ବାବା ସିଦ୍ଦିକିଙ୍କ ପାଇଁ ଭାଙ୍ଗି ପଡ଼ିଲେ ଭାଇଜାନ୍; କ୍ୟାନସଲ କଲେ ସୁଟିଂ
ଏନ୍ସିପିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକିଙ୍କୁ ହତ୍ୟା ପରେ ଭାଙ୍ଗି ପଡ଼ିଛନ୍ତି ବଲିଉଡର ଭାଇଜାନ ସଲମାନ ଖାନ। ସିଦ୍ଦିକିଙ୍କୁ ହତ୍ୟା କରାଯାଇଥିବା ଖବର ପାଇବା ପରେ ସୁଟିଂ କ୍ୟାନସଲ କରି ଲୀଳାବତି ହସ୍ପିଟାଲରେ ପହଞ୍ଚିଥିଲେ ଭାଇଜାନ। ବାବା…