Month: December 2024

କାର୍ଯ୍ୟରତ ମଧ୍ୟାହ୍ନଭୋଜନ ପାଚିକାଙ୍କ ପାଇଁ ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ଭୁବନେଶ୍ୱର: ଚାକିରି କାଳରେ ପାଚିକାଙ୍କ ମୃତ୍ୟୁ ହେଲେ ତାଙ୍କ ପରିବାର ସଦସ୍ୟଙ୍କୁ ମୃତ୍ୟୁକାଳୀନ ସହାୟତା ବାବଦକୁ ୧ ଲକ୍ଷ ଟଙ୍କା ପ୍ରଦାନ କରାଯିବ । ପ୍ରଧାନମନ୍ତ୍ରୀ ପୋଷଣ ଶକ୍ତି ନିର୍ମାଣ ଯୋଜନା ଅଧୀନରେ ଏହି ସହାୟତା ମିଳିବ । ଏନେଇ ବିଦ୍ୟାଳୟ…

ଫାଟିଲା ସିଲିଣ୍ଡର, ଜଳିଗଲେ ୩ ପିଲାଙ୍କ ସମେତ ୬

ହଠାତ୍‌ ଭୁଶୁଡିଲା ଛାତ। ଏହାପରେ ଫାଟିଲା ସିଲିଣ୍ଡର। ଏଥିରେ ଗୋଟିଏ ପରିବାରର ୬ ଜଣ ଜଳି ଯାଇଛନ୍ତି। ରାଜଧାନୀ ଦିଲ୍ଲୀର ନରେଲାରେ ଘଟିଛି ଏଭଳି କିଛି ଘଟଣା। ସିଲିଣ୍ଡରରେ ବିସ୍ଫୋରଣ ଯୋଗୁ ପୂରା ଅଞ୍ଚଳରେ ଆତଙ୍କ ଖେଳି ଯାଇଛି। ସୂଚଦା ମୁତାବକ,…

ଜଗତପୁର ଶିଳ୍ପାଞ୍ଚଳରୁ ବନ୍ଧୁକ ଜବତ, ଯୁବକ, ଗିରଫ

କଟକ : କଟକ ଜଗତପୁର ଶିଳ୍ପାଞ୍ଚଳରୁ ବନ୍ଧୁକ ଜବତ ହୋଇଛି । ଜଣେ ଯୁବକ ଠାରୁ ଦେଶୀ ବନ୍ଧୁକ ଜବତ କରିଛି ଜଗତପୁର ଥାନା ପୋଲିସ । ଏଥି ସହ ଏକ ବୁଲେଟ ଓ ଏକ ଫୋନ ମଧ୍ୟ ଜବତ୍ କରିଛି…

ଚାଷୀଙ୍କ ଖାତାକୁ ଗଲା ୮୦୦ ଟଙ୍କା ଇନପୁଟ୍ ସହାୟତା

ବରଗଡ଼: ଚାଷୀଙ୍କ ଖାତାକୁ ଗଲା ଇନପୁଟ୍ ସହାୟତା । ୮୦୦ ଟଙ୍କାର ଇନ୍‌ପୁଟ ସହାୟତା ଦେଲେ ରାଜ୍ୟ ସରକାର । ବରଗଡ ସୋହେଲାରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କେନ୍ଦ୍ର…

ଭ୍ୟାନ୍‌ରୁ ମିଲିଲା ଦୁଇ ପୁଲିସକର୍ମୀଙ୍କ ରକ୍ତ ଜୁଡୁବୁଡୁ ମୃତଦେହ

ରକ୍ତ ଜୁଡୁବୁଡୁ ଅବସ୍ଥାରେ ଭ୍ୟାନ୍‌ ଭିତରୁ ମିଳିଲା ଦୁଇ ପୁଲିସ କର୍ମୀଙ୍କ ମୃତଦେହ। ଉଭୟଙ୍କ ଦେହରେ ଗୁଳି ବାଜିଛି। ଜମ୍ମୁ କଶ୍ମୀରର ଉଧମପୁର ଜିଲ୍ଲାରେ ଘଟିଛି ଏଭଳି କିଛି ଘଟଣା। ଏହାକୁ ନେଇ ଚାରିଆଡେ ଆତଙ୍କ ଖେଳି ଯାଇଛି। ସୂଚନା ମୁତାବକ,…

ବ୍ରିଜ ଆଣ୍ଡ ରୁଫ କୋ ଲିମିଟେଡ଼ରେ ସିବିଆଇ ଚଢ଼ାଉ ମାମଲା, ତିନି ଗିରଫ

ଭୁବନେଶ୍ବର : ଭୁବନେଶ୍ବର ରାମ ମନ୍ଦିର ପାଖରେ ଥିବା ବ୍ରିଜ ଆଣ୍ଡ ରୁଫ କୋ . ଲିମିଟେଡ଼ରେ ସିବିଆଇ ଚଢ଼ାଉ ମାମଲାରେ ତିନି ଜଣ ଗିରଫ । ଆଦିତ୍ୟ ଦେବ ଇନଫ୍ରା ପ୍ରା. ଲିଃର ଏମଡି ଦେବଦତ୍ତ ମହାପାତ୍ରଙ୍କ ସହ ୩…

ଓଏଏସ ଅଫିସରଙ୍କୁ ସରକାରଙ୍କ ବଡ଼ା ଚେତାବନୀ

ଭୁବନେଶ୍ୱର: ଓଏଏସ ଅଧିକାରୀଙ୍କୁ ପାଇଁ ଶକ୍ତ ହେଲେ ରାଜ୍ୟ ସରକାର । ଯେଉଁ ଓଏଏସ ଅଧିକାରୀଙ୍କୁ ବଦଳି କରାଯାଉଛି ସେମାନେ ନୂଆ ସ୍ଥାନରେ ଯୋଗ ଦେଉ ନ ଥିବାରୁ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ । ଆସନ୍ତା ୧୦ ତାରିଖ…

କେନ୍ଦ୍ର ମନ୍ତ୍ରୀରୁ ମଡେଲ୍‌, ଫ୍ୟାଶନ ଶୋ’ରେ ସିନ୍ଧିଆଙ୍କ ଜଲଓ୍ୱା

କେନ୍ଦ୍ର ମନ୍ତ୍ରୀରୁ ମଡେଲ୍‌। ଫ୍ୟାଶନ ଶୋ’ରେ ଭାଗ ନେଲେ ମୋଦି ସରକାରଙ୍କ ମନ୍ତ୍ରୀ। ରାମ୍ପ ଓ୍ୱକ୍‌ରେ ଜଲଓ୍ୱା ଦେଖାଇଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ। ତାଙ୍କ ସହ ରାଜ୍ୟ ମନ୍ତ୍ରୀ ସୁକାନ୍ତ ମଜୁମ୍‌ଦାର ମଧ୍ୟ ରାମ୍ପ ଓ୍ୱକ୍‌ କଲେ। ଦିଲ୍ଲୀର ଭାରତ ମଣ୍ଡପମ୍‌ରେ ଆୟୋଜିତ…

ଆସନ୍ତା ୧୦ରେ ଛତିଶାନିଯୋଗ ବୈଠକ, ମକର ସଂକ୍ରାନ୍ତି ନୀତିନିର୍ଘଣ୍ଟ ନେଇ ହେବ ଆଲୋଚନା

ଆସନ୍ତା ୧୦ ତାରିଖରେ ଛତିଶାନିଯୋଗର ଗୁରୁତ୍ୱପୂର୍ଣ୍ଣ ବୈଠକ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ଅଧକ୍ଷତାରେ ବସିବ ଏହି ବୈଠକ । ବୈଠକରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଆଲୋଚନା ହେବ । ୧୬ ତାରିଖ ଠାରୁ ଆରମ୍ଭ ହେବାକୁଥିବା…

୧୬ରୁ ରତ୍ନଭଣ୍ଡାର ମରାମତି କାର୍ଯ୍ୟ, ପ୍ରଥମେ ବାହାର ପରେ ଭିତର କାମ ହେବ

ପୁରୀ: ଆସନ୍ତା ୧୬ରୁ ରତ୍ନଭଣ୍ଡାର ମରାମତି ପାଇଁ ଦିନ ଧାର୍ଯ୍ୟ । ଦିନ ଧାର୍ଯ୍ୟ ନେଇ ଏଏସଆଇ ଅଧୀକ୍ଷକଙ୍କ ପକ୍ଷରୁ ସୂଚନା । ଏନେଇ ନୀତି ସବ୍‌ କମିଟି ବୈଠକରେ ଅଧିକ ନିଷ୍ପତ୍ତି ନିଆଯିବ । ୧୬ରୁ କାମ ଆରମ୍ଭ କରିବା…