ଅନାଉ ଅନାଉ ସରିଗଲା ୪ ହଜାର ଟିକେଟ୍, ୫ ଓ ୬ରେ ଅଫଲାଇନ ବିକ୍ରି
କଟକ: ଆସନ୍ତା ୯ ତାରିଖରେ ବାରବାଟୀ ରେ ହେବାକୁ ଥିବା ଭାରତ-ଇଂଲଣ୍ଡ ଏକ ଦିବସୀୟ ମ୍ୟାଚ ପାଇଁ ଅନଲାଇନରେ ବିକ୍ରି ହୋଇଛି ଚାରି ହଜାର ଟିକେଟ। ହେଲେ ଅନଲାଇନରେ ସର୍ଭର୍ ଡାଉନ୍ ରହିବାରୁ କିଛି ଲୋକ ଟିକେଟ କିଣିବାରୁ ବଞ୍ଚିତ ହୋଇଛନ୍ତି।…
କଟକ: ଆସନ୍ତା ୯ ତାରିଖରେ ବାରବାଟୀ ରେ ହେବାକୁ ଥିବା ଭାରତ-ଇଂଲଣ୍ଡ ଏକ ଦିବସୀୟ ମ୍ୟାଚ ପାଇଁ ଅନଲାଇନରେ ବିକ୍ରି ହୋଇଛି ଚାରି ହଜାର ଟିକେଟ। ହେଲେ ଅନଲାଇନରେ ସର୍ଭର୍ ଡାଉନ୍ ରହିବାରୁ କିଛି ଲୋକ ଟିକେଟ କିଣିବାରୁ ବଞ୍ଚିତ ହୋଇଛନ୍ତି।…
ଭୁବନେଶ୍ବର : ରାଜଧାନୀରୁ ଗିରଫ ହାଇପ୍ରୋଫାଇଲ ଠକ ହଂସିତା ଅଭିଲିପ୍ସା ଓ ଅନିଲକୁ ଜେରା କରିବ ଆୟକର ବିଭାଗ । ସୋମବାର ଝାରପଡ଼ା ଜେଲ୍ରେ ଉଭୟଙ୍କୁ ଜେରା କରିବ ଆୟକର ବିଭାଗ । ଏନେଇ ତଦନ୍ତକାରୀ ଟିମ୍କୁ ୬ଘଣ୍ଟା ପଚରାଉଚରା ପାଇଁ…
ଭୁବନେଶ୍ୱର : ମାଘରେ ୩୪ ଟପିଲା ଭୁବନେଶ୍ୱର ତାପମାତ୍ରା । ଦିନ ୨ଟା ସୁଦ୍ଧା ଭୁବନେଶ୍ୱର ପାରଦ ୩୪.୪ ଡିଗ୍ରୀ ରେକର୍ଡ କରାଯାଇଛି । ପେବୃୟାରୀ ଆରମ୍ଭରୁ ତାତି ଅସମ୍ଭାଳ । ଆଗକୁ କଣ ହେବ ଏଇଥିରୁ ଆଶଙ୍କା କରାଯାଇପାରେ ।…
ଭୁବନେଶ୍ବର : ଚଳିତ ବଜେଟ୍ରେ ଓଡ଼ିଶା ପ୍ରତି ଅନ୍ୟାୟ ହୋଇଛି । ଏଭଳି ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ । ସେ କହିଛନ୍ତି, ପ୍ରଧାନମନ୍ତ୍ରୀ କହୁଛନ୍ତି ପୂର୍ବୋଦୟ ହେବ ଓଡ଼ିଶା । ହେଲେ ଓଡ଼ିଶାକୁ ଅସ୍ତ କରାଯାଉଛି…
ଭୁବନେଶ୍ବର: ଭକ୍ତକବି ମଧୁସୂଦନ ରାଓଙ୍କ ଜୟନ୍ତୀ ଅବସରରେ ତାଙ୍କ ରଚିତ ‘ବର୍ଣ୍ଣବୋଧ’ର ପୁନଃମୁଦ୍ରିତ ସଂସ୍କରଣ ଓ ଏହାର ଡ଼ିଜିଟାଲ କପି ଉନ୍ମୋଚିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ଅପରାହ୍ଣରେ ଏହାକୁ ଉନ୍ମୋଚନ କରିଛନ୍ତି। ଆଜି ପବିତ୍ର ଶ୍ରୀପଞ୍ଚମୀ ଓ…
ପୁରୀ : ମାଘ ସପ୍ତମୀ ବୁଡ଼ ପାଇଁ ଚନ୍ଦ୍ରଭାଗାରେ ହେବ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ । ଏନେଇ ପୁରୀ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ମୁତୟନ ହେବେ ୩୩ ପ୍ଲାଟୁନ ପୋଲିସ ଫୋର୍ସ । ୬…
ନୂଆଦିଲ୍ଲୀ: ଦିଲ୍ଲୀରେ ବିଧାନସଭା ନିର୍ବାଚନରେ ଥିବାରୁ ବସ୍ତିବାସିନ୍ଦାଙ୍କୁ ଖୁସି କରିବାକୁ ବଡ଼ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଦିଲ୍ଲୀରେ ବସ୍ତି ଉଚ୍ଛେଦ ହେବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି। ରବିବାର ଦିଲ୍ଲୀରେ ନିର୍ବାଚନ ପ୍ରଚାର କରି ମୋଦୀ କହିଛନ୍ତି…
କଳାହାଣ୍ଡି: ମହୁ ମାଛି ଆକ୍ରମଣରେ ୨୦ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ଆହତ ହୋଇ ଥିବା ଜଣାପଡିଛି । ଏଭଳି ଖବର ଆସିଛି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହର ଉପକଣ୍ଠ ଦୁଆରଶୁଣି ଗ୍ରାମରୁ । ଏକ ଘରୋଇ ସ୍କୁଲରେ ହଠାତ୍ ଛାତ୍ର ଛାତ୍ରୀ…
କୁଆଲାଲମ୍ପୁର: ସାତ ମାସ ମଧ୍ୟରେ ଭାରତ ଦ୍ୱିତୀୟ ବିଶ୍ୱକପ ଜିତିଛି। ଭାରତୀୟ ଅଣ୍ଡର -୧୯ ମହିଳା ଦଳ କ୍ରମାଗତ ଦ୍ୱିତୀୟ ଥର ପାଇଁ ଚାମ୍ପିଅନ ହୋଇ ଫାଇନାଲରେ ପ୍ରବେଶ କରି ଦକ୍ଷିଣ ଆଫ୍ରିକାକୁ ୯ ୱିକେଟରେ ପରାସ୍ତ କରି ଇତିହାସ ରଚିଛନ୍ତି।…
ପାଟଣାଗଡ଼ : ଖେଳିବା ବେଳେ ଫୁଟିଗଲା ମୋବାଇଲ ବ୍ୟାଟେରୀ । ବିସ୍ଫୋରଣରେ ଦୁଇ ଶିଶୁ ଗୁରୁତର । ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ପାଢ଼େଲ ଗାଁରେ ଘଟିଛି ଏହି ଅଘଟଣ । ଦୁଇ ଶିଶୁ ମୋବାଇଲ ବ୍ୟାଟେରୀ ଧରି ଖେଳୁଥବା ବେଳେ…