Month: February 2025

ଏଟିଏମ୍‌ କାର୍ଡ ବଦଳାଇ ୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଉଠାଇ ନେଲେ ଦୁର୍ବୃତ୍ତ

ଗଞ୍ଜାମ: ଏଟିଏମ୍‌ କାର୍ଡକୁ କୌଶଳକ୍ରମେ ବଦଳାଇ ୫ ଲକ୍ଷ ୨୭ ହଜାର ଟଙ୍କା ଉଠାଇ ନେଲେ ଦୁର୍ବୁତ୍ତ । ଏଭଳି ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ବୋମକେଇ ଗ୍ରାମରୁ । ଅଭିଯୋଗକାରୀ ଦିଲୀପ ପ୍ରଧାନଙ୍କ ଷ୍ଟେଟବ୍ୟାଙ୍କ ଏଟିଏମ୍‌ କାର୍ଡକୁ…

ଇନ୍ଦିରା ଗାନ୍ଧି ସରକାରରେ ୧୨ ଲକ୍ଷ ଆୟରୁ ୧୦ ଲକ୍ଷ ଟିକସ ଦେବାକୁ ପଡ଼ୁଥିଲା : ମୋଦୀ

ନୂଆଦଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ନୂଆଦିଲ୍ଲୀରେ ଏକ ନିର୍ବାଚନୀ ସଭାରେ କଂଗ୍ରେସକୁ ଶାଣିତ ଆକ୍ରମଣ କରିଛନ୍ତି । ସେ କହିଛନ୍ତି ଯେ କଂଗ୍ରେସ ସରକାର ଅମଳରେ ବିପୁଳ ପରିମାଣରେ ଟିକସ ଆଦାୟ କରାଯାଉଥିଲା । ନେହେରୁଙ୍କ ସମୟରେ ଆୟର…

ଅନ୍ ଲାଇନ ବେଟିଂ ଗେମ୍ ଖେଳି ୫ ଗିରଫ, ୧୮ଟି ମୋବାଇଲ, ୩ ଲାପଟପ ସହ ଅନେକ ସାମଗ୍ରୀ ଜବତ

କଣ୍ଟାବାଞ୍ଜି: ଅନ୍ ଲାଇନ ବେଟିଂ ଗେମ୍ ଖେଳି ୫ ଗିରଫ । ୫ ଅଭିଯୁକ୍ତଙ୍କୁ ଗିରଫ କଲା କଣ୍ଟାବାଞ୍ଜି ପୋଲିସ । ସେମାନଙ୍କ ନିକଟରୁ ୧୮ଟି ମୋବାଇଲ, ୩ ଲାପଟପ ସହ ଅନେକ ସାମଗ୍ରୀ ଜବତ ହୋଇଛି। ଗିରଫଙ୍କ ମଧ୍ୟରୁ ୩…

ଦିଲ୍ଲୀ ନିର୍ବାଚନ: ବିଜେପିରେ ମିଶିଲେ ଇସ୍ତଫା ଦେଇଥିବା AAPର ସମସ୍ତ ୮ ବିଧାୟକ

ଆମ୍ ଆଦମୀ ପାର୍ଟିରୁ ଇସ୍ତଫା ଦେଇଥିବା ସମସ୍ତ ୮ ବିଧାୟକ ବିଜେପିରେ ସାମିଲ ହୋଇଛନ୍ତି । ଦିଲ୍ଲୀ ବିଜେପି ଅଧ୍ୟକ୍ଷ ବୀରେନ୍ଦ୍ର ସଚଦେବାଙ୍କ ଉପସ୍ଥିତିରେ ସେମାନେ ବିଜେପିର ହାତ ଧରିଛନ୍ତି । ଏହି ବିଧାୟକମାନେ ଶୁକ୍ରବାର ହିଁ ଦଳରୁ ଇସ୍ତଫା ଦେଇଥିଲେ…

ବଜେଟକୁ ନେଇ ଅସନ୍ତୋଷ ଜାହିର କଲେ ନବୀନ

ଭୁବନେଶ୍ଵର: ସଂସଦରେ ୮ମ ଥର ପାଇଁ ବଜେଟ୍‌ ଉପସ୍ଥାପନ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏହା ମୋଦି ସରକାରଙ୍କ ତୃତୀୟ ପାଳିର ପ୍ରଥମ ବଜେଟ।ଏହି ବଜେଟରେ ୧୦ଟି ଦିଗ ପ୍ରତି ବିଶେଷ ଧ୍ୟାନ ଦିଆଯାଇଛି। ଗରିବ, ଯୁବକ, ଅନ୍ନଦାତା, ମହିଳା…

ରେଳ ମନ୍ତ୍ରାଳୟ ପାଇଁ ୨.୫୫ ଲକ୍ଷ କୋଟିର ବ୍ୟୟବରାଦ

ନୂଆଦିଲ୍ଲୀ : କେନ୍ଦ୍ର ବଜେଟରେ ରେଳ ମନ୍ତ୍ରଣାଳୟ ପାଇଁ ୨.୫୫ ଲକ୍ଷ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ସେଥିମଧ୍ୟରୁ ୩,୪୪୫ କୋଟି ଟଙ୍କା ରାଜସ୍ବ ଓ ୨,୫୨,୦୦୦ କୋଟି ଟଙ୍କା ପୁଞ୍ଜି ବ୍ୟୟରେ ଖର୍ଚ୍ଚ ହେବ। ତେଣୁ ରେଳ ବଜେଟରେ…

ଲାଞ୍ଚ ନେବାବେଳେ ଭିଜିଲାନ୍ସ ଜାଲରେ ଫସିଲେ ପୋଲିସ ବାବୁ

ଯାଜପୁର: ଯାଜପୁର ଜିଲ୍ଲାର ସୁକିନ୍ଦା ଥାନା ଏସଆଇଙ୍କୁ ଉଠାଇନେଲା ଭିଜିଲାନ୍ସ । ଲାଞ୍ଚ ନେଉଥିବାବେଳେ ଧରାପଡିଲେ ଏସଆଇ ଅଭୟ କୁମାର ନାୟକ । ସ୍ବାମୀ ସ୍ତ୍ରୀ ବିବାଦର ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ିବସିଲା ଭିଜିଲାନ୍ସ…

ସ୍ବାଭିମାନ ଅଂଚଳର ୨ ନକ୍ସଲଙ୍କ ତେଲେଙ୍ଗାନା ପୁଲିସ ନିକଟରେ ଆତ୍ମସମର୍ପଣ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ସ୍ବାଭିମାନ ଅଂଚଳରେ କାମ କରୁଥିବା ଆନ୍ଧ୍ର-ଓଡ଼ିଶା ସ୍ବତନ୍ତ୍ର ଜୋନାଲ ଏରିଆ କମିଟିର ଦୁଇ ଜଣ ସଦସ୍ୟ ତେଲେଙ୍ଗାନା ରାଜ୍ୟର ଭଦ୍ରାଦୀ କଥାଗୁଡୁମ ଜିଲ୍ଲା ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଆନ୍ଧ୍ର-ଓଡ଼ିଶା ବଡର ଜୋନାଲ କମିଟିର ଏସିଏମ ପଦବିରେ…

ଓମଫେଡ୍ ଏମଡି ବିଜୟ ଅମୃତ କୁଲାଙ୍ଗେଙ୍କୁ ପଶୁପାଳନ ଏବଂ ପଶୁଚିକିତ୍ସା ସେବା ନିର୍ଦ୍ଦେଶକର ଅତିରିକ୍ତ ଦାୟିତ୍ୱ

ଭୁବନେଶ୍ୱର: ଓମଫେଡ୍ ର ପରିଚାଳନା ନିର୍ଦ୍ଦେଶକ ବିଜୟ ଅମୃତା କୁଲାଙ୍ଗେଙ୍କୁ ଓଡ଼ିଶା ସରକାର ପଶୁପାଳନ ଏବଂ ପଶୁଚିକିତ୍ସା ସେବା ନିର୍ଦ୍ଦେଶକର ଅତିରିକ୍ତ ଦାୟିତ୍ୱ ପ୍ରଦାନ କରିଛନ୍ତି । ଏ ସମ୍ପର୍କରେ ମତ୍ସ୍ୟ ଏବଂ ଏଆରଡି ବିଭାଗ ପକ୍ଷରୁ ଶନିବାର ଏକ ବିଜ୍ଞପ୍ତି…

ବିଜେପି ସମର୍ଥକଙ୍କୁ ଏହି ଅପିଲ କଲେ କେଜ୍ରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଫେବୃଆରୀ ୫ ତାରିଖରେ ମତଦାନ ହେବ ଏବଂ ଫେବୃଆରୀ ୮ ତାରିଖରେ ନିର୍ବାଚନ ଫଳାଫଳ ଘୋଷଣା କରାଯିବ। ଏହି ସମୟରେ, ଆମ ଆଦମୀ ପାର୍ଟି ମୁଖ୍ୟ ଏବଂ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ…