Month: October 2024

ମୁଦା ଝଡ଼ ଭିତରେ ମିଳିଥିବା ଜମିକୁ ଫେରାଇବା ପାଇଁ ନିଷ୍ପତ୍ତି ନେଲେ କଂଗ୍ରେସ ସଭାପତି

କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଓ ତାଙ୍କ ପରିବାର ସରକାରଙ୍କ ପକ୍ଷରୁ ପାଇଥିବା ୫ ଏକର ଜମିକୁ ଫେରାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ସରକାରଙ୍କ ପକ୍ଷରୁ ସିଦ୍ଧାର୍ଥ ବିହାର ଟ୍ରଷ୍ଟକୁ ଏପରି ଜମି ଆବଣ୍ଟନ କରାଯାଇଥିଲା। ଏହାର ମାଲିକାନା ଖଡଗେଙ୍କ ପରିବାର…

ଦୁଇ ଚାରି ଦିନ ମଧ୍ୟରେ ଆସିବ ରତ୍ନଭଣ୍ଡାର ଜିପିଆର ସର୍ଭେ ରିପୋର୍ଟ, ଗୁପ୍ତ ସୁଡ଼ଙ୍ଗ ଥିଲେ ଜଣାପଡିବ

ଭୁବନେଶ୍ୱର : ଦୁଇ ଚାରି ଦିନ ମଧ୍ୟରେ ଆସିବ ରତ୍ନଭଣ୍ଡାର ଜିପିଆର ସର୍ଭେ ରିପୋର୍ଟ । ରତ୍ନଭଣ୍ଡାରରେ ଗୁପ୍ତ ସୁଡ଼ଙ୍ଗ ଅଛି କି ନାହିଁ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ । ଗୁପ୍ତ ସୁଡ଼ଙ୍ଗ ଥିଲେ କାନ୍ଥ ଭିତରେ କିଛି…

ବାବା ସିଦ୍ଦିକିଙ୍କୁ ଗୁଳି କରି ହତ୍ୟା ଘଟଣା: କଂଗ୍ରେସ- ବିଜେପି ମୁହାଁମୁହିଁ

ଏନସିପିର ନେତା ତଥା ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକିଙ୍କୁ ଗୁଳି କରି ହତ୍ୟା କରାଯିବା ଘଟଣାରେ ରାଜନୀତିକ ହଟଚମଟ ସୃଷ୍ଟି ହୋଇଛି। ଶନିବାର ବିଳମ୍ବିତ ସନ୍ଧ୍ୟାରେ ସିଦ୍ଦିକିଙ୍କୁ ବାନ୍ଦ୍ରାରେ ଥିବା ପୁଅଙ୍କ ଅଫିସ ନିକଟରେ ଗୁଳି କରି ହତ୍ୟା କରାଯାଇଥିଲା।…

ଶ୍ରୀମନ୍ଦିରରେ ଭକ୍ତଙ୍କୁ ମିଳିବ ମାଗଣା ମହାପ୍ରସାଦ କୁଡୁଆ

ପୁରୀ: ଶ୍ରୀମନ୍ଦିର ମହାପ୍ରସାଦକୁ ନେଇ ବଡ ଘୋଷଣା କରିଛନ୍ତି ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ । ସେ କହିଛନ୍ତି, ଶ୍ରୀମନ୍ଦିରରେ ଭକ୍ତଙ୍କୁ ମାଗଣା ମହାପ୍ରସାଦ କୁଡୁଆ ମିଳିବ । ଏନେଇ ରାଜ୍ୟ ସରକାର ଯୋଜନା କରୁଛନ୍ତି ବୋଲି କହିଛନ୍ତି ଆଇନ ମନ୍ତ୍ରୀ…

ବାବା ସିଦ୍ଦିକିଙ୍କ ହତ୍ୟା ପାଇଁ ନିଜକୁ ଦାୟୀ କଲା ଲରେନ୍ସ ଗ୍ୟାଙ୍ଗ

ବାବା ସିଦ୍ଦିକିଙ୍କ ହତ୍ୟାକାଣ୍ଡକୁ ନେଇ ଏକ ନୂଆ ମୋଡ ସାମ୍ନାକୁ ଆସିଛି। ପୂର୍ବତନ ମନ୍ତ୍ରୀ ତଥା ଏନ୍‌ସିପି ନେତାଙ୍କ ହତ୍ୟା ପାଇଁ ନିଜକୁ ଦାୟୀ କରିଛି କୁଖ୍ୟାତ ଲରେନ୍ସ ଗ୍ୟାଙ୍ଗ। ଏନେଇ ଖୋଦ୍‌ ସେ ସୋଶାଲ ମିଡିଆରେ ସୂଚନା ଦେଇଛି। ଯାହା…

ହବିଷ୍ୟାଳିଙ୍କ ପାଇଁ ପୁରୀରେ ହେବ ସ୍ୱତନ୍ତ୍ର ବ୍ୟବସ୍ଥା: ଆଇନ ମନ୍ତ୍ରୀ

ପୁରୀ : ପାଖେଇ ଆସିଲାଣି କାର୍ତ୍ତିକ ମାସ । ଏହି ପବିତ୍ର ମାସରେ ପୁରୀରେ ଜମିବ ହବିଷ୍ୟାଳିଙ୍କ ଭିଡ଼ । ସୁରୁଖୁରୁରେ ସେମାନଙ୍କ ରହଣି ସହ ସୁବିଧାରେ ପ୍ରଭୁଙ୍କ ଦର୍ଶନ ନିମନ୍ତେ ପ୍ରଣୟନ କରାଯାଇଛି ହବିଷ୍ୟାଳି ଯୋଜନା । ହବିଷ୍ୟାଳିଙ୍କ ପାଇଁ…

ବାବା ସିଦ୍ଦିକିଙ୍କୁ ହତ୍ୟା, ଚିହ୍ନଟ ହେଲା ତୃତୀୟ ଶୁଟର୍‌

ଚିହ୍ନଟ ହେଲା ପୁର୍ବତନ ମନ୍ତ୍ରୀ ତଥା ଏନ୍‌ସିପି ନେତା ବାବା ସିଦ୍ଦିକିଙ୍କୁ ହତ୍ୟା କରିଥିବା ତୃତୀୟ ଶୁଟର୍‌। ଅଭିଯୁକ୍ତ ଜଣକ ଉତ୍ତରପ୍ରଦେଶ ବହରାଇଚର ବାସିନ୍ଦା ବୋଲି ପୁଲିସ କହିଛି। ଫେରାର ଶୁଟର୍‌ ଜଣଙ୍କ ହେଲା ଶିବକୁମାର ଓରଫ ଶିବା ଗୌତମ। ସେ…

କଟକ ଚାନ୍ଦିନୀଚୌକରେ ନିଆରା ପରମ୍ପରା, ଲାଗିହୁଏ ମାଛ ଭୋଗ

କଟକ: ଆଜି ବିଜୟା ଦଶମୀ । ଅସତ୍ୟ ଉପରେ ସତ୍ୟର, ଅଧର୍ମ ଉପରେ ଧର୍ମର ବିଜୟ ଉତ୍ସବ। ମଣ୍ତପରେ କରାଯାଉଛି ମହିଷା ମର୍ଦ୍ଦିନୀଙ୍କ ସ୍ୱତନ୍ତ୍ର ନୀତିକାନ୍ତି । ସ୍ୱତନ୍ତ୍ର ତନ୍ତ୍ର, ମନ୍ତ୍ର, ଚଣ୍ତିପାଠରେ ଫାଟି ପଡୁଛି ସହରଠୁ ପୁରପଲ୍ଲୀ । ପୂଜା…

ଦୁର୍ଘଟଣା ଷଡ଼ଯନ୍ତ୍ର, ପୁଣି ଟ୍ରେନ୍‌ ଲାଇନ୍‌ରୁ ମିଳିଲା ଗ୍ୟାସ୍‌ ସିଲିଣ୍ଡର

ପୁଣି ଟ୍ରେନ୍‌ ଦୁର୍ଘଟଣା ଘଟାଇବାକୁ ଷଡ଼ଯନ୍ତ୍ର। ଟ୍ରେନ୍‌ ଲାଇନ୍‌ରୁ ମିଳିଲା ଗ୍ୟାସ୍‌ ସିଲିଣ୍ଡର। ଉତ୍ତରାଖଣ୍ଡର ରୁରକିରେ ଦେଖିବାକୁ ମିଳିଛି ଏଭଳି କିଛି ଦୃଶ୍ୟ। ସୂଚନା ମୁତାବକ, ଉତ୍ତରାଖଣ୍ଡର ରୁରକି ସ୍ଥିତ ଲଣ୍ଡଉରା ଓ ଧନନ୍ଧେରା ମଝିରେ ଗ୍ୟାସ୍‌ ସିଲିଣ୍ଡର ଠାବ ହୋଇଛି।…

ଆଜି ପବିତ୍ର ବିଜୟା ଦଶମୀ, ମଣ୍ତପରେ ଚାଲିଛି ମହିଷା ମର୍ଦ୍ଦିନୀଙ୍କ ସ୍ୱତନ୍ତ୍ର ନୀତିକାନ୍ତି

ଭୁବନେଶ୍ୱର : ଆଜି ବିଜୟା ଦଶମୀ । ଅସତ୍ୟ ଉପରେ ସତ୍ୟ ଓ ପାପ ଉପରେ ପୁଣ୍ୟର ବିଜୟର ସ୍ବରୂପ ହେଉଛି ବିଜୟା ଦଶମୀ । ଆଜି ମହିଷାସୁରକୁ ବଧ କରିବେ ମା’ ଦୁର୍ଗା । ମା’ ଜଗଜ୍ଜନନୀଙ୍କ ଆଗମନରେ ଗାଁଠୁ…