ମୋ ନାଁରେ ରାହୁଲ ଗାନ୍ଧୀ ମିଛ କହିଛନ୍ତି – ଜୟଶଙ୍କର
ନୂଆଦିଲ୍ଲୀ,୩।୨: ଲୋକ ସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଆଲୋଚନା ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ.ଙ୍କୁ ଟାର୍ଗେଟ୍ କରିଛନ୍ତି। ଜୟଶଙ୍କରଙ୍କ ଆମେରିକା ଗସ୍ତ ଉପରେ ରାହୁଲ ପ୍ରଶ୍ନ ଉଠାଇଛନ୍ତି। ବୈଦେଶିକ ମନ୍ତ୍ରୀ ଏହାର କଡ଼ା ଜବାବ…