Month: July 2025

ବିହାରରେ ଜାରି ରହିବ ଭୋଟର ତାଲିକା ସଂଶୋଧନ

ନୂଆଦିଲ୍ଲୀ : ବିହାରରେ ଭୋଟର ତାଲିକା ସମୀକ୍ଷା ଜାରି ରହିବ। ନିର୍ବାଚନ କମିଶନଙ୍କୁ ସୁପ୍ରିମକୋର୍ଟରୁ ସବୁଜ ସଙ୍କେତ ମିଳିଛି। ଗୁରୁବାର ଦିନ ହୋଇଥିବା ଶୁଣାଣିରେ ସୁପ୍ରିମକୋର୍ଟ ଏହି ପ୍ରକ୍ରିୟା ବନ୍ଦ କରିବାକୁ ମନା କରିଦେଇଥିଲେ। ସୁପ୍ରିମକୋର୍ଟ କହିଛନ୍ତି ଯେ ଗଣତାନ୍ତ୍ରିକ ପ୍ରକ୍ରିୟାକୁ…

ତରବରିଆ ହୋଇ କିଣନ୍ତୁ ନାହିଁ ପେଟ୍ରୋଲ : ସଞ୍ଜୟ ଲାଠ

ଭୁବନେଶ୍ୱର: ପେଟ୍ରୋଲ୍ ପମ୍ପ୍‌ରେ ତେଲ ସଙ୍କଟ ଆଶଙ୍କା ଟଳିଲା। ପେଟ୍ରୋଲିୟମ୍‌ ଡିଲର୍ ସଂଘ ସାଧାରଣ ସମ୍ପାଦକଙ୍କ ସୂଚନା। ୧୫୦ ପେଟ୍ରୋଲ୍ ଟ୍ୟାଙ୍କର ଆସି ପହଞ୍ଚଥିବା କହିଛନ୍ତି ସଞ୍ଜୟ ଲାଠ। ପେଟ୍ରୋଲ୍ ପମ୍ପ୍‌ରେ ତେଲ ସରିଯିବା ଆଶଙ୍କା ଆଉ ନାହିଁ। ପେଟ୍ରୋଲ୍ ପମ୍ପ୍‌ରେ…

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି

ଭୁବନେଶ୍ୱର : ଆସୁଛନ୍ତି ରାଷ୍ଟ୍ରପତି । ଆସନ୍ତା ୧୪ ଓ ୧୫ରେ ଦୁଇ ଦିନ ପାଇଁ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତିଙ୍କ ଗସ୍ତ ପ୍ରସ୍ତୁତି ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଲୋକସେବା…

ଜେଲରୁ ବାହାରିଲେ ଜଗନ୍ନାଥ ପ୍ରଧାନ, ସ୍ଵାଗତ ସମ୍ଵର୍ଦ୍ଧନା ଜଣାଇଲେ ଦଳୀୟ ନେତା ଓ କର୍ମୀ

ଭୁବନେଶ୍ଵର: ଜେଲରୁ ବାହାରିଲେ ଜଗା ପ୍ରଧାନ । ବିଜେପି ବରିଷ୍ଠ ନେତା ଜଗା ପ୍ରଧାନ ଝାରପଡ଼ା ଜେଲରୁ ମୁକୁଳିଛନ୍ତି । ଜେଲ ସମ୍ମୁଖରେ ଜଗନ୍ନାଥ ପ୍ରଧାନଙ୍କ ସମର୍ଥକଙ୍କ ଭିଡ ଦେଖିବାକୁ ମିଳିଛି । ଗତ ୩୦ ତାରିଖରେ ବିଏମସି ଅତିରିକ୍ତ କମିଶନର…

ଭିଜିଲାନ୍ସ ଜାଲରେ ଯୋଗାଣ ଅଧିକାରୀ, ଗାଡ଼ିରୁ ଜବତ ହେଲା ୩ ଲକ୍ଷ ଟଙ୍କା

ଛତ୍ରପୁର : ଭିଜିଲାନ୍ସ ଜାଲରେ ଯୋଗାଣ ଅଧିକାରୀ । ଗଞ୍ଜାମ ଜିଲ୍ଲା ଯୋଗାଣ ଅଧିକାରୀ ପୁଷା ମୁଣ୍ଡାଙ୍କ ଘରେ ରେଡ୍ ହୋଇଛି । ଛତ୍ରପୁର ନିକଟ ଜାତୀୟ ରାଜପଥରେ ତାଙ୍କ ଗାଡ଼ିରୁ ୩ ଲକ୍ଷ ଟଙ୍କା ଜବତ କରିଛି ବ୍ରହ୍ମପୁର ଭିଜିଲାନ୍ସ…

ପୋଲ ଭୁଶୁଡ଼ିବା ଘଟଣା: ମୃତକଙ୍କ ପାଇଁ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ:ମଝି ନଈରେ ଭାଙ୍ଗିଗଲା ପୋଲ। ଏଭଳି ଏକ ଦୁର୍ଘଟଣାରେ ୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଟ୍ରାଫିକ୍ ଜାମ ଥିବା ବେଳେ ଭୁଶୁଡି ପଡିଲା ପୋଲ। ଯେତେବେଳେ ପୋଲ ଉପରେ ପ୍ରବଳ ଲୋକଙ୍କ…

IPS ସ୍ତରରେ ଅଦଳ ବଦଳ, ସଞ୍ଜୀବ ପଣ୍ଡା ହେଲେ ADG ନକ୍ସଲ ବିରୋଧୀ ଅପରେସନ୍‌

ଭୁବନେଶ୍ୱର: ଆଇପିଏସ୍ କ୍ୟାଡରରେ ଏକ ବଡ଼ ଧରଣର ଅଦଳବଦଳ ହୋଇଛି। ଓଡ଼ିଶା ସରକାର ବୁଧବାର ଦିନ ନକ୍ସଲ ବିରୋଧୀ ଅଭିଯାନ ଏବଂ ସ୍ୱତନ୍ତ୍ର ଗୁପ୍ତଚର ୱିଙ୍ଗ (SIW) ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ସହିତ ଜଡିତ ବରିଷ୍ଠ ଅଧିକାରୀଙ୍କ ବଦଳି ଘୋଷଣା କରିଛନ୍ତି।…

ଡାଇରିଆ ଡର: ଦୟା ନଦୀ ପାଣି ବ୍ୟବହାର ନକରିବାକୁ ମାର୍ଗଦର୍ଶିକା ଜାରି

ଭୁବନେଶ୍ୱର: କଣାସରେ ଝାଡ଼ାବାନ୍ତି ବ୍ୟାପିବାର ମୁଖ୍ୟ କାରଣ ଦୟା ନଦୀ। ଦୟା ନଦୀ ପାଣି ବ୍ୟବହାର ଯୋଗୁଁ ବ୍ୟାପୁଛି ଝାଡ଼ାବାନ୍ତି। ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର ଦେଇଛନ୍ତି ସୂଚନା। ଜଟଣୀ ରାଣୀପୁରରେ ପହଞ୍ଚିଛନ୍ତି ସ୍ୱାସ୍ଥ୍ୟ ବିଭାଗ ଟିମ୍। ନମୂନା ରିପୋର୍ଟ…

ଯୁଦ୍ଧବିରତି ମଧ୍ୟରେ ଇରାନକୁ ଅସ୍ତ୍ରଶସ୍ତ୍ର ପଠାଇଲା ଚୀନ୍

ତେ‌ହେରାନ/ବେଜିଂ:ଇରାନ ଏବଂ ଇସ୍ରାଏଲ ମଧ୍ୟରେ ୧୨ ଦିନିଆ ଯୁଦ୍ଧରେ ଉଭୟ ଦେଶ ବହୁତ କ୍ଷତି ସହିଛନ୍ତି। ଉଭୟ ଦେଶ ୨୪ ଜୁନ୍‌ରେ ଯୁଦ୍ଧବିରତି ଘୋଷଣା କରିଥିଲେ। କିନ୍ତୁ ଏହି ଯୁଦ୍ଧ କେବେ ପୁଣି ଥରେ ଆରମ୍ଭ ହେବ ସେ ବିଷୟରେ କୌଣସି…

ଶ୍ରୀମନ୍ଦିର ସୁରକ୍ଷା ଉପରେ ପୁଣି ଉଠିଲା ପ୍ରଶ୍ନ, ମେଘନାଦ ପାଚେରୀ ଡେଇଁ ମନ୍ଦିରରେ ପଶିଲେ ୪ ଯୁବକ

ପୁରୀ : ଶ୍ରୀମନ୍ଦିର ସୁରକ୍ଷା ଉପରେ ପୁଣି ଉଠିଲା ପ୍ରଶ୍ନ । ସବୁ ସୁରକ୍ଷାକୁ ଭେଦ କରି ମେଘନାଦ ପାଚେରୀ ଭିତରେ ଚଢ଼ିଲେ ସନ୍ଦିଗ୍ଧ । ନୀଳାଦ୍ରିବିଜେରେ ମାଳ ମାଳ ସୁରକ୍ଷା କର୍ମୀ ଶ୍ରୀମନ୍ଦିର ବାହାରେ ଜଗିଥିବା ବେଳେ, ଶ୍ରୀମନ୍ଦିର ଭିତରେ…