Month: June 2025

ନିମ୍ନମାନର ଏବଂ ବାସି ଖାଦ୍ୟ ବିକ୍ରି ଅଭିଯୋଗ: ଭୁବନେଶ୍ୱରର ବିଭିନ୍ନ ହୋଟେଲରେ ଚଢ଼ଉ

ଭୁବନେଶ୍ବର: ସାଧାରଣ ସ୍ୱାସ୍ଥ୍ୟ ସମସ୍ୟା ବୃଦ୍ଧି ପାଉଥିବା ଦୃଷ୍ଟିରୁ, ଗ୍ରାହକମାନଙ୍କୁ ନିମ୍ନମାନର ଏବଂ ବାସି ଖାଦ୍ୟ ବିକ୍ରି ହେଉଥିବା ରିପୋର୍ଟ ଆସିବା ପରେ ଶନିବାର ରାଜଧାନୀ ସହରର ଅନେକ ହୋଟେଲରେ ଚଢାଉ କରାଯାଇଛି। ଖାଦ୍ୟ ସୁରକ୍ଷା ବିଭାଗ ସହିତ ମିଳିତ ଭାବରେ…

ମଝି ଆକାଶରେ ସରିଗଲା ଇନ୍ଧନ, ଇଣ୍ଡିଗୋ ବିମାନର ଜରୁରୀ ଅବତରଣ

ନୂଆଦିଲ୍ଲୀ : ମଝି ଆକାଶରେ ବିମାନରୁ ସରିଗଲା ଇନ୍ଧନ। ଫଳରେ ବାଧ୍ୟହୋଇ ପାଇଲଟ ବିମାନକୁ ଜରୁରୀ ଅବତରଣ କରାଇଛନ୍ତି। ଗତ ଗୁରୁବାରର ଏହି ଘଟଣା ଏବେ ସାମ୍ନାକୁ ଆସିଛି। ଇଣ୍ଡିଗୋ ବିମାନ ୬ଇ ୬୭୬୪ ଗୁଆହାଟୀରୁ ଚେନ୍ନଇ ଯାଉଥିଲା। କିନ୍ତୁ ମଛି…

ଯୋଗ ହେଉଛି ଏକ ଶକ୍ତିଶାଳୀ ଉପକରଣ ଏବଂ ଏକ “ବିରାମ ବଟନ୍’’ ବା ‘‘ପଜ୍‌ ବଟନ୍‌’ : ମୋଦି

ନୂଆଦିଲ୍ଲୀ: ଆଜି ବିଶ୍ବ ଯୋଗ ଦିବସ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର କହିଛନ୍ତି ଯେ ଯୋଗ ହେଉଛି ଏକ ଶକ୍ତିଶାଳୀ ଉପକରଣ ଏବଂ ଏକ “ବିରାମ ବଟନ୍’’ ବା ‘‘ପଜ୍‌ ବଟନ୍‌’’। ଯାହା ମାନବଜାତିକୁ ନିଶ୍ୱାସ ନେବା, ସନ୍ତୁଳନ…

ଇରାନରୁ ଫେରୁଛନ୍ତି ଭାରତୀୟ ଛାତ୍ର; ଆଜି ଦିଲ୍ଲୀରେ ପହଞ୍ଚିବ ଆଉ ଦୁଇ ବିମାନ

ନୂଆଦିଲ୍ଳୀ: ଇରାନରୁ ନିଜ ଦେଶକୁ ଫେରୁଛନ୍ତି ଭାରତୀୟ ନାଗରିକ। ମଶାଦରୁ ଏକ ବିମାନ ଶୁକ୍ରବାର ବିଳମ୍ବିତ ରାତିରେ ଦିଲ୍ଲୀ ବିମାନବନ୍ଦରରେ ଅବତରଣ କରିଛି। ଯେଉଁଥିରେ ୨୯୦ ଜଣ ଭାରତୀୟ ଛାତ୍ର, ଅଧିକାଂଶ ଜମ୍ମୁ ଏବଂ କଶ୍ମୀରର ଥିଲେ। ଆଜି ମଶାଦରୁ ଆଉ…

ଇରାନ-ଇସ୍ରାଏଲ ଯୁଦ୍ଧକୁ ନେଇ ମୋଦି ସରକାର ଉପରେ ପ୍ରଶ୍ନ ଉଠାଇଲେ ସୋନିଆ

ନୂଆଦିଲ୍ଲୀ,୨୧।୬: ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ବିଷୟରେ ଇଂରାଜୀ ଖବରକାଗଜରେ ଏକ ସ୍ତମ୍ଭ ଲେଖିଛନ୍ତି। ଏଥିରେ ସେ କହିଛନ୍ତି, ଇରାନ ଭାରତର ପୁରୁଣା ବନ୍ଧୁ ଏବଂ ଗଭୀର ସମ୍ପର୍କ ଦ୍ୱାରା ଆମ…

ଭାରତ ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥାୟୀ ଭାବରେ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି

ନୂଆଦିଲ୍ଲୀ,୨୧।୬: କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ସ୍ପଷ୍ଟ କରିଛନ୍ତି ଯେ ଭାରତ ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥାୟୀ ଭାବରେ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି ଏବଂ ଏବେ ଏହି ଚୁକ୍ତିନାମା ପୁନଃସ୍ଥାପିତ ହେବ ନାହିଁ। ସେ ଅଭିଯୋଗ କରିଛନ୍ତି ଯେ ପାକିସ୍ତାନ…

ବୃଦ୍ଧ, ଦିବ୍ୟାଙ୍ଗ ଏବଂ ବିଧବା ମହିଳାଙ୍କ ପାଇଁ ମାସିକ ଭତ୍ତା ବୃଦ୍ଧି କଲେ ନୀତିଶ କୁମାର

ପାଟନା: ବୃଦ୍ଧ, ଦିବ୍ୟାଙ୍ଗ ଏବଂ ବିଧବା ମହିଳାଙ୍କ ପାଇଁ ମାସିକ ଭତ୍ତା ବୃଦ୍ଧି କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ବୃଦ୍ଧ, ଦିବ୍ୟାଙ୍ଗ ଏବଂ ବିଧବା ମହିଳାଙ୍କ ପାଇଁ ମାସିକ ଭତ୍ତା ୪୦୦ ଟଙ୍କାରୁ ୧୧୦୦ ଟଙ୍କାକୁ ବୃଦ୍ଧି ଘୋଷଣା କରିଛନ୍ତି…

ଇରାନର ବିଜୟ କାମନା କଲେ ବିଜେପିର ଏହି ସହଯୋଗୀ ଦଳର ନେତା

ନୂଆଦିଲ୍ଲୀ: ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ଇରାନ-ଇସ୍ରାଏଲ ଯୁଦ୍ଧ ସମ୍ପର୍କରେ ଏକ ସଂଯମ ଏବଂ ସନ୍ତୁଳିତ ଆଭିମୁଖ୍ୟ ଗ୍ରହଣ କରିଥିବା ବେଳେ, ଏହାର ସହଯୋଗୀ ନୀତିଶ କୁମାରଙ୍କ ଦଳ ଜନତା ଦଳ (ୟୁନାଇଟେଡ୍)ର ବରିଷ୍ଠ ନେତା କେସି ତ୍ୟାଗୀ ଖୋଲାଖୋଲି ଭାବରେ…

ଲିଡ୍‌ସ ଟେଷ୍ଟ: ଭାରତ ୪୭୧ରେ ଅଲଆଉଟ୍‌

ନୂଆଦିଲ୍ଲୀ : ଲିଡ୍ସ ଟେଷ୍ଟରେ ଭାରତ ୪୭୧ ରନରେ ଅଲଆଉଟ୍‌ ହୋଇଯାଇଛି। ଇଂଲଣ୍ଡ ଗସ୍ତରେ ଥିବା ଭାରତୀୟ ଦଳ ଘରୋଇ ଦଳ ବିରୋଧରେ ପ୍ରଥମ ଇନିଂସର ଭଲ ପ୍ରଦର୍ଶନ କରିଛି। ଯଶସ୍ଵୀ ଜୟସଓ୍ବାଲ, ଶୁବମନ ଗିଲ ଏବଂ ରୁଷଭ ପନ୍ତଙ୍କ ୩ଟି…

ନେତାନ୍ୟାହୁଙ୍କୁ ହିଟଲରଙ୍କ ସହ ତୁଳନା କଲେ ଏର୍ଡୋଗାନ

ଆଙ୍କାରା: ତୁର୍କୀ ରାଷ୍ଟ୍ରପତି ରେସେପ୍ ତାୟିପ୍ ଏର୍ଡୋଗାନ୍ ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ଉପରେ ଏକ ବଡ଼ ଆକ୍ରମଣ କରିଛନ୍ତି। ସେ ନେତାନ୍ୟାହୁଙ୍କୁ ହିଟଲରଙ୍କ ସହ ତୁଳନା କରିଛନ୍ତି। ଏର୍ଡୋଗାନ୍ କହିଛନ୍ତି ଯେ ନେତାନ୍ୟାହୁ ଏବଂ ହିଟଲର ଉଭୟେ ବିନାଶର ସମାନ…