Month: December 2024

ଅପରେସନ ଲୋଟସ ଚଳାଇ ଦିଲ୍ଲୀ ଭୋଟର ତାଲିକା ଟାମ୍ପରିଂ କରୁଛି ବିଜେପି: କେଜରିୱାଲ୍

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି (ଏଏପି) ରାଷ୍ଟ୍ରୀୟ ସଂଯୋଜକ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରବିବାର ବିଜେପିକୁ ଟାର୍ଗେଟ୍ କରିଛନ୍ତି। ବିଜେପି “ଅପରେସନ୍ ଲୋଟସ୍” ମାଧ୍ୟମରେ…

ଯୋଗୀ ଆଦିତ୍ୟନାଥଙ୍କ ଘର ତଳେ ଶିବଲିଙ୍ଗ ରହିଛି, ତୁରନ୍ତ ଖୋଳାଯାଉ: ଅଖିଳେଶ ଯାଦବ

ନୂଆଦିଲ୍ଲୀ: ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ରବିବାର ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଓ ବିଜେପିକୁ ଟାର୍ଗେଟ୍ କରିଛନ୍ତି। ସେ କିହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ନୌ ସ୍ଥିତ ସରକାରୀ ବାସଭବନ…

ଯମୁନାରେ ବିସର୍ଜିତ ହେଲା ମନମୋହନ ସିଂହଙ୍କ ଅସ୍ଥି

ନୂଆଦିଲ୍ଲୀ ୨୯।୧୨: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡ.ମନମୋହନ ସିଂହଙ୍କ ଅସ୍ଥି ରବିବାର ଦିଲ୍ଲୀରେ ଯମୁନା ନଦୀରେ ପ୍ରବାହୀତ କରାଯାଇଛି। ‘ଅସ୍ଥି ବିସର୍ଜନ’ ଲାଗି ଗୁରୁଦ୍ୱାରା ପକ୍ଷରୁ ମଜନୁ…

ମୁସଲମାନ ମାନଙ୍କୁ ନୂଆବର୍ଷ ପାଳନରୁ ବିରତ ରହିବାକୁ ଅଲ ଇଣ୍ଡିଆ ମୁସ୍ଲିମ ଜମାତର ‘ଫତୱା’

ବରେଲୀ ୨୯।୧୨: ଅଲ ଇଣ୍ଡିଆ ମୁସ୍ଲିମ ଜମାତର ଜାତୀୟ ସଭାପତି ମୌଲାନା ଶହାବୁଦ୍ଦିନ ରଜଭୀ ବରେଲୀବି ରବିବାର ଏକ ଫତୱା ଜାରି କରିଛନ୍ତି। ଏହି ଫତୱାରେ ମୁସ୍ଲିମ…

ଦିଲ୍ଲୀ ହାଇକୋର୍ଟଙ୍କ ବଡ଼ ରାୟ: ଶାରୀରିକ ସମ୍ପର୍କର ଅର୍ଥ ଯୌନ ନିର୍ଯାତନା ନୁହେଁ

ନୂଆଦିଲ୍ଲୀ : ପୋକ୍‌ସୋ ମାମଲାରେ ଜଣେ ବ୍ୟକ୍ତିଙ୍କୁ ଦୋଷମୁକ୍ତ କରି ଦିଲ୍ଲୀ ହାଇକୋର୍ଟ କହିଛନ୍ତି ଯେ ନାବାଳିକା ପୀଡ଼ିତା ବ୍ୟବହାର କରିଥିବା ଶାରୀରିକ ସମ୍ପର୍କର ଅର୍ଥ ସ୍ୱତଃସ୍ଫୁତ୍ତ…

ପ୍ରତିଷ୍ଠା ଦିବସରେ ନନ୍ଦନକାନନ ପାଇଁ ଖୁସିଖବର, ଦ୍ବିତୀୟ ଥର ମା’ ହେଲା ସିମ୍ପାଞ୍ଜି ‘ରାକ୍ଷୀ’

ବାରଙ୍ଗ ୨୯।୧୨: ପ୍ରତିଷ୍ଠା ଦିବସରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପାଇଁ ଖୁସିଖବର । ଦ୍ବିତୀୟ ଥର ମା’ ହେଲା ସିମ୍ପାଞ୍ଜି ‘ରାକ୍ଷୀ’ । ୬୦(କ) ଖୁଆଡର ରହୁଥିବା ସିମ୍ପାଞ୍ଜି ‘ରାକ୍ଷୀ’ ଶାବକ ଜନ୍ମ ଦେଇଛି । ଜନ୍ମିତ ଶାବକକୁ ମିଶାଇ ପ୍ରାଣୀ…

ଶିଶୁ ସାହିତ୍ୟିକ ରାମକୃଷ୍ଣ ନନ୍ଦଙ୍କ ଜନ୍ମମାଟିରେ ସାଂସଦ ମୁନ୍ନା ଖାଁ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ପରିବାରକୁ ଭେଟିଲେ

ନିଆଳି ୨୯।୧୨: ରାଜ୍ୟସଭା ସାଂସଦ ମୁନ୍ନା ଖାଁ ଶିଶୁ ସାହିତ୍ୟିକ ରାମକୃଷ୍ଣ ନନ୍ଦଙ୍କ ପ୍ରାର୍ଥନାକୁ କଦର୍ଥ ବିଶ୍ଲେଷଣ କରିବା ଘଟଣା ପରେ ରବିବାର ରାମକୃଷ୍ଣ ନନ୍ଦଙ୍କ ଜନ୍ମମାଟିରେ ପହଞ୍ଚିଥିଲେ ସାଂସଦ । ଜନ୍ମମାଟିକୁ ସାଷ୍ଟାଙ୍ଗ…

ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ କଳାହାଣ୍ଡି ଚାଷୀଙ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଶଂସା

କଳାହାଣ୍ଡି: ମନ କି ବାତ୍‌ କାର୍ଯ୍ୟକ୍ରମରେ କଳାହାଣ୍ଡିର ଚାଷୀଙ୍କ କଥା କହିଲେ ପ୍ରଧାନମନ୍ତ୍ରୀ ମୋଦୀ। କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକର ଜଣେ ଯୁବ ଚାଷୀ କିଭଳି ଟମାଟୋ…

ଯାତାୟାତ ପାଇଁ ପୁଣି ଖୋଲିଲା ୨୭୦ କି.ମି. ଦୀର୍ଘ ଜମ୍ମୁ-ଶ୍ରୀନଗର ରାଜମାର୍ଗ, ଭୀଷଣ ହୀମପାତ ଯୋଗୁ ହୋଇଥିଲା ବନ୍ଦ

ଶ୍ରୀନଗର ୨୯।୧୨: ଜମ୍ମୁ-କାଶ୍ମୀରରେ ଭୀଷଣ ହୀମପାତ ଯୋଗୁ ଦିନକ ପାଇଁ ବନ୍ଦ ରହିବା ପରେ ୨୭୦ କିଲୋମିଟର ଲମ୍ବା ଜମ୍ମୁ-ଶ୍ରୀନଗର ରାଜମାର୍ଗକୁ ରବିବାର ପୁଣି ଖୋଲାଯାଇଛି। ଫଳରେ ଜାମରେ…