ଟିକସ କଟିବାରୁ ବ୍ୟାଙ୍କ ମ୍ୟାନେଜରଙ୍କୁ ପିଟିଲେ ଗ୍ରାହକ
ଗୁଜରାଟର ଅହମଦାବାଦରେ ଥିବା ୟୁନିୟନ ବ୍ୟାଙ୍କ ଭିତରେ ଜଣେ ବ୍ୟାଙ୍କ ମ୍ୟାନେଜରଙ୍କୁ ମାଡ଼ ମାରିଛନ୍ତି ଜଣେ ଗ୍ରାହକ। ଏହାର ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି। ଫିକ୍ସଡ ଜମା ଉପରେ ବର୍ଦ୍ଧିତ ଟିକସ କାଟକୁ ବିରୋଧ କରି ଗ୍ରାହକ ଜୈମନ ରାୱଲ…
ଗୁଜରାଟର ଅହମଦାବାଦରେ ଥିବା ୟୁନିୟନ ବ୍ୟାଙ୍କ ଭିତରେ ଜଣେ ବ୍ୟାଙ୍କ ମ୍ୟାନେଜରଙ୍କୁ ମାଡ଼ ମାରିଛନ୍ତି ଜଣେ ଗ୍ରାହକ। ଏହାର ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି। ଫିକ୍ସଡ ଜମା ଉପରେ ବର୍ଦ୍ଧିତ ଟିକସ କାଟକୁ ବିରୋଧ କରି ଗ୍ରାହକ ଜୈମନ ରାୱଲ…
ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ପୁଣି ନକ୍ସଲ ପୁଲିସ କ୍ୟାମ୍ପ ଉପରେ ଆକ୍ରମଣ କରିଛନ୍ତି। ନକ୍ସଲ ଏବେ ଘାଇଲା ବାଘ ଭଳି ଜଂଗଲରେ ବୁଲୁଛନ୍ତି। ନିରୀହ ଗ୍ରାମବାସୀଙ୍କୁ ହତ୍ୟା କରିବା ସହ ପୁଲିସ ଉପରେ ଆକ୍ରମଣ କରି ନିଜର ପାରିବା…
କଟକ: ଡ୍ରେନ୍ କାମବେଳେ ଅଘଟଣ। ପୁଣି କଟକରେ ଡ୍ରେନରେ ଯାଇଛି ଜୀବନ। କଟକରେ ଡ୍ରେନ କାମ ସମୟରେ ଜଣେ ଶ୍ରମିକ ମୃତ, ଜଣେ ଗୁରୁତର। କଟକର ବିଡ଼ାନାସୀ ଛକରେ ସିଏମସିର ଡ୍ରେନ୍ କାମବେଳେ ଏହି ଅଘଟଣ ଘଟିଛି। ସିଏମସିର ଡ୍ରେନ୍ କାମବେଳେ…
ବଲାଙ୍ଗିର ଜିଲ୍ଲା ତୁଷୁରା ଥାନାରେ ପୁଲିସ ଓ ପବ୍ଲିକ ମଧ୍ୟରେ ମୁହାଁମୁହିଁ ଏବଂ ଧସ୍ତାଧସ୍ତି ହୋଇଛି। ସେଠାରେ ସ୍ଥିତି ଏବେ ବି ଉତ୍ତେଜନାପୂର୍ଣ୍ଣ ରହିଛି। ପୂର୍ବରୁ ଗୋଦାମପଡ଼ା ଓ ପତିତପାବନପଡ଼ା ଗାଁ ମଧ୍ୟରେ ସଂଘର୍ଷ ହୋଇଥିଲା। ତେବେ ଏହି ଘଟଣାରେ ପୁଲିସ…
ମାଲକାନଗିରି: କୋରକୋଣ୍ଡା ଠାରେ ଗତ ୫ ତାରିଖ ଦିନ ଜଣେ ବୃଦ୍ଧା ମହିଳାଙ୍କ ଶବ ପଞ୍ଚାୟତ ଷ୍ଟୋର ରୁମ ପାଖରେ ମିଳିଥିଲା। ଏନେଇ କୋରକୋଣ୍ଡା ପୁଲିସ ଘଟଣାର ତଦନ୍ତ କରୁଥିଲା। ବୃଦ୍ଧାଙ୍କୁ ହତ୍ୟା କରାଯାଇଥିବା ସଂଦେହ ଘନୁଭୂତ ହୋଇଥିଲା। ପରେ ପୁଲିସ…
ଆସନ୍ତା ବର୍ଷ ପ୍ରୟାଗରାଜରେ ଅନୁଷ୍ଠିତ ହେବାକୁ ଯାଉଥିବା ମହାକୁମ୍ଭ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ନିମନ୍ତ୍ରଣ ପଠାଇଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ସେଠାକାର ଶ୍ରମ ଓ ନିୟୋଜନ ମନ୍ତ୍ରୀ ଅନୀଲ ରାଜଭର…
କଟକ: ରେଭେନ୍ସା ବିଶ୍ବବିଦ୍ୟାଳୟରେ ଯୁକ୍ତ ୩ ଛାତ୍ରଙ୍କୁ ମାଡ ମାରି ଲହୁ ଲୁହାଣ କରିଦେଇଥିବା ଅଭିଯୋଗ ହୋଇଛି । ଆକ୍ରମଣରେ ଲହୁ ଲୁହାଣ ହୋଇଥିବା ଛାତ୍ର ଜଣକ ହେଲେ ପ୍ରଭାସ ରଞ୍ଜନ ମହାନ୍ତି । କୁହାଯାଉଛି ବିଜୁ ଜନତା ଦଳର ନେତା…
ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସ୍ପି) ଉପରେ ଆଇନଗତ ମାନ୍ୟତା ଦାବି କରି ଆଜି ପୁଣିଥରେ ପଞ୍ଜାବ-ହରିୟାଣା ବର୍ଡର ଶମ୍ଭୁ ଠାରୁ ୧୦୧ ଜଣ ଚାଷୀ ଆରମ୍ଭ କରିଥିବା ଦିଲ୍ଲୀ ଚଲୋ ଯାତ୍ରାକୁ ପୁଣି ଗୋଟିଏ ଦିନ ପାଇଁ ବନ୍ଦ କରି ଦିଆଯାଇଛି। ଆଜି…
ବାଲେଶ୍ବର : ବାଲେଶ୍ବର ସହର ଅରଡ଼ବଜାରରୁ ୨କେଜି ଓଜନର ବ୍ରାଉନସୁଗାର ଜବତ କରିଛି ଅବକାରୀ ବିଭାଗ । ବ୍ରାଉନସୁଗର ବ୍ୟବସାୟ କରୁଥିବା ଅଭିଯୋଗରେ ଅମଜାଦ ଖାଁକୁ ଅବକାରୀ ବିଭାଗ ଗିରଫ କରିଥିବାବେଳେ, ସବିର ଖାଁ ଫେରାର୍ ହୋଇଯାଇଛି । ଗତକାଲି ଅମଜାଦ…
ସିରିଆରେ ଘୋର ରାଜନୈତିକ ସଙ୍କଟ ଦେଖାଦେଇଛି। ଏହି ସମୟରେ ଦେଶ ଛାଡି ପଳାଉଥିବା ସିରିଆ ରାଷ୍ଟ୍ରପତି ବସର ଅଲ-ଅସଦଙ୍କ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା କୁହାଯାଉଛି। ବିଦ୍ରୋହୀଙ୍କ ଆକ୍ରମଣ ପରେ ସିରିଆ ରାଷ୍ଟ୍ରପତି ବସର ଅଲ-ଅସଦ ଏବଂ ତାଙ୍କ ପରିବାର ରାଜଧାନୀ ଡାମସକସ…