Month: February 2025

ଅନୁଦାନ ପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟର ଭିତ୍ତିଭୂମିର ବିକାଶ ପାଇଁ ୧୦୪ କୋଟି ଟଙ୍କା ଅନୁମୋଦନ

ଭୁବନେଶ୍ୱର,୧୨।୨: ରାଜ୍ୟର ୯୦ ଗୋଟି ଅନୁଦାନପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟର (ଏଡ଼େଡ଼ କେଲଜ) ଭିତ୍ତିଭୂମି ବିକାଶ ପ୍ରକଳ୍ପ ନିମନ୍ତେ ସରକାରଙ୍କ ତରଫରୁ ୧୦୪ କୋଟି ଟଙ୍କା ଅର୍ଥରାଶି ଅନୁମୋଦନ କରାଯାଇଛି। ଏହି ପ୍ରକଳ୍ପରେ ରାଜ୍ୟର ୯୦ଟି ଅନୁଦାନ ପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟର ଭିତ୍ତିଭୂମିକୁ…

ନବ ଦାସ ହତ୍ୟା: ଜନସ୍ବାର୍ଥ ମାମଲାକୁ ଗୁରୁତ୍ବର ସହ ଗ୍ରହଣ କଲେ ହାଇକୋର୍ଟ

କଟକ: ପୂର୍ବତନ ମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ମାମଲାର ସିବିଆଇ ତଦନ୍ତ ପ୍ରସଙ୍ଗ ନେଇ ଦାୟର ଜନସ୍ବାର୍ଥ ମାମଲାକୁ ହାଇକୋର୍ଟ ଗୁରୁତ୍ବର ସହିତ ଗ୍ରହଣ କରିଛନ୍ତି। ନବ ଦାସଙ୍କୁ ଗୁଳି ମାରି ହତ୍ୟା କରାଯିବା ଘଟଣା ସଂପର୍କିତ ଫୌଜଦାରୀ ମାମଲା…

ଭାରତ-ବାଂଲାଦେଶ ସୀମାରେ ଅସମ୍ପୂର୍ଣ୍ଣ ଫେନସିଂ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଲୋକସଭାରେ କହିଛନ୍ତି ଯେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ସୀମାର ପରିସର ୪୦୯୬.୭ କିଲୋମିଟର ଥିବାବେଳେ ଏପର୍ଯ୍ୟନ୍ତ ୮୬୪.୫ କିଲୋମିଟର ପରିସରରେ ତାର ବାଡ଼ ଲଗାଯାଇପାରିନାହିଁ | ଏଥିମଧ୍ୟରୁ ୧୭୪.୧୫ କିଲୋମିଟର ଅଞ୍ଚଳ ଖାଲରେ ପରିପୂର୍ଣ୍ଣ |…

ଭାରତରୁ ପିନାକ ରକେଟ ଲଂଚର କିଣିବ ଫ୍ରାନ୍ସ

ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଏବଂ ପୁଞ୍ଜି ବିନିଯୋଗକୁ ପ୍ରୋତ୍ସାହିତ କରିବାକୁ ଆହ୍ୱାନ ଦେଇଛନ୍ତି। ଭାରତ-ପ୍ରଶାନ୍ତ ମହାସାଗରୀୟ ତଥା ବିଭିନ୍ନ ବିଶ୍ୱସ୍ତରୀୟ ଫୋରମରେ ସେମାନଙ୍କର ଯୋଗଦାନକୁ ବ୍ୟାପକ…

ଆଖି ବୁଜିଲେ ଅଯୋଧ୍ୟା ରାମ ମନ୍ଦିରର ମୁଖ୍ୟ ପୂଜକ: ୮୫ ବର୍ଷ ବୟସରେ ଦେହାନ୍ତ

ଲକ୍ଷ୍ନୌ: ଆଉ ନାହାନ୍ତି ଅଯୋଧ୍ୟା ରାମ ମନ୍ଦିରର ମୁଖ୍ୟ ପୂଜକ । ୮୫ ବର୍ଷ ବୟସରେ ପୂଜକ ସତୈନ୍ଦ୍ର ଦାସଙ୍କ ପରଲୋକ । ବ୍ରେନ ଷ୍ଟ୍ରୋକ ପରେ ଫେବ୍ରୁଆରୀ ୩ ତାରିଖରୁ ଲକ୍ଷ୍ନୌ ପିଜିଆଇ ହସ୍ପିଟାଲରେ ସତୈନ୍ଦ୍ରଙ୍କ ଚିକିତ୍ସା ଚାଲିଥିଲା ।…

ମସ୍କ ଜଣେ ଅସୁରକ୍ଷିତ ବ୍ୟକ୍ତି: ସାମ୍‌ ଅଲ୍‌ଟମନ

ନୂଆଦିଲ୍ଲୀ: ଓପନ୍‌ ଏଆଇର ପ୍ରତିଷ୍ଠାତା ସାମ୍‌ ଅଲ୍‌ଟମନ ଓ ଟେସ୍‌ଲାର ସିଇଓ ଏଲନ୍‌ ମସ୍କଙ୍କ ମଧ୍ୟରେ ବିବାଦ ଥମିବାର ନାଁ ଧରୁନାହିଁ। ସେମାନଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ବୃଦ୍ଧି ପାଇବାରେ ଲାଗିଛି। ଅଲ୍ଟମ୍ୟାନ୍ ତାଙ୍କର ସଦ୍ୟତମ ମନ୍ତବ୍ୟରେ ମସ୍କଙ୍କୁ ଅସୁରକ୍ଷିତ ବ୍ୟକ୍ତି ବୋଲି…

ଟେକ୍ନୋଲୋଜି ମଣିଷର ସ୍ଥାନ ନେଇପାରିବ କି? ଫ୍ରାନ୍ସରେ ସବୁଠୁ ଅଧିକ ପଚରାଯାଇଥିବା ପ୍ରଶ୍ନର ଉତ୍ତର ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଫ୍ରାନ୍ସରେ ଏଆଇ ଶିଖର ସମ୍ମିଳନୀରେ ଯୋଗ ଦେଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସବୁଠାରୁ ବେଶୀ ପଚରା ଯାଇଥିବା ପ୍ରଶ୍ନର ଉତ୍ତର ଦେଇଛନ୍ତି। ତାହା ହେଉଛି, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ମାନବ ଚାକିରିର ସ୍ଥାନ ନେଇପାରିବ କି? ଉତ୍ତରରେ ପ୍ରଧାନମନ୍ତ୍ରୀ କହିଥିଲେ,…

ମମତାଙ୍କ ବଡ଼ ଘୋଷଣା, ଅଙ୍ଗନୱାଡି-ଆଶାକର୍ମୀଙ୍କୁ ମିଳିବ ମୋବାଇଲ ଫୋନ

କୋଲକାତା,୧୨।୨: ରାଜ୍ୟ ସରକାରଙ୍କ ବଡ଼ ଘୋଷଣା। ସରକାରୀ କର୍ମଚାରୀଙ୍କ ସହ ଅଙ୍ଗନବାଡି କର୍ମୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ସରକାର। ଅର୍ଥ ରାଷ୍ଟ୍ରମନ୍ତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ରାଜ୍ୟ ବଜେଟରେ DA କିମ୍ବା ମହଙ୍ଗା ଭତ୍ତା ବୃଦ୍ଧି କରିବାକୁ ପ୍ରସ୍ତାବ ଦେଇଛନ୍ତି। ଏହିକ୍ରମରେ…

ଟ୍ୟାକ୍ସ ପରେ ମହଙ୍ଗା ମାଡ଼ରୁ ଲୋକଙ୍କୁ ମିଳିଲା ଆଶ୍ବସ୍ତି, ପାଞ୍ଚ ମାସରେ ସର୍ବନିମ୍ନ ସ୍ତରରେ ଖୁଚୁରା ମୁଦ୍ରାସ୍ଫୀତି

ନୂଆଦିଲ୍ଲୀ,୧୨।୨: ଜାନୁଆରୀରେ ଖୁଚୁରା ମୁଦ୍ରାସ୍ଫୀତି ହ୍ରାସ ପାଇ ୪.୩୧ ପ୍ରତିଶତ ହୋଇଛି। ଖାଦ୍ୟ ସାମଗ୍ରୀ ଶସ୍ତା ହେବା ଯୋଗୁଁ ମୁଦ୍ରାସ୍ଫୀତି ହ୍ରାସ ପାଇଛି। ଡିସେମ୍ବରରେ ଉପଭୋକ୍ତା ମୂଲ୍ୟ ସୂଚକାଙ୍କ (ସିପିଆଇ) ଆଧାରିତ ଖୁଚୁରା ମୁଦ୍ରାସ୍ଫୀତି ୫.୨୨ ପ୍ରତିଶତ ଏବଂ ଗତ ବର୍ଷ…

ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ୍ ର ସମସ୍ତ ଏପିସୋଡ୍ ଡିଲିଟ୍ କଲେ ଆୟୋଜକ ସମୟ ରାଇନା

ମୁମ୍ବାଇ,୧୨।୨: ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ୍ ଉପରେ ବିବାଦ ପରେ, ଏବେ ଶୋ’ର ଆୟୋଜକ ସମୟ ରାଇନା ଶୋ’ର ସମସ୍ତ ଏପିସୋଡ୍ ଡିଲିଟ୍ କରିଦେଇଛନ୍ତି। ସେ ଏକ୍ସ’ରେ ପୋଷ୍ଟ କରି ଚାଲିଥିବା ବିବାଦ ଉପରେ ନିଜର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ…