ଅଙ୍ଗନୱାଡ଼ି ଭିତ୍ତିଭୂମି: ଏଣେତେଣେ ଚାଲିଛି ୫୪୭ କେନ୍ଦ୍ର, ୩୯୯ ପଦବି ଖାଲି
କୋରାପୁଟ: ଜିଲ୍ଲାର ୧୪ବ୍ଲକ ଓ ସୁନାବେଡା ପୌରାଂଚଳକୁ ନେଇ ୧୫ଟି ସ୍ଥାନରେ ୩୩୯୭ଟି ଅଙ୍ଗନୱାଡି କେନ୍ଦ୍ରରୁ ୨୮୫୦ଟି ନିଜସ୍ବକୋଠାରେ ଚାଳିଛି। ୩୯୯ ଜଣ ଧାର୍ଯ୍ୟ ସଂଖ୍ୟକ କର୍ମଚାରୀ ଅଭାବ ସାଙ୍ଗକୁ ୫୪୭ଟି ସ୍ଥାନରେ ନିଜସ୍ବ କେନ୍ଦ୍ର ନାହିଁ। ୧୯୮୪ଟି ସ୍ଥାନରେ ବିଦ୍ୟୁତ…