ନକ୍ସଲ ଅପରେସନ୍ ଜାରି: ମାଓବାଦୀ ଲୁଚିବା ପାଇଁ ଜଙ୍ଗଲରେ ନାହିଁ ସ୍ଥାନ!
ମାଲକାନଗିରି: ସୀମାନ୍ତ ତେଲେଙ୍ଗାନା ଏବଂ ଛତିଶଗଡ଼ର ବିଜାପୁରକୁ ଲାଗି ରହିଥିବା କାରଗେଟ୍ଟା ଜଂଗଲରେ ଗତ ୧୬ ଦିନ ଧରି ଯବାନ ଲଗାତାର ଅପରେସନ ଜାରି ରଖିଛନ୍ତି। ଆଜିକୁ ୧୬ ଦିନ ବିତିଥିବା ବେଳେ ଗତକାଲି ରାତିରୁ ଜଂଗଲରେ ନକ୍ସଲଙ୍କ ସହ ଗୁଳିବିନିମୟ…