ସ୍ତ୍ରୀର ସବୁ ସମ୍ପତ୍ତି ନେଇ ସ୍ୱାମୀ ଫେରାର, ପିଲାକୁ ଧରି ଥାନା ଦୁଆରେ ମହିଳା
ଭଦ୍ରକ : ଅନେକ ସୁନେଲି ସ୍ଵପ୍ନ ଦେଖାଇଥିଲେ । ଅନେକ ଆଶା ଦେଖାଇ ପ୍ରେମିକାରୁ ସ୍ତ୍ରୀ କରିଥିଲେ । ଘର ସଂସାର କରି ସାରା ଜୀବନ ସ୍ତ୍ରୀ ସହିତ ଖୁସିରେ ବିତାଇବେ ବୋଲି ପ୍ରତିଶୃତି ଦେଇଥିଲେ । ହେଲେ ସ୍ଵପ୍ନ ଅଧାରୁ…
ଭଦ୍ରକ : ଅନେକ ସୁନେଲି ସ୍ଵପ୍ନ ଦେଖାଇଥିଲେ । ଅନେକ ଆଶା ଦେଖାଇ ପ୍ରେମିକାରୁ ସ୍ତ୍ରୀ କରିଥିଲେ । ଘର ସଂସାର କରି ସାରା ଜୀବନ ସ୍ତ୍ରୀ ସହିତ ଖୁସିରେ ବିତାଇବେ ବୋଲି ପ୍ରତିଶୃତି ଦେଇଥିଲେ । ହେଲେ ସ୍ଵପ୍ନ ଅଧାରୁ…
କଟକ: କଟକ ବଡ ମେଡିକାଲରେ ଚାକିରି ବିକ୍ରି ପ୍ରସଙ୍ଗରେ ଏବେ ଆଉ ଦୁଇ ଜଣ ଅଭିଯୁକ୍ତିଙ୍କୁ ବାନ୍ଧିଛି ପୋଲିସ୍ । ପୂର୍ବରୁ ୨ ଜଣ ଅଭିଯୁକ୍ତିଙ୍କୁ ଗିରଫ କରାଯାଇଥିବା ବେଳେ ଏବେ ପୁଣି ଆଉ ଦୁଇ ଜଣ ଅଭିଯୁକ୍ତଙ୍କୁ ଧରିଛି ମଙ୍ଗଳାବାଗ…
ଆସନ୍ତା ବର୍ଷ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ପଡ଼ିବ ଭୋଟ୍। ଦିନ ଯେତେ ପାଖେଇ ଆସୁଛି ରାଜନୈତିକ ମହଲରେ ସେତିକି ଚର୍ଚ୍ଚା ବଢ଼ୁଛି। ଦିଲ୍ଲୀରେ ଆମ୍ ଆଦମୀ ପାର୍ଟି ଓ କଂଗ୍ରେସ ମେଣ୍ଟା ହେବା ନେଇ ଚର୍ଚ୍ଚା ଲାଗି ରହିଛି। ତେବେ…
କଟକ: ପୁଅ ଆଗରେ ବାପାଙ୍କୁ ହତ୍ୟା । ବୀଭତ୍ସ ଭାବେ ପିଟି ପିଟି ମାରିଦେଲେ ଦୁର୍ବୃତ୍ତ । ମୃତକ କେନ୍ଦ୍ରାପଡା ପାଟଳିପଙ୍କ ଅଞ୍ଚଳର ତୋଫାନ ସାମଲ। ତୋଫାନ କଟକ ତ୍ରିଶୁଳିଆରେ ଏକ ଆପାର୍ଟମେଣ୍ଟରେ ଶ୍ରମିକ ଭାବେ କାମ କରୁଥିଲେ । ଗତକାଲି…
ଭୁବନେଶ୍ବର: ଚଳିତ ମାସ ୧୭ ତାରିଖ ଠାରୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ ଆରମ୍ଭ ହେବ। ଏହି ମରାମତି କାମ ସରିବା ପର୍ଯ୍ୟନ୍ତ ଦ୍ବିତୀୟ ଭୋଗ ମଣ୍ଡପ ପରଠାରୁ ଅର୍ଥାତ ଅପରାହ୍ଣ ୧ଟା ପରେ ସନ୍ଧ୍ୟା ୫/୬ଟା ଯାଏଁ ଜାରି ରହିବ।…
ରାଜ୍ୟସଭା ଅଧ୍ୟକ୍ଷ ତଥା ଉପ ରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ବିରୋଧରେ କଂଗ୍ରେସ ଓ ଏହାର ସହଯୋଗୀ ଦଳଗୁଡ଼ିକ ଗୋଟିଏ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି। ଗୃହ ପରିଚାଳନା ବେଳେ ଧନଖଡ଼ ପକ୍ଷପାତିତା କରିଥିବାରୁ ବିରୋଧୀ ମେଣ୍ଟ ଇଣ୍ଡିଆ ବ୍ଲକ ପକ୍ଷରୁ ଏପରି ଅନାସ୍ଥା…
ବ୍ରହ୍ମପୁର: ବହୁ ଚର୍ଚ୍ଚିତ ଟାଟା ମୋଟର୍ସରେ ଚାକିରି ଦେବା ନାଁରେ ଟଙ୍କା ଠକେଇ ମାମଲାର ବିଚାରଣା ଆରମ୍ଭ ହୋଇଛି। ଏଣୁ ଏହି ମାମଲାରେ ଅଭିଯୁକ୍ତ ଥିବା ବ୍ରହ୍ମପୁର ସାଂସଦ ଡ. ପ୍ରଦୀପ କୁମାର ପାଣିଗ୍ରାହୀ କୋର୍ଟରେ ହାଜର ହୋଇଛନ୍ତି। ସାଂସଦ ଓ…
ଭୁବନେଶ୍ବର: ପ୍ରଥମ ଥର ପାଇଁ ରାଜ୍ୟରେ ଆୟୋଜିତ ହେବାକୁ ଯାଉଛି ପ୍ରବାସୀ ଭାରତୀୟ ଦିବସ । ନୂଆବର୍ଷ ଜାନୁଆରୀ ୮ରୁ ୧୦ ତାରିଖ ପର୍ଯ୍ୟନ୍ତ, ୩ ଦିନ ଧରି ପ୍ରବାସୀ ଭାରତୀୟ ଅଷ୍ଟମ ସଂସ୍କରଣ ଆୟୋଜିତ ହେବାକୁ ଯାଇଛି । ଏଥିପାଇଁ…
ମହାରାଷ୍ଟ୍ର ନିର୍ବାଚନରେ ବଡ଼ ବିଜୟ ହାସଲ କରି ବିଜେପି ନେତୃତ୍ଵାଧୀନ ମହାୟୁତି ମେଣ୍ଟ ସରକାର ଗଢ଼ି ସାରିଲାଣି। ହେଲେ ଏବେ ବି ପରାଜୟକୁ ଗ୍ରହଣ କରିପାରୁନାହାନ୍ତି ବିରୋଧୀ। ଚିରାଚରିତ ଭାବେ ଇଭିଏମ୍ ଉପରେ ଦୋଷ ଲଦିବା ସହ ଭିଭିପାଟ୍ ସ୍ଲିପ୍ ସଂଖ୍ୟାରେ…
କଟକ : କଟକ ସହରରେ ମଶାଙ୍କ ଉପଦ୍ରବ କମାଇବା ପାଇଁ CMCର ପଦକ୍ଷେପ। CMC ପକ୍ଷରୁ ଡ୍ରୋନରେ କରାଯିବ ସ୍ପ୍ରେ। ମଶାଙ୍କ ବଂଶ ବୃଦ୍ଧି ରୋକିବା ପାଇଁ କରାଯିବ ଡ୍ରୋନ ସ୍ପ୍ରେ । ଯେଉଁଠି CMC କର୍ମଚାରୀ ସ୍ପ୍ରେ କରିପାରିବେନି ସେଠି…