Month: December 2024

ମୋବାଇଲ ଚୋରି ଗ୍ୟାଙ୍ଗର ପର୍ଦ୍ଦାଫାସ : ଚୋରି କରିବା ଲାଗି ମିଳୁଥିଲା ତାଲିମ ଓ ପରେ ଚାକିରି !

ଗୋରଖପୁର : ପେଶା ମୋବାଇଲ ଚୋରି କରିବା। କିନ୍ତୁ ଏଥିପାଇଁ ଦିଆଯାଉଥିଲା ତାଲିମ। ଚୋରି ଶିଖିବା ପରେ ମିଳୁଥିଲା ଚାକିରି। ନିଯୁକ୍ତି ପରେ ଅଫିସ ଭଳି ମିଳୁଥିଲା ଦରମା। କେବଳ ଦରମା ମିଳୁ ନଥିଲା, ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ବିଶ୍ୱ ଚେସ୍‌ ଚାମ୍ପିଅନ୍‌ ଡି. ଗୁକେଶ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ସର୍ବକନିଷ୍ଠ ବିଶ୍ୱ ଚେସ୍ ଚାମ୍ପିଅନ୍ ଡି. ଗୁକେଶ। ମୋଦିଙ୍କୁ ନିଜ ବିଶ୍ୱ ଚେସ୍ ଚାମ୍ପିଅନସିପ୍ ମେଡାଲ୍ ଦେଖାଇବା ସହିତ, ସେ ଜିତିଥିବା ମ୍ୟାଚର ଅରିଜିନାଲ୍ ଚେସବୋର୍ଡ ପ୍ରଧାନମନ୍ତ୍ରୀଙ୍କୁ ଉପହାର ଦେଇଛନ୍ତି ଗୁକେଶ। ଏହି…

ଡିଭାଇଡରରେ ପିଟି ହୋଇ ହାଇୱାକୁ ଧକ୍କାଦେଲା ସ୍କର୍ପିଓ; ୨ ମୃତ

ରାଉରରକେଲା : ଆଜି ଅପରାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ୧୪୩ ନମ୍ୱର ଜାତୀୟ ରାଜପଥରେ ଘଟିଛି। ଡିଭାଇଡରରେ ପିଟି ହୋଇ ହାଇୱାକୁ ଧକ୍କାଦେଲା ସ୍କର୍ପିଓ। ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨…

ଜିରୋ ନାଇଟ୍ ସେଲିବ୍ରେସନ ପାଇଁ ଜୋରଦାର ପ୍ରସ୍ତୁତି, ଓସିଏ କ୍ଲବର କାର୍ଯ୍ୟକ୍ରମ ବାତିଲ

କଟକ: ଜିରୋ ନାଇଟ୍ ସେଲିବ୍ରେସନ ପାଇଁ ଚାରିଆଡେ ଆରମ୍ଭ ହେଲାଣି ପ୍ରସ୍ତୁତି। ହୋଟେଲ, ରେଷ୍ଟୁରାଣ୍ଟଠାରୁ ଆରମ୍ଭ କରି କ୍ଲବ ପର୍ଯ୍ୟନ୍ତ ସେଲିବ୍ରେସନ ପାଇଁ କେତେ କ’ଣ ପ୍ରସ୍ତୁତି ଚଳାଇଛନ୍ତି। ସହରର ସର୍ବପୁରାତନ କ୍ଲବ କଟକ କ୍ଲବରେ ଚଳିତ ବର୍ଷ ମୁମ୍ବାଇ, କୋଲକାତାର…

ଲଘୁଚାପ ବର୍ଷାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟି ଆଶ୍ଵାସନା ଦେଲେ ମନ୍ତ୍ରୀ

ରାଜନଗର: ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ବିଭାଗର ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ରବିବାର କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ଗସ୍ତ କରି ଲଘୁଚାପ ବର୍ଷାରେ କ୍ଷତିଗ୍ରସ୍ତ ଚାଷଜମି ଓ ଚାଷୀଙ୍କୁ ଭେଟିଛନ୍ତି। ଚାଷୀମାନେ ମନ୍ତ୍ରୀଙ୍କୁ ନଷ୍ଟ ହୋଇଯାଇଥିବା ଓ ଗଜା ହୋଇଯାଇଥିବା…

H-1B ଭିସା ସମର୍ଥନରେ ଟ୍ରମ୍ପ, କହିଲେ- ମୁଁ ସର୍ବଦା ଏହା ସପକ୍ଷରେ

ନୂଆଦିଲ୍ଲୀ : H-1B ଭିସା। ଏହି ଭିସାକୁ ନେଇ ଏବେ ଆମେରିକାରେ ଆରମ୍ଭ ହୋଇଛି ବିତର୍କ। ତେବେ ଏହାରି ଭିତରେ ଏହି ଭିସାକୁ ନେଇ ୟୁ-ଟର୍ଣ୍ଣ ମାରିଛନ୍ତି ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ପୂର୍ବରୁ ଏହି ଭିସାକୁ ବିରୋଧ କରୁଥିବା…

ଅବତରଣ ବେଳେ ଦୁର୍ଘଟଣାଗ୍ରସ୍ତ ହେଲା ବିମାନ, ୧୭୯ ଯାତ୍ରୀ ଜୀଅନ୍ତା ଜଳିଗଲେ

ସିଓଲ : ପୁଣି ଆଉ ଏକ ବିମାନ ଦୁର୍ଘଟଣା। ଦକ୍ଷିଣ କୋରିଆରେ ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାର ଶିକାର ହୋଇଛି। ଏଥିରେ ୧୭୯ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୁଆନ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ ବେଳେ ଜେଜୁ ଏୟାରଲାଇନ୍ସର ଏକ…

ଗଞ୍ଜେଇ ସହ ଧରାପଡ଼ିଲେ ବିଧାୟିକାଙ୍କ ପୁଅ, ଅଭିଯୋଗକୁ ଖଣ୍ଡନ କଲେ ମା’

ତ୍ରିଭେନ୍ଦ୍ରମ : ଗଞ୍ଜେଇ ସହ ଧରାପଡିଲେ ବିଧାୟକଙ୍କ ପୁଅ। ଗଞ୍ଜେଇ ରଖିବା ଅଭିଯୋଗରେ କେରଳରେ ପୁଲିସ ବିଧାୟକଙ୍କ ପୁଅ ସମେତ ୯ ଜଣଙ୍କୁ ଗିରଫ କରିଥିଲା। ତେବେ ବର୍ତ୍ତମାନ ତାଙ୍କ ପୁଅ ଗଞ୍ଜେଇ ସହିତ ଗିରଫ ହୋଇଥିବା ଖବରକୁ ବିଧାୟିକା ୟୁ…

କଳ୍ପନା-ରସୁଲଗଡ଼ ରାସ୍ତା ଅବରୋଧ, ଘଣ୍ଟା ଘଣ୍ଟା ଧରି ଅଟକିଲା ଶତାଧିକ ଗାଡ଼ିମୋଟର

ଭୁବନେଶ୍ବର : କ୍ରିକେଟ ଖେଳକୁ ନେଇ ଗଣ୍ଡଗୋଳ ଯୋଗୁ କଳ୍ପନା-ରସୁଲଗଡ଼ ରାସ୍ତା ଅବରୋଧ କରାଯାଇଛି। ଲକ୍ଷ୍ମୀସାଗର ଛକଠାରେ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିବାରୁ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଛି। ପୁଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଉଦ୍ୟମ ଚଳାଇଥିଲେ ହେଁ…

ଟ୍ରାଙ୍କୁଲାଇଜ୍‌ ପରେ ଜନ୍ତାରେ ବାଘୁଣୀ ‘ଜିନ୍ନତ’

ବାରିପଦା : ଝାରଖଣ୍ଡରୁ ଆସି ପଶ୍ଚିମବଙ୍ଗର ଘଞ୍ଚ ଜଙ୍ଗଲରେ ଘୁରି ବୁଲୁଥିଲା ବାଘୁଣୀ ‘ଜିନ୍ନତ’। ଜମାରୁ ସେ ଶିମିଳିପାଳ ଅଭୟାରଣ୍ୟକୁ ଫେରୁନଥିଲା। ଯାହାକୁ ନେଇ ପଡ଼ିଯାଇଥିଲେ ଶିମିଳିପାଳ ପ୍ରାଣି ଉଦ୍ୟାନ୍‌ କର୍ତ୍ତୃପକ୍ଷ। ଦୀର୍ଘ ସମୟର ଲୁଚକାଳି ପରେ ଆଜି ବାଘୁଣୀ ‘ଜିନ୍ନତ’କୁ…