଙ୍ଗିବା ଲୋକେ ଆସିବେ – ମୋଦିଙ୍କୁ କହିଲେ ଖଡଗେ

ନୂଆଦିଲ୍ଲୀ: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ୍‌ଗେ ସଂସଦରେ କହିଛନ୍ତି, ଅପ‌ରେସନ ସିନ୍ଦୂର ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସର୍ବଦଳୀୟ ବୈଠକରେ ଉପସ୍ଥିତ ହେବାର ଥିଲା। କିନ୍ତୁ ‌ସେ ସେତେବେଳେ…