Month: February 2025

ଗାଜା ଛାଡିବାକୁ ନିଷ୍ପତ୍ତି ନେଲା ହମାସ: ପାଲେଷ୍ଟାଇନ କର୍ତ୍ତୃପକ୍ଷଙ୍କୁ କ୍ଷମତା ହସ୍ତାନ୍ତର କରିବାକୁ ଘୋଷଣା

ଗାଜା: ହମାସ ପାଲେଷ୍ଟାଇନର ଗାଜା ଷ୍ଟ୍ରିପକୁ ପାଲେଷ୍ଟାଇନୀ କର୍ତ୍ତୃପକ୍ଷ (ପିଏ)କୁ ହସ୍ତାନ୍ତର କରିବାକୁ ରାଜି ହୋଇଛି। ସ୍କାଏ ନ୍ୟୁଜ୍ ଆରବିୟାର ଏକ ରିପୋର୍ଟରେ ଏହି ଦାବି କରାଯାଇଛି। ପିଏ ହେଉଛି ଅନ୍ତର୍ଜାତୀୟ ସ୍ତରରେ ସ୍ୱୀକୃତିପ୍ରାପ୍ତ ପାଲେଷ୍ଟାଇନ ସରକାର। ଏହା ୧୯୯୩ ଓସଲୋ…

ଏଥର ରଥଯାତ୍ରାକୁ ଜଗିବ AI କ୍ୟାମେରା

ପୁରୀ : ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ଜଗିବ ଏଆଇ କ୍ୟାମେରା । ଏ ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବା କହିଛନ୍ତି ଏସପି । ଟ୍ରାଫିକ୍ ଓ କ୍ରାଉଡ୍ ମ୍ୟାନେଜମେଣ୍ଟ ପାଇଁ ବଡ଼ଦାଣ୍ଡରେ ଲାଗିବ ଏଆଇ କ୍ୟାମେରା । ଏନଏଚ୍ ଓ ବଡ଼ଦାଣ୍ଡରେ…

କର୍ମଚାରୀଙ୍କୁ ୧୪ କୋଟି ଟଙ୍କା ବୋନସ୍‌

ନୂଆଦିଲ୍ଲୀ: କୋଏମ୍ବାଟୁରର ଏକ ଏଆଇ ଷ୍ଟାର୍ଟଅପ୍‌ କମ୍ପାନୀ ବର୍ତ୍ତମାନ ବେଶ୍‌ ଚର୍ଚ୍ଚାରେ ରହିଛି। କୋଭାଇ.କୋ ନାମକ ଏହି କମ୍ପାନୀ ନିଜର ୧୪୦ଜଣ କର୍ମଚାରୀଙ୍କୁ ବୋନସ ବାବଦରେ ୧୪ କୋଟି ଟଙ୍କା ପ୍ରଦାନ କରିଥିବା ଜଣାପଡ଼ିଛି। ଏହି କମ୍ପାନୀ ବିବିସି, ବୋଇଂ ଓ…

ରାଜ୍ୟରେ ଖାଲିପଡିଛି ଆଇଏଏସ୍ ଏବଂ ଆଇପିଏସ୍ ପଦବୀ

ଭୁବନେଶ୍ବର: ରାଜ୍ୟରେ ଆଇଏଏସ୍ ଏବଂ ଆଇପିଏସ୍ ଅଧିକାରୀଙ୍କ ମରୁଡି । ଖାଲି ପଡିଛି ପଦବୀ ୬୬ ଆଇଏଏସ୍ ପଦବୀ ଓ ୬୯ ଆଇପିଏସ୍ । ବିଧାୟକ ଅରୁଣ ସାହୁଙ୍କ ପ୍ରଶ୍ନରେ ଆଜି ଗୃହରେ ଏହି ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ…

ଅମିତାଭଙ୍କ ଜ୍ବାଇଁଙ୍କ ଉପରେ ଲାଗିଲା ଜୀବନ ହାରିବା ପାଇଁ ପ୍ରବର୍ତ୍ତାଇଥିବାର ଅଭିଯୋଗ

ଲକ୍ଷ୍ନୌ: ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ଜ୍ବାଇଁ ନିଖିଲ ନନ୍ଦାଙ୍କ ବିରୋଧରେ ରୁଜୁ ହେଲା ମାମଲା। ଉତ୍ତର ପ୍ରଦେଶର ବଦାୟୁଁ ଜିଲ୍ଲାର ଦାନଗଞ୍ଜ ପୁଲିସ ଷ୍ଟେସନରେ ନିଖିଲ ନନ୍ଦାଙ୍କ ସମେତ ଟ୍ରାକ୍ଟର କମ୍ପାନର ଅନେକ ଅଧିକାରୀଙ୍କ ବିରୋଧରେ ଠକେଇ ଏବଂ ଆତ୍ମହତ୍ୟା…

ମୋ ବସ୍ ନା ମର୍ଡର ବସ୍? ଶୂନ୍ୟକାଳରେ ପ୍ରସଙ୍ଗ ଉଠାଇଲେ କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦୋଷ

ଭୁବନେଶ୍ୱର : ବିଧାନସଭାରେ ବି ଉଠିଲା ମୋ ବସ୍ ଦୁର୍ଘଟଣା ପ୍ରସଙ୍ଗ । ମୋ ବସ୍ ନା ମର୍ଡର ବସ୍ ? ଶୂନ୍ୟକାଳରେ ପ୍ରସଙ୍ଗ ଉଠାଇଲେ କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦୋଷ । ମୋ ବସ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା…

ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗ: ୮ ମାସରେ ୫୦ ସରକାରୀ ବାବୁଙ୍କ ନାଁରେ ମାମଲା

ଭୁବନେଶ୍ୱର: ବିଧାନସଭା ବଜେଟ ଅଧିବେଶନ ଆରମ୍ଭ ହୋଇଛି। ଜାରି ରହିଛି ବିଭିନ୍ନ ବିଭାଗର ପ୍ରଶ୍ନକାଳ। ଏହାରି ଭିତରେ ରାଜ୍ୟରେ ଦୁର୍ନୀତିକୁ ନେଇ ଗୃହରେ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ରାଜ୍ୟରେ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ଧରିବାକୁ ଭିଜିଲାନ୍ସ ଚେଷ୍ଟା ଜାରି ରଖିଥିବା…

ମୋଦୀଙ୍କ ଫେରିବାର ସପ୍ତାହେ ବିତିନି ଭାରତକୁ ଆଉ ଏକ ଝଟ୍‌କା ଦେଲା ଆମେରିକା: ବନ୍ଦ କଲା ନିର୍ବାଚନ ପାଣ୍ଠି

ନୂଆଦିଲ୍ଲୀ: ମୋଦୀଙ୍କ ଆମେରିକା ଗସ୍ତ ସାରି ଫେରିବାର ସପ୍ତାହ ବିତିନି ଭାରତକୁ ଆଉ ଏକ ଶକ୍ତ ଝଟ୍‌କା ଦେଲା ଆମେରିକା। ଭାରତରେ ଭୋଟରଙ୍କ ସଂଖ୍ୟା ବୃଦ୍ଧି କରିବା ପାଇଁ ଆମେରିକା ଦେଉଥିବା ୨୧ ନିୟୁତ ଡଲାର ପାଣ୍ଠିକୁ ରଦ୍ଦ କରି ଦେଇଛି।…

ପୁରୀରେ ଭୂକମ୍ପ ଗୁଜବ, ନ୍ୟାସନାଲ ସେଣ୍ଟର ଫର୍ ସେସମୋଲୋଜି ପକ୍ଷରୁ କୌଣସି ସୂଚନା ନାହିଁ

ପୁରୀ: ପୁରୀରେ ଭୂକମ୍ପ ଗୁଜବ । ଆଜି ସକାଳେ ପୁରୀରେ ୪.୭ ତୀବ୍ରତାରେ ଭୂକମ୍ପ ନେଇ କିଛି ଗଣମାଧ୍ୟମରେ ହୋଇଥିଲା ଜୋରଦାର ଚର୍ଚ୍ଚା । କିନ୍ତୁ ଏନେଇ ନ୍ୟାସନାଲ ସେଣ୍ଟର ଫର୍ ସେସମୋଲୋଜି ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ । ଆଜି…

୨୬ ପର୍ଯ୍ୟନ୍ତ ଗଙ୍ଗା ଆଳତି ବନ୍ଦ, ବାରାଣସୀ​‌ରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଛୁଟି ଘୋଷଣା

ବାରାଣସୀ : ଉତ୍ତରପ୍ରଦେଶ ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ଯୋଗୁଁ ରାଜ୍ୟର ଅନ୍ୟ ପ୍ରମୁଖ ତୀର୍ଥସ୍ଥାନ ଯଥା ଅଯୋଧ୍ୟା ରାମ ମନ୍ଦିର, ବାରାଣସୀ, କାଶୀ ବିଶ୍ବନାଥ ଓ ଅନ୍ୟାନ୍ୟ ସ୍ଥାନରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗି ରହିଛି। ଏପରି ଭିଡକୁ ନିୟନ୍ତ୍ରଣ କରିବା ଲାଗି…